"ହୃଦ୍‌ରୋଧ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧ କ ଧାଡ଼ି:
{{ଛୋଟ|Cardiac arrest}}
{{Other uses}}
{{Infobox medical condition
| Name = ହୃଦ୍‌ରୋଧ
Line ୨୨ ⟶ ୨୧:
କରୋନାରି ଧମନୀ ରୋଗ‌ଯୋଗୁ ([[:en:coronary artery disease|coronary artery disease]]) ସାଧରଣତଃ ହୃଦ୍‌ରୋଧ ରୋଗ ହୁଏ ।<!-- <ref name=NIH2016Ca/> --> ଅତ୍ୟଧିକ ରକ୍ତସ୍ରାବ ([[:en:bleeding|major blood loss]]), ଅମ୍ଳଜାନ ଅଭାବ, ଅଳ୍ପ ପୋଟାସିଅମ ([[:en:hypokalemia|very low potassium]]), ହୃଦ୍‌ପାତ ([[:en:heart failure|heart failure]]), ଓ ଅତ୍ୟଧିକ ଶାରୀରିକ ବ୍ୟାୟାମ କଲେ ମଧ୍ୟ ଏହି ରୋଗ ହୋଇପାରେ ।<!-- <ref name=NIH2016Ca/> --> କେତେକ ବଂଶାନୁକ୍ରମିକ ବେମାରୀ ଯେପରିକି [[ଦୀର୍ଘ କ୍ୟୁଟି ସିଣ୍ଡ୍ରୋମ]] ([[:en:long QT syndrome|long QT syndrome]]) ରୋଗରେ ହୃଦ୍‌ରୋଧ ସଙ୍କଟ ଥାଏ ।<!-- <ref name=NIH2016Ca/> --> ରୋଗ ଆରମ୍ଭ ସମୟରେ [[ଭେଣ୍ଟ୍ରିକୁଲାର ଫିବ୍ରିଲେସନ]] ([[:en:ventricular fibrillation|ventricular fibrillation]]) ହୁଏ&nbsp;।<ref name=NIH2016Ca>{{cite web|title=What Causes Sudden Cardiac Arrest?|url=http://www.nhlbi.nih.gov/health/health-topics/topics/scda/causes|website=NHLBI|accessdate=16 August 2016|date=June 22, 2016}}</ref> ନାଡ଼ି ଅନୁଭବ କରି ନ ପାରିଲେ ଏହି ରୋଗ ହୋଇଥିବା ସିଦ୍ଧ ହୁଏ ।<ref name=Fie2009/> ଉଭୟ [[ହୃଦ୍‌ଘାତ]] ଓ [[ହୃଦ୍‌ପାତ]] ରୋଗମାନଙ୍କରେ '''ହୃଦ୍‌ରୋଧ''' ହେଲେ ମଧ୍ୟ ସେହି ଦୁଇ ରୋଗ ସମାନ ନୁହେଁ ।<ref name=NIH2016What/>
 
<!-- ଚିକିତ୍ସା ଓ ପୂର୍ବାନୁମାନ -->
ସ୍ୱାସ୍ଥ୍ୟପ୍ରଦ ଓଜନ ରଖିଲେ, ଶାରୀରିକ ସକ୍ରିୟତା ଥିଲେ ଓ ଧୂମ୍ରପାନ ନ କଲେ ଏହି ରୋଗ ପ୍ରତିଷେଧ ସମ୍ଭବ ହୁଏ ।<ref name=NIH2016Pre/> ହୃଦ୍‌ରୋଧରେ ତୁରନ୍ତ ରିସସିଟେସନ ([[:en:cardiopulmonary resuscitation|cardiopulmonary resuscitation]] ବା CPR) ଆବଶ୍ୟକ ହୁଏ ଓ ସକେବ୍ଲ ରିଦମ ([[:en:shockable rhythm|shockable rhythm]]) ଥିଲେ ଡିଫିବ୍ରିଲେସନ ([[:en:defibrillation|defibrillation]]) ଦିଆଯାଏ ।<ref name=NIH2016Tx>{{cite web|title=How Is Sudden Cardiac Arrest Treated?|url=http://www.nhlbi.nih.gov/health/health-topics/topics/scda/treatment|website=NHLBI|accessdate=16 August 2016|date=June 22, 2016}}</ref> ବଞ୍ଚିଯାଇଥିବା ଲୋକଙ୍କୁ [[ଟାର୍ଗେଟେଡ ଟେମ୍ପରେଚର ମ୍ୟାନେଜମେଣ୍ଟ]] ([[:en:targeted temperature management|targeted temperature management]]) ଦେଲେ ଫଳାଫଳ ଉନ୍ନତ ହୁଏ ।<ref>{{cite journal|last1=Schenone|first1=AL|last2=Cohen|first2=A|last3=Patarroyo|first3=G|last4=Harper|first4=L|last5=Wang|first5=X|last6=Shishehbor|first6=MH|last7=Menon|first7=V|last8=Duggal|first8=A|title=Therapeutic hypothermia after cardiac arrest: a systematic review/meta-analysis exploring the impact of expanded criteria and targeted temperature.|journal=Resuscitation|date=10 August 2016|pmid=27521472}}</ref> ପୁନରାବୃତ୍ତି ନ ହେବା ପାଇଁ [[କାର୍ଡ଼ିଆକ ଡିଫିବ୍ରିଲେଟର ଇମ୍ପ୍ଲାଣ୍ଟ]] ([[:en:implantable cardiac defibrillator|implantable cardiac defibrillator]]) ଦେଲେ ମୃତ୍ୟୁ ସଙ୍କଟ କମିଯାଏ ।<ref name=NIH2016Pre>{{cite web|title=How Can Death Due to Sudden Cardiac Arrest Be Prevented?|url=http://www.nhlbi.nih.gov/health/health-topics/topics/scda/prevention|website=NHLBI|accessdate=16 August 2016|date=June 22, 2016}}</ref>
 
== ଆଧାର ==
"https://or.wikipedia.org/wiki/ହୃଦ୍‌ରୋଧ"ରୁ ଅଣାଯାଇଅଛି