"ଫୋବିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଫୋବିଆ ଏକ ନୂଆ ବିଷୟ ଆରମ୍ବ କରାଗଲା
 
ଅଧିକ ତ‌ଥ୍ୟ ଦିଆଗଲା
୧୮ କ ଧାଡ଼ି:
}}
<!-- ସଂଜ୍ଞା ଓ ଲକ୍ଷଣ -->
'''ଫୋବିଆ''' ଏକ ପ୍ରକାର ଉତ୍କଣ୍ଠା ବେମାରୀ ([[:en:anxiety disorder|anxiety disorder]]) ଯେଉଁଥିରେ କୌଣସି ବସ୍ତୁ ବା ଅବସ୍ଥା ପ୍ରତି ନିରନ୍ତର ଭୀତି ଥାଏ ।<ref name=DSM5>{{citation|author=American Psychiatric Association|year=2013|title=Diagnostic and Statistical Manual of Mental Disorders (5th ed.)|location=Arlington|publisher=American Psychiatric Publishing|pages=190,197–202|isbn=0890425558}}</ref> ଏହି ରୋଗରେ ଶୀଘ୍ର ଭୀତି ଆରମ୍ଭ ହୁଏ ଓ ୬ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ ।<!-- <ref name=DSM5/> --> ପ୍ରଭାବିତ ରୋଗୀ ସେହି ବସ୍ତୁ ବା ଅବସ୍ଥାକୁ ଟାଳିବା ନିମନ୍ତେ ପ୍ରକୃତ ଭୀତିପ୍ରଦ ଅବସ୍ଥାଠାରୁ ବ‌ହୁଦୂରକୁ ଯାଇପାରେ ।<!-- <ref name=DSM5/> --> ଟାଳିବା ଅସମ୍ଭବ ହେଲେ ଲୋକ ବିବ୍ରତ ହୁଏ ।<!-- <ref name=DSM5/> --> ରକ୍ତ ଫୋବିଆ ବା ଆଘାତ ଫୋବିଆ ଥିଲେ [[ମୂର୍ଚ୍ଛା]] ହୋଇପାରେ ।<ref name=DSM5/> ଆଗୋରା ଫୋବିଆରେ [[ଆତଙ୍କ]] ([[:en:panic attacks|panic attacks]]) ଜାତ ହୁଏ ।<ref name=DSM5Social/> ସାଧାରଣତଃ ଜଣେ ଲୋକ ଅନେକ ସଂଖ୍ୟକ ବସ୍ତୁ ବା ଅବସ୍ଥା ପ୍ରତି ଫୋବିଆଗ୍ରସ୍ତ ହୋଇପାରେ ।<ref name=DSM5/>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ଫୋବିଆକୁ ୩ ଭାଗରେ ବିଭକ୍ତ କରାଯାଏ ଯଥା ନିର୍ଦ୍ଦିଷ୍ଟ ଫୋବିଆ ([[:en:specific phobias|specific phobias]]) , ସାମାଜିକ ଫୋବିଆ ([[:en:social phobia|social phobia]]) ଓ ଆଗୋରାଫୋବିଆ ([[:en:agoraphobia|agoraphobia]]) ।<ref name=DSM5/><ref name=Ham2009>{{cite journal|last1=Hamm|first1=AO|title=Specific phobias.|journal=The Psychiatric clinics of North America|date=September 2009|volume=32|issue=3|pages=577-91|pmid=19716991}}</ref> ନିର୍ଦ୍ଦିଷ୍ଟ ଫୋବିଆରେ କେତେକ ପଶୁ, ପ୍ରାକୃତିକ ପରିବେଶ ଅବସ୍ଥା, ରକ୍ତ ବା ଆଘାତ ଓ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ପରିସ୍ଥିତି ଉପରେ ନିର୍ଭର କରେ ।<ref name=DSM5/> ସର୍ବାଧିକ ସାଧାରଣ ଫୋବିଆମାନଙ୍କ ନାମ: ବୁଢ଼ୀଆଣି ଫୋବିଆ ([[:en:arachnophobia|fear of spiders]]), ସାପ ଫୋବିଆ ([[:en:ophidiophobia|fear of snakes]]) ଓ ଉଚ୍ଚସ୍ଥାନ ଫୋବିଆ ([[:en:acrophobia|fear of heights]]) ।<ref name=VA2016>{{cite web|title=Specific Phobias|url=http://www.mentalhealth.va.gov/specificphobias.asp|website=USVA|accessdate=26 July 2016}}</ref> ସ୍ଥଳ ବିଶେଷରେ କୌଣସି ବସ୍ତୁ ବା ପରିସ୍ଥିତିର ବିଯୁକ୍ତାତ୍ମକ ଅନୁଭୂତି ଫୋବିଆ ଟ୍ରିଗର ସୃଷ୍ଟି କରିପାରେ ।<!-- <ref name=DSM5/> --> ସାମାଜିକ ଫୋବିଆରେ ଜଣେ ଲୋକ ଅନ୍ୟମାନଙ୍କର ତା ପ୍ରତି ବିଚାର ଭାବନାକୁ ଚିନ୍ତା କରି ଫୋବିଆ ସୃଷ୍ଟି ହୁଏ । <!-- <ref name=DSM5/> --> କୌଣସି ମୁକ୍ତି ପଥର ସମ୍ଭାବନା ନ ଥିବା ଅନୁଭବ ହେଲେ ଯେଉଁ ଫୋବିଆ ଜାତ ହୁଏ ତାହାକୁ ଆଗାରୋଫୋବିଆ କୁହାଯାଏ ।<ref name=DSM5/>
 
<!-- ଚିକିତ୍ସା -->
 
== ଆଧାର ==
"https://or.wikipedia.org/wiki/ଫୋବିଆ"ରୁ ଅଣାଯାଇଅଛି