"କେଶହାନୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୯ କ ଧାଡ଼ି:
 
<!-- ସାଧାରଣ କାରଣ -->
ସାଧାରଣ କାରଣମାନ: [[ପୁରୁଷାକୃତି କେଶହାନୀ]], [[ମହିଳାକୃତି କେଶହାନୀ]], [[ଆଲୋପେସିଆ ଏରିଆଟା]] ଓ [[ଟେଲୋଜେନ ଇଫ୍ଲୁଭିଅମ]] (କେଶ ଘନତ୍ୱ କମିଯିବା) ।<!-- <ref name=Var2015/> --> [[ଜେନେଟିକ]] ଓ [[ପୁରୁଷ ହରମୋନ]] କାରଣ ଯୋଗୁ ପୁରୁଷାକୃତି କେଶହାନୀ ହୁଏ, ମହିଳା କେଶହାନୀ କାରଣ ଅସ୍ପଷ୍ଟ ଅଛି, ଅଟୋଇମ୍ମ୍ୟୁନ କାରଣ ଯୋଗୁ [[ଆଲୋପେସିଆ ଏରିଆଟା]] ହୁଏ ଓ ଶାରୀରିକ ତ‌ଥା ମାନସିକ ଚାପ‌ଯୁକ୍ତ ଘଟଣା ଯୋଗୁ ଟେଲୋଜେନ ଇଫ୍ଲୁଭିଅମ କେଶହାନୀ ହୁଏ ।<!-- <ref name=Var2015/> --> [[ଗର୍ଭାବସ୍ଥା]] ପରେ ଟେଲୋଜେନ ଇଫ୍ଲୁଭିଅମ ହେବା ସାଧାରଣତଃ ଦେଖାଯାଏ ।<ref name=Var2015>{{cite journal|last1=Vary JC|first1=Jr|title=Selected Disorders of Skin Appendages--Acne, Alopecia, Hyperhidrosis.|journal=The Medical clinics of North America|date=November 2015|volume=99|issue=6|pages=1195-211|pmid=26476248}}</ref>
 
<!-- ସ୍ୱଳ୍ପ ସାଧାରଣ କାରଣ -->
[[ଟ୍ରାକସନ ଆଲୋପେସିଆ|କେଶ ଟଣା]], [[କେମୋଥେରାପି]] ଭଳି କେତେକ ଔଷଧ, [[ହାଇପୋଥାଇରଏଡିକ୍ମ|ଥାଇରଏଡ ହରମୋନ କମିଲେକମ]] ରହିବା ଯୋଗୁ, [[ଏଚଆଇଭି/ଏଡ୍‌ସ]] ଓ [[ଲୌହ ଖାଦ୍ୟାଭାବ]] ତ‌ଥା [[କୁପୋଷଣ]] ଇତ୍ୟାଦି ଯୋଗୁ ମଧ୍ୟ କେଶହାନୀ ହୁଏ&nbsp;।<!-- <ref name=Var2015/><ref name=Nal2016/> --> ପ୍ରଦାହ ଓ ସ୍କାର ଯୋଗୁ ହେଉଥିବା କେଶହାନୀ କାରଣମାନ: [[ଟିନିଆ କ୍ୟାପିଟିସ|କବକ ସଂକ୍ରମଣ]], [[ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍|ଲୁପସ୍ ଏରିଦେମାଟୋସସ୍]], [[ରାଡିଏସନ ଥେରାପି]] ଓ [[ସାର୍କଏଡୋସିସ୍]] ।<ref name=Var2015/><ref name=Nal2016/> ରୋଗ ନିର୍ଣ୍ଣୟ ଆଂଶିକ ଭାବରେ କେଶହାନୀର ସ୍ଥଳ ଦେଖି କରାଯାଏ ।<ref name=Var2015/>
 
<!-- ଚିକିତ୍ସା ଓ ରୋଗାନୁଶୀଳନ -->
ପ୍ୟାଟର୍ନ କେଶହାନୀ (ପୁରୁଷାକୃତି କେଶହାନୀ ଓ ମହିଳାକୃତି କେଶହାନୀ) ଅବସ୍ଥାକୁ ମାନିନେବାକୁ ପଡ଼େ ।<ref name=Var2015/> ଚିକିତ୍ସା କରିବାକୁ ହେଲେ [[ମିନୋଡିକ୍ସିଲ]] ([[:en:minoxidil|minoxidil]]) ବା [[ଫିନାସ୍ଟେରାଇଡ]] ([[:en:finasteride|finasteride]]) ଔଷଧ ଦିଆଯାଏ ଓ କେଶ ପ୍ରତିରୋପଣ କରାଯାଏ ।<ref>{{cite journal | last1 = McElwee | first1 = K. J. | last2 = Shapiro | first2 = J. S. | title = Promising therapies for treating and/or preventing androgenic alopecia | journal = Skin therapy letter | volume = 17 | issue = 6 | pages = 1–4 | year = 2012 | pmid = 22735503|url=http://www.skintherapyletter.com/2012/17.6/1.html }}</ref><ref>{{cite journal | last1 = Leavitt | first1 = M. | title = Understanding and Management of Female Pattern Alopecia | journal = Facial Plastic Surgery | volume = 24 | issue = 4 | pages = 414–427 | year = 2008 | pmid = 19034818 | pmc = | doi = 10.1055/s-0028-1102905 }}</ref> ଆଲୋପେସିଆ ଏରିଆଟା ନିମନ୍ତେ ପ୍ରଭାବିତ ସ୍ଥାନରେ [[କର୍ଟିକୋସ୍ଟରଏଡ|ସ୍ଟିରଏଡ]] ଇଞ୍ଜେକସନ ଦିଆଯାଏ, କିନ୍ତୁ ଏହା ସମୟକ୍ରମେ ବାରମ୍ବାର ଦେବାକୁ ପଡ଼େ ।<!-- <ref name=Var2015/> --> କେଶହାନୀ ଏକ ସାଧାରଣ ସମସ୍ୟା ।<!-- <ref name=Var2015/> --> ପ୍ୟାଟର୍ଣ୍ଣ କେଶହାନୀ ୫୦ବର୍ଷ ବୟସ ବେଳକୁ ୫୦ % ପୁରୁଷଙ୍କର ଓ ୨୫% ମହିଳାଙ୍କର ଦେଖାଯାଏ ।<!-- <ref name=Var2015/> --> ଆଲୋପେସିଆ ଏରିଆଟା ଜୀବନର ଯେ କୌଣସି ସମୟରେ ୨% ଲୋକଙ୍କର ହୁଏ ।<ref name=Var2015/>
 
== ଆଧାର ==
"https://or.wikipedia.org/wiki/କେଶହାନୀ"ରୁ ଅଣାଯାଇଅଛି