"ପଞ୍ଜାବ, ଭାରତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Psubhashish ପୃଷ୍ଠାଟିକୁ ପଞ୍ଜାବ , ଭାରତରୁ ପଞ୍ଜାବ, ଭାରତକୁ ଘୁଞ୍ଚାଇଲେ: ପଞ୍ଜାବ ପରେ ଓ କମା ଆଗରୁ ସ୍ପେସ ଅନାବଶ୍ୟକ
୭୬ କ ଧାଡ଼ି:
==ଇତିହାସ==
== ଭାଷା ଓ ସାହିତ୍ୟ ==
 
==ପର୍ଯ୍ୟଟନ==
 
{{Main article|ପଞ୍ଜାବର ଗୁରୁତ୍ତ୍ୱପୂର୍ଣ୍ଣ ଜାତୀୟ କୀର୍ତ୍ତି}}
[[File:MotiBaghPalace.jpg|left|thumb|[[ପଟିଆଲା]]ରେ ଥିବା [[ମୋତି ବାଗ୍ ମହଲa]]]]
 
[[File:Harminder sahib5.jpg|right|thumb|[[ଅମୃତସର]]ର [[ହରମନ୍ଦିର ସାହିବ]]]]
ପଞ୍ଜାବରେ ପର୍ଯ୍ୟଟନ କ‌ହିଲେ, ଐତିହାସିକ ପ୍ରାସାଦ, ଯୁଦ୍ଧ କ୍ଷେତ୍ର, ଶିଖ ନିର୍ମାଣ ପ୍ରଭୃତିକୁ ବୁଝାଏ ।<ref>{{cite news|title=World Heritage Day: 8 places to visit in Punjab|url=http://www.hindustantimes.com/chandigarh/world-heritage-day-places-to-visit-in-punjab/article1-1338517.aspx}}</ref> ଉଦାହରଣ ସ୍ୱରୂପ [[ସିନ୍ଧୁ ଉପତ୍ୟାକା ସଭ୍ୟତା]]ର ବିଭିନ୍ନ ସ୍ଥାନ, [[ବାଥିଣ୍ଡ]]ର ଦୁର୍ଗ, [[କାପୁରଥାଲା]], [[ପଟିଆଲା]] ଓ [[ଚଣ୍ରଡିଗଡ]]ର କୀର୍ତ୍ତି, ଓ ଆଧୁନିକ ରାଜଧାନୀ [[ଲି କୋର୍ବୁସିଅର]] ।<ref>[http://www.mapsofindia.com/stateprofiles/punjab/ Punjab]. Mapsofindia.com. Retrieved on 2012-01-18.</ref>
ଅମୃତସରର ହରମନ୍ଦିର ସାହିବ ମନ୍ଦିର ବା ସ୍ୱର୍ଣ୍ଣ ମନ୍ଦିର ପର୍ଯ୍ୟଟନର ମୁଖ୍ୟ ଆକର୍ଷଣ ।୨୦୦୮ର [[ଲୋନ୍ଲି ପ୍ଲାନେଟ]]ର ବ୍ଲୁ ଲିଷ୍ଟ ହରମନ୍ଦିର ସାହିବ ମନ୍ଦିରକୁ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିଲା ।<ref>[http://web.archive.org/web/20080202051110/http://www.ptinews.com/pti/ptisite.nsf/0/03d3a18aa4bdceae6525738e00199bff?OpenDocument Lonely Planet tips Mumbai as a must-see destination in 2008]. ptinews.com. 9 November 2007</ref> ଅଧିକନ୍ତୁ ଏଠାରେ ବିଦେଶୀ ହୋଟେଲମାନ ବ‌ହୁତ ଶିଘ୍ର ସେମାନଙ୍କ ହୋଟେଲ ରାତି ରହଣି ପାଇଁ ଖୋଲୁଛନ୍ତି ।
ଅନ୍ୟ ଏକ ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ହେଉଛି ଧାର୍ମିକ ଓ ଐତିହାସିକ ସ‌ହର ଶ୍ରୀ [[ଆନନ୍ଦପୁର ସାହିବ]], ଯେଉଁଠିକୁ ବ‌ହୁ ପର୍ଯ୍ୟଟକ [[ବୀରାସତ-ଇ-ଖାଲ୍‌ସା]] ଓ [[ହୋଲା ମୋହଲା]] ଉତ୍ସବରେ ଯୋଗ ଦେବା ପାଇଁ ଆସନ୍ତି । ଲୁଧିଆନା ନିକଟରେ [[କିଲ୍ଲା ରାୟପୁର]] ଠାରେ କିଲ୍ଲା ଋୟପୁର ଖେଳ ଉତ୍ସବ ପାଇଁ ଆସନ୍ତି ।<ref>{{cite news|title=Pictures displayed at media centre attract visitors to 'Kila Raipur' games|url=http://www.hindustantimes.com/ludhiana/pictures-displayed-at-media-centre-attract-visitors-to-kila-raipur-games/article1-1179480.aspx}}</ref><ref>{{cite news|title=Kila Raipur sports festival begins today|url=http://indianexpress.com/article/cities/ludhiana/kila-raipur-sports-festival-begins-today/}}</ref><ref>{{cite news|title=Kila Raipur sports festival concludes|url=http://www.tribuneindia.com/news/punjab/community/kila-raipur-sports-festival-concludes/36826.html}}</ref> [[ପଠାଙ୍କୋଟ]]ର ଶାହପୁର କାଣ୍ଡି ଦୁର୍ଗ, ରଣଜିତ ସାଗର ହ୍ରଦ ଓ ମୁକ୍ତସାର ମନ୍ଦିର ମଧ୍ୟ ଲୋକପ୍ରିୟ ସ୍ଥାନ ।
 
== ଆଧାର ==
{{ଆଧାର}}