"ଉଇକିପିଡ଼ିଆ:ରଥଯାତ୍ରା ଗଣସମ୍ପାଦନା ୨୦୧୬" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୧୬ କ ଧାଡ଼ି:
==କିପରି ଭାଗନେବେ==
# [[ବିଶେଷ:Login|'''ଲଗ ଇନ''']] କରିବେ ।
# [[ଉଇକିପିଡ଼ିଆ:ନବକଳେବରରଥଯାତ୍ରା ଗଣସମ୍ପାଦନା ୨୦୧୫୨୦୧୬/ପ୍ରସଙ୍ଗ ତାଲିକା|'''ପ୍ରସଙ୍ଗ ତାଲିକା''']]ରୁ ନିଜ ପସନ୍ଦ ମୁତାବକ ପ୍ରସଙ୍ଗଟିଏ ବାଛିବେ ।
# କିପରି ନୂଆ ଲେଖାଟିଏ ଗଢ଼ିବେ କିମ୍ବା ଆଗରୁ ଥିବା ଲେଖାରେ ଅଧିକ ତଥ୍ୟ ଯୋଇବେ [[ଉଇକିପିଡ଼ିଆ:ଚାଟସଭା|'''ଏହି ପୃଷ୍ଠାରୁ''']] ଶିଖିପାରିବେ । କିଛି ଅସୁବିଧା ହେଲେ ସେଠାରେ ପଚାରିପାରିବେ ।
# ଲେଖିସାରି ସବା ତଳେ "<nowiki>[[ଶ୍ରେଣୀ:୨୦୧୬ ଜଗନ୍ନାଥ ସଂସ୍କୃତି ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]</nowiki>" ଯୋଡ଼ି ଲେଖାଟି ସାଇତିବେ ।
୩୪ କ ଧାଡ଼ି:
| ପ୍ରତି ବୈଧ ଆଧାର ଯୋଡ଼ା || ୧ ପଏଣ୍ଟ
|-
| ସାଙ୍ଗଙ୍କୁ ଗଣସମ୍ପାଦନା ପାଇଁ ପ୍ରେରିତ (refer a friend) ପ୍ରେରିତ ହୋଇଥିବା ସାଙ୍ଗ ଗଣସମ୍ପଦନା ଶେଷରେ ଅତି କମରେ ୧୦୦ ପଏଣ୍ଟ ସଂଗ୍ରହ କରିବା ବାଂଛନୀୟ ।|| ୫୦ ପଏଣ୍ଟ
|}