"ଖଣିଜ ଜଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୬ କ ଧାଡ଼ି:
 
ଆଧୁନିକ ସମୟରେ ଖଣିଜ ଜଳକୁ ଉତ୍ସ ସ୍ଥାନରେ ବୋତଲରେ ଭର୍ତ୍ତି କରି ପାନୀୟ ଭାବରେ ବିକ୍ରୟ ନିମନ୍ତେ ବଣ୍ଟନ କରାଯାଏ । ଅଧୁନା ଏହି ଜଳ ନିମନ୍ତେ ଉତ୍ସ ସ୍ଥାନ‌କୁ କ୍ୱଚିତ କେହି ଯାଆନ୍ତି । ଅନେକ ଏହିପରି ଅନେକ ସ୍ଥାନ‌କୁ ବ୍ୟବସାୟୀକ ଭିତ୍ତିରେ ସଂରକ୍ଷିତ କରାଯାଇଥାଏ । ଅଧୁନା ସାରା ପୃଥିବୀରେ ପ୍ରାୟ ୩,୦୦୦ ବ୍ରାଣ୍ଡର ଖଣିଜ ଜଳ ଉପଲବ୍‌ଧ ହେଉଛି ।<ref>[http://www.mineralwaters.org/ Mineral Waters of the World, ''Home page'']</ref>
 
==ସ୍ଥାନ==
ପୁରାକାଳରୁ ଖଣିଜ ଜଳ ଥିବା ସ୍ଥାନମାନଙ୍କରେ ପର୍ଯ୍ୟଟକ କେନ୍ଦ୍ରମାନ ବିସ୍ତାର ଲାଭ କରିଥିଲା । ଉଦାହରଣ ସ୍ୱରୁପ ରୋମାନିଆରେ ସାରା ୟୁରୋପର ଏକ ତୃତୀୟାଂଶ ମିନେରାଲ ଜଳ ଓ ଉଷ୍ମ ପ୍ରସ୍ରବଣ ଅଛି ।<ref>[http://www.capital.ro/detalii-articole/stiri/bucuresti-statiune-balneara-o-gluma-buna-115796.html Bucureşti, staţiune balneară – o glumă bună?] in Capital, 19 January 2009. Retrieved: 26 April 2011</ref><ref>[http://www.zf.ro/ziarul-de-duminica/reportajul-saptamanii-ruinele-de-la-baile-herculane-si-borsec-nu-mai-au-nimic-de-oferit-6092451 Ruinele de la Baile Herculane si Borsec nu mai au nimic de oferit] in Ziarul Financiar, 5 May 2010. Retrieved: 26 April 2011</ref> ପର୍ଯ୍ୟଟକମାନଙ୍କ ନିମନ୍ତେ ଅନେକ ସ୍ପା ଟାଉନ ଓ ହାଇଡ୍ରୋପାଥିକ ବା ହାଇଡ୍ରୋ ହୋଟେଲ ଖୋଲିଛି ।
 
 
 
Line ୨୧ ⟶ ୨୫:
* [http://www.eupedia.com/europe/european_mineral_waters.shtml Eupedia: ''List of European mineral water brands with mineral analysis'']
 
{{Bottled water}}
 
{{Authority control}}
"https://or.wikipedia.org/wiki/ଖଣିଜ_ଜଳ"ରୁ ଅଣାଯାଇଅଛି