"ଇନ୍ଦ୍ରାଣୀ ରହମାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୨୧ କ ଧାଡ଼ି:
 
ସନ ୧୯୫୨ରେ ସେ ମିସ୍ ଇଣ୍ଡିଆ ହୋଇଥିଲେ । ପରବର୍ତ୍ତୀ କାଳରେ ସେ ତାଙ୍କର ମାତା ରାଗିଣୀ ଦେବୀଙ୍କ କମ୍ପାନୀରେ ଯୋଗଦାନ କଲେ । ଆନ୍ତର୍ଜାତୀୟ ପରିଭ୍ରମଣ ସମୟରେ ଓଡ଼ିଶୀ ନୃତ୍ୟକୁ ଲୋକପ୍ରିୟ କରେଇଥିଲେ । ଇନ୍ଦ୍ରାଣୀ ସନ ୧୯୬୯ରେ ପଦ୍ମ ଶ୍ରୀ ପାଇଥିଲେ ଓ କଳା ନିମନ୍ତେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ତ‌ଥା ତାରକନାଥ ପୁରସ୍କାର ପାଇଥିଲେ ।
 
==ପ୍ରାକ୍ ଜୀବନ==
ଇନ୍ଦ୍ରାଣୀ ରହମାନ ଉକ୍ତ ସମୟର ମାଡ୍ରାସ ଓ ବର୍ତ୍ତମାନର ଚେନଇରେ ଜଣେ ଭରତୀୟ ଜାତୀୟତାବାଦୀ ଓ ଇଣ୍ଡୋ-ଆମେରିକାନ ଲିଗର ପ୍ରେସିଡେଣ୍ଟ ରାମଲାଲ ବଳରାମ ବାଜପାଇ (୧୮୮୦-୧୯୬୨) ଓ ଲୁଏଲା ସରମ୍ୟାନଙ୍କ (ପେଟସ୍କି, ମିସିଗାନ) ଔରସରୁ ସନ ୧୮୯୩ରେ ଜନ୍ମ ଗ୍ରହଣ କରିଥିଲେ ,<ref>[http://books.google.com/books?id=WSaMu4F06AQC&pg=PA174&lpg=PA174&dq=Indrani+Rahman&source=web&ots=UG21ibydVs&sig=Ux8Bp1Lkdv_6Dksce8KAtbaZo-A&hl=en&sa=X&oi=book_result&resnum=9&ct=result#PPA172,M1 Ragini Devi Biography] ''Notable American Women: A Biographical Dictionary Completing the Twentieth Century'', by Susan Ware, Stacy Lorraine Braukman, Radcliffe Institute for Advanced Study. Harvard University Press, 2004. ISBN 0-674-01488-X, 9780674014886. ''Page 172-173''.</ref> (ମୃତ୍ୟୁ ୧୯୮୨),<ref>[http://www.sawf.org/newedit/edit03042002/bookreview.asp Book Review] South Asian Women Forum</ref> ଯିଏ ସନ ୧୯୨୦ରେ ଭାରତକୁ ଆସି ନାମକୁ ରାଗିଣୀ ଦେବୀରେ ପରିବର୍ତ୍ତନ କରିଥିଲେ, <ref name=inde>[http://findarticles.com/p/articles/mi_qn4158/is_19990218/ai_n14213909 Obituary: Indrani Rehman] by Kuldip Singh, '' [[The Independent]] '' (London), Feb 18, 1999</ref> ଯେତେବେଳେ କେମିଷ୍ଟ ରାମଲାଲ ବାଜପାଇ ଆମେରିକାର ଜଣେ ସଫଳ ଆମଦାନୀକାରୀ ହୋଇପାରିଥିଲେ ଓ ଭାରତକୁ ଫେରି ଲାଲା ଲଜପତ ରାଏଙ୍କ ଦ୍ୱାରା ସ୍ଥାପିତ ୟଙ୍ଗ ଇଣ୍ଡିଆର ସ‌ହକାରୀ ସମ୍ପାଦକ ହେଲେ ଓ ଭାରତ ସ୍ୱାଧୀନ ହେବା ପରେ ଆମେରିକାରେ ଭାରତର କନସୁଲେଟ ଜେନେରାଲ ହେଲେ । <ref>[http://members.authorsguild.net/sukanya/imagelib/Nagpur-final-ve.jpg Ramalal Balram Bajpai - Biography]</ref>
 
 
== ଆଧାର ==