"ଅପସ୍ମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଦ୍ୟତନ କରାଗଲା
ଅଦ୍ୟତନ କରାଗଲା
୧୬ କ ଧାଡ଼ି:
 
<!-- କାରଣ, ବିକୃତ ଶରୀର କ୍ରିୟାତ‌ତ୍ତ୍ୱ ଓ ରୋଗ ନିର୍ଣ୍ଣୟ -->
ଅଧିକାଂଶ ଅପସ୍ମାର ରୋଗର କାରଣ ଅଜଣା ଥିଲେ ମଧ୍ୟ କେତେକ କାରଣ ଯଥା [[ମସ୍ତିଷ୍କ ଆଘାତ]], [[ସ୍ଟ୍ରୋକ]], [[ମସ୍କିଷ୍କ ଅର୍ବୁଦ]], ଔଷଧ, [[ଜନ୍ମଗତ ତୃଟି]] ଓ ମାତ୍ରାଧିକ ମଦ୍ୟପାନ ଉଲ୍ଲେଖ ଯୋଗ୍ୟ ।<ref name=WHO2016/><ref> ପରିଚିତ ଜେନେଟିକ ମ୍ୟୁଟେସନ ଯୋଗୁ କେତେକ ଅପସ୍ମାର ହୁଏ ।.<ref name="Longo 2012"/><ref name=Pand2011>{{Cite journal | last1 = Pandolfo | first1 = M. | title = Genetics of epilepsy. |journal = Semin Neurol | volume = 31 | issue = 5 | pages = 506–18 |date=Nov 2011 | doi = 10.1055/s-0031-1299789 | PMID = 22266888 }}</ref> ଏହି ରୋଗ ମସ୍ତିଷ୍କରେ ଅସାଧାରଣ ଓ ଅତ୍ୟଧିକ ସ୍ନାୟୁ ଉତ୍ତେଜନା ହେବା ଯୋଗୁ ଦେଖାଯାଏ ।<ref name="Fisher2005">{{cite journal| author = Fisher R, van Emde Boas W, Blume W, Elger C, Genton P, Lee P, Engel J| title = Epileptic seizures and epilepsy: definitions proposed by the International League Against Epilepsy (ILAE) and the International Bureau for Epilepsy (IBE)| journal = Epilepsia| volume = 46| issue = 4| pages = 470–2| year = 2005| pmid = 15816939| url = http://www.blackwell-synergy.com/doi/full/10.1111/j.0013-9580.2005.66104.x| doi = 10.1111/j.0013-9580.2005.66104.x}}</ref> ସମଲକ୍ଷଣ ବିଶିଷ୍ଟ ରୋଗ ଯଥା [[ସିଙ୍କୋପ(medicine)|ଅଚେତା]], [[ଆଲକୋହୋଲ ଉଇଥଡ୍ର‌ୟାଲ]] ବା [[ଇଲେକ୍ଟ୍ରୋଲାଇଟ]] ସମସ୍ୟାର ଉପସ୍ଥିତି ନିମନ୍ତେ ପରୀକ୍ଷା କରି ଦୂର କରାଯାଏ ।<!-- <ref name="Longo 2012"> --> ଆଂଶିକ ଭାବରେ ଏହା [[ନିଉରୋଇମେଜିଙ୍ଗ|ମସ୍ତିଷ୍କ ଇମେଜିଙ୍ଗ]] ରକ୍ତ ପରୀକ୍ଷା କରି ଚିହ୍ନଟ କରାଯାଏ ।<!-- <ref name="Longo 2012"/> --> ଏହି ରୋଗ [[ଇଲେକ୍ଟ୍ରୋଏନସେଫାଲୋଗ୍ରାମ]] (ଇଇଜି) କରି ନିଧାର୍ଯ୍ୟ କରାଯାଏ କିନ୍ତୁ ସାଧାରଣ ପରୀକ୍ଷାଦ୍ୱାରା ଏହାର ଅନୁପସ୍ଥିତି ଜଣାଯାଏ ନାହିଁ ।<ref name="Longo 2012">{{cite book |last1=Longo |first1=Dan L |title=Harrison's principles of internal medicine |year=2012 |publisher=McGraw-Hill |isbn=978-0-07-174887-2 |page=3258 |edition=18th|chapter=369 Seizures and Epilepsy}}</ref>
 
<!-- ପ୍ରତିଷେଧ ଓ ଚିକିତ୍ସା -->
ଜଣାଶୁଣା କାରଣରୁ ହେଉଥିବା ଅପସ୍ମାର ପ୍ରତିରୋଧ କରିହୁଏ ।<ref name=WHO2016/> ପ୍ରାୟ ୭୦% କେଶ୍‌ରେ ଔଷଧଦ୍ୱାର ବାତ ନିୟନ୍ତ୍ରଣ କରିହୁଏ ।<ref name=Ead2012>{{cite journal|last=Eadie|first=MJ|title=Shortcomings in the current treatment of epilepsy.|journal=Expert Review of Neurotherapeutics|date=December 2012|volume=12|issue=12|pages=1419–27|pmid=23237349|doi=10.1586/ern.12.129}}</ref> ଶସ୍ତା ଔଷଧ ମଧ୍ୟ ଉପଲବ୍‌‌ଧ ଅଛି ।<ref name=WHO2016/> ଔଷଧ କାମ ନ କଲେ [[ଅପରେଶନ]], [[ନିଉରୋସ୍ଟିମୁଲେସନ]], ବା ଖାଦ୍ୟ ପରିବର୍ତ୍ତନ କରାଯାଏ ।<ref name=Bergey2013>{{cite journal|last=Bergey|first=GK|title=Neurostimulation in the treatment of epilepsy.|journal=Experimental neurology|date=June 2013|volume=244|pages=87–95|pmid=23583414|doi=10.1016/j.expneurol.2013.04.004}}</ref><ref name=Levy2012>{{cite journal|last=Levy|first=RG|author2=Cooper, PN |author3=Giri, P |title=Ketogenic diet and other dietary treatments for epilepsy.|journal=The Cochrane database of systematic reviews|date=14 March 2012|volume=3|pages=CD001903|pmid=22419282|url=http://www.ncbi.nlm.nih.gov/pubmedhealth/PMH0011258/|doi=10.1002/14651858.CD001903.pub2}}</ref> ଅବୁ ଅପସ୍ମାର ଜୀବନବ୍ୟାପୀ ନୁହେଁ; କେତେକ ରୋଗୀ ଏତେ ଉନ୍ନତି କରନ୍ତି ଯେ ତାଙ୍କର ଆଉ ଔଷଧ ଆବଶ୍ୟକ ହୁଏ ନାହିଁ ।<ref name=WHO2016/>
 
<!-- ରୋଗାନୁଶୀଳନ -->
 
 
ପୃଥିବୀରେ ପ୍ରାୟ ୫୦ ନିୟୁତ ଅପସ୍ମାର ବାତ ରୋଗୀ ଅଛନ୍ତି ଓ ତନ୍ମଧ୍ୟରୁ ୮୦ % ରୋଗୀ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଦେଖାଯାଆନ୍ତି <ref name="who-2009">{{cite web | url=http://www.who.int/mediacentre/factsheets/fs999/en/ | title = Epilepsy | series = Fact Sheets |date =October 2012 | accessdate = January 24, 2013 | publisher = [[World Health Organization]]}}</ref> । ବୟଷ ବୃଦ୍ଧି ସଙ୍ଗେ ସଙ୍ଗେ ଏହି ରୋଗ ହେବା ସମ୍ଭାବନା ବଢେ<ref>{{cite journal|last=Brodie|first=MJ|coauthors=Elder, AT, Kwan, P|title=Epilepsy in later life|journal=Lancet neurology|date=2009 Nov|volume=8|issue=11|pages=1019–30|pmid=19800848|doi=10.1016/S1474-4422(09)70240-6}}</ref><ref>{{cite book|last=Holmes|first=Thomas R. Browne, Gregory L.|title=Handbook of epilepsy|year=2008|publisher=Lippincott Williams & Wilkins|location=Philadelphia|isbn=9780781773973|edition=4th|url=http://books.google.com/books?id=gLOv8XZ5u48C&pg=PA7}}</ref> । ଶିଶୁ ଓ ବୟଷ୍କ ଲୋକଙ୍କଠାରେ ଏହି ରୋଗ ନୂଆ ଭାବରେ ଦେଖାଯାଏ <ref>{{cite book|title=Wyllie's treatment of epilepsy : principles and practice.|year=2010|publisher=Wolters Kluwer/Lippincott Williams & Wilkins|location=Philadelphia|isbn=9781582559377|edition=5th|url=http://books.google.com/books?id=mxE2FYWoY0wC&pg=PA291}}</ref>। ମସ୍ତିଷ୍କ ଅପରେଶନ ପରେ ପରେ ଏହି ରୋଗ ହେବା ଦେଖାଯାଏ
ଏହି ରୋଗକୁ ଆୟତ୍ତ କରି ହୁଏ କିନ୍ତୁ ଆରୋଗ୍ୟ କରି ହୁଏ ନାହିଁ । ୩୦ % ରୋଗୀଙ୍କର ସର୍ବୋତ୍ତମ ଚିକିତ୍ସା ସତ୍ତ୍ଵେ ବାତ ନିୟନ୍ତ୍ରଣ କରି ହୁଏ ନାହିଁ । କେତେକ ଅତି କଷ୍ଟସାଧ୍ୟ ରୋଗରେ ଅପରେଶନ ସାହାଯ୍ୟ ନିଆ ଯାଇପାରେ<ref name="Cascino GD 1994 1199–1211">{{cite journal |author=Cascino GD |year=1994 |title=Epilepsy: contemporary perspectives on evaluation and treatment|journal=Mayo Clinic Proc |volume=69 |pages=1199–1211}}</ref><ref name="Engel J Jr 1996 647–652">{{cite journal |author=Engel J Jr |year=1996 |title=Surgery for seizures |journal=NEJM |pages=647–652 |doi=10.1056/NEJM199603073341008 |volume=334 |pmid=8592530 |issue=10}}</ref> । ସମସ୍ତ ଅପସ୍ମାର ରୋଗ ଜୀବନବ୍ୟାପୀ ନୁହେଁ । ଶୈଶବ ଅବସ୍ଥାରେ କେତେକ ନିର୍ଦ୍ଦିଷ୍ଟ ସମୟରେ ଏହି ରୋଗ ଦେଖାଯାଏ । ଏହି ରୋଗକୁ ଗୋଟିଏ ରୋଗ ହିସାବରେ ବିବେଚନା ନ କରି ମସ୍ତିଷ୍କର ବୈଦୁତିକ ବ୍ୟତିକ୍ରମ ସହ ଅନେକ ଲକ୍ଷଣ ସମାହାର ବୋଲି ବିବେଚନା କରିବା ଆବଶ୍ୟକ ।
"https://or.wikipedia.org/wiki/ଅପସ୍ମାର"ରୁ ଅଣାଯାଇଅଛି