"ଏଚଆଇଭି/ଏଡସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଦ୍ୟତନ କରାଗଲା
୨୭ କ ଧାଡ଼ି:
 
<!-- ସମାଜ ଓ ସଂସ୍କୃତି -->
ଏଚଆଇଭି/ଏଡ୍‌ସ୍‌ର ସମାଜ ଉପରେ ରୋଗ ହିସାବରେ ଓ ବାଛ ବିଚାର ମୂଳକ ପ୍ରଭାବ ଅଛି ।<ref name="UNAIDS2006Ch4">{{cite book |publisher=[[Joint United Nations Programme on HIV/AIDS|UNAIDS]] |year=2006 |title=2006 Report on the global AIDS epidemic |chapter=The impact of AIDS on people and societies |chapterurl=http://data.unaids.org/pub/GlobalReport/2006/2006_GR_CH04_en.pdf |accessdate=June 14, 2006 |chapter-format=PDF |isbn=92-9173-479-9}}</ref> ଏହାର ମଧ୍ୟ ବିରାଟ ଅର୍ଥନୈତିକ ସଂଘାତ ଅଛି ।<ref name="UNAIDS2006Ch4"/> ଏହା ସାଧାରଣ ସ୍ପର୍ଶଦ୍ୱାରା ସଞ୍ଚାରିତ ହେବାର ମିଥ୍ୟା ଧାରଣା ଲୋକଙ୍କ ମନରେ ଥାଏ ।<ref>{{cite web|title=Myth Busters|url=http://austintexas.gov/page/myth-busters|accessdate=14 February 2016}}</ref> ଏହାର ଅନେକ ଧାର୍ମିକ ବିବାଦ ମଧ୍ୟ ଅଛି ଯାହା ମଧରେ [[କ୍ୟାଥୋଲିକ ଚର୍ଚ୍ଚ]] [[କଣ୍ଡୋମ]] ବ୍ୟବ‌ହାର ବିପକ୍ଷରେ ମତ ଦେଇଥିଲା ।<ref>{{cite web|last1=McCullom|first1=Rob|title=An African Pope Won't Change the Vatican's Views on Condoms and AIDS previousnext An African Pope Won't Change the Vatican's Views on Condoms and AIDS|url=http://www.theatlantic.com/sexes/archive/2013/02/an-african-pope-wont-change-the-vaticans-views-on-condoms-and-aids/273535/|website=The Atlantic|accessdate=14 February 2016|date=26 Feb 2013}}</ref> ଏହା ଆନ୍ତର୍ଜାତୀୟ ଡାକ୍ତରୀ ଓ ରାଜନୈତିକ ଧ୍ୟାନ ଆକର୍ଷଣ କରିଥିଲା ଓ ସନ ୧୯୮୦ ପରଠାରୁ ଏହା ନିମନ୍ତେ ବିଶାଳ ଧରଣର ଧନ ଜମା କରାଯାଇଥିଲା ।<ref name="isbn1-59797-294-0">{{cite book |author=Harden, Victoria Angela |title=AIDS at 30: A History |publisher=Potomac Books Inc |location= |year=2012 |pages=324 |isbn=1-59797-294-0 |oclc= |doi= |accessdate=}}</ref>
 
 
 
== ଆଧାର ==