"ବୃତ୍ତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"କ୍ଔଣସି ନିର୍ଦ୍ଦିଷ୍ଟ ବିନ୍ଦୁରୁ ସମାନ ଦୂରତାରେ ଅବ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
କ୍ଔଣସିକୌଣସି ନିର୍ଦ୍ଦିଷ୍ଟ ବିନ୍ଦୁରୁ ସମାନ ଦୂରତାରେ ଅବସ୍ଥିତ ବିନ୍ଦୁମାନଙ୍କର ସମାହାର ହେଉଛି ଏକ ବୃତ୍ତ।ବୃତ୍ତ । ଏହି ନିର୍ଦ୍ଦିଷ୍ଟ ବିନ୍ଦୁକୁ ବୃତ୍ତର କେନ୍ଦ୍ରବିନ୍ଦୁ କୁହାଯାଏ।କୁହାଯାଏ । ବୃତ୍ତ ଏକ ସମତଳରେ ଅବସ୍ଥାନ କରେ ବା ଏହା ଏକ ଦ୍ଵିବିମୀୟ ଜ୍ୟାମିତିକ ଆକୃତି ଅଟେ।ଅଟେ ।
[[ଫାଇଲ:Konark Wheel cropped.jpg|thumbnail|ଡାହାଣ|କୋଣାର୍କ ଚକ]]
==ଜାଣିବା କଥା==
*ପରିଧି- ବୃତ୍ତର ପରିସୀମା ବା ଗୋଲ ଆକାରର ଦୈର୍ଘ୍ୟ।ଦୈର୍ଘ୍ୟ ।
*ଜ୍ୟା- ପରିଧିର କ୍ଔଣସିକୌଣସି ଦୁଇଟି ବିନ୍ଦୁକୁ ଯୋଗ କରୁଥିବା ରେଖା।ରେଖା ।
*ବ୍ୟାସ- ଜ୍ୟା ଯଦି କେନ୍ଦ୍ରବିନ୍ଦୁ ମଧ୍ୟ ଦେଇ ଯାଇଥାଏ ତେବେ ତାହାକୁ ବ୍ୟାସ କୁହାଯାଏ ଓ 'd' ଦ୍ଵାରା ସୂଚିତ କରାଯାଏ।
*ବ୍ୟାସାର୍ଦ୍ଧ(r)- ବ୍ୟାସର ଅର୍ଦ୍ଧେକ ବା କେନ୍ଦ୍ରବିନ୍ଦୁରୁ ପରିଧିକୁ ସଂଯୋଗ କରୁଥିବା କ୍ଔଣସି ରେଖାକୁ ବ୍ୟାସାର୍ଦ୍ଧ କୁହାଯାଏ।କୁହାଯାଏ । ଯେହେତୁ ସମସ୍ତ ବୃତ୍ତ ସଦୃଶ ଅଟନ୍ତି, ବୃତ୍ତର ବ୍ୟାସାର୍ଦ୍ଧ ବା ବ୍ୟାସ ଏହାର ପରିଚୟ ରୂପେ କାମ କରନ୍ତି।
*ସ୍ପର୍ଷକ- ଯଦି ଏକ ବହିର୍ଦ୍ଦେଶୀୟ ସରଳରେଖା ବୃତ୍ତର ପରିଧିକୁ ମାତ୍ର ଗୋଟିଏ ବିନ୍ଦୁରେ ସ୍ପର୍ଷ କରିଥାଏ, ତାହାକୁ ବୃତ୍ତର ସ୍ପର୍ଷକ କୁହାଯାଏ।କୁହାଯାଏ । ସ୍ପର୍ଷକ ସେହି ବିନ୍ଦୁରେ ଗଠିତ ବ୍ୟାସ ବା ବ୍ୟାସାର୍ଦ୍ଧ ପ୍ରତି ଲମ୍ବ ହୁଏ।ହୁଏ ।
*ପାଇ(π)- ବୃତ୍ତର ପରିଧି ଓ ବ୍ୟାସର ଅନୁପାତ।ଅନୁପାତ । ଏହା ଏକ ଉଲ୍ଲେଖନୀୟ ଗାଣିତିକ ସଂଖ୍ୟା ଅଟେ ଓ ଗ୍ରୀକ୍ ଅକ୍ଷର π ଦ୍ଵାରା ସୂଚିତ ହୁଏ।ହୁଏ । ଏହାର ମୂଲ୍ୟ ସାଧାରଣତଃ ଭଗ୍ନାଂଶରେ {{math|୨୨/୭}} ଓ ଦଶମିକରେ ୩.୧୪ ଧରାଯାଏ। ବ୍ୟାସାର୍ଦ୍ଧର ବର୍ଗ ସହିତ ପାଇକୁ ଗୁଣିଲେ ବୃତ୍ତର କ୍ଷେତ୍ରଫଳ ମିଳେ।
==ସାଧାରଣ ବ୍ୟବହାରରେ ବୃତ୍ତ==
*ସୂର୍ଯ୍ୟ, ଜହ୍ନ (ପୂର୍ଣିମା), ଗ୍ରହ, ତାରା ଆଦି ମହାକାଶୀୟ ପିଣ୍ଡ ମାନଙ୍କର ଆକୃତି ଆମକୁ ବୃତ୍ତାକାର ଦେଖାଯାଏ।ଦେଖାଯାଏ ।
*ମଣିଷର ଏକ ଉଲ୍ଲେଖନୀୟ ସୃଷ୍ଟି ଚକ ବୃତ୍ତାକାର ଅଟେ।ଅଟେ । (କୋଣାର୍କ ଚକ ଦେଖନ୍ତୁ)।
*ସମୟର ଗତିକୁ ବୃତ୍ତାକାର ଗତି ସହିତ ତୁଳନା କରାଯାଏ।କରାଯାଏ ।
*ଅନେକ ଫୁଲମାନଙ୍କର ବାହ୍ୟ ଆକୃତି ବୃତ୍ତାକାର।
"https://or.wikipedia.org/wiki/ବୃତ୍ତ"ରୁ ଅଣାଯାଇଅଛି