"ମହିଳାଙ୍କ ଆତ୍ମରକ୍ଷା ଲାଗି ମୋବାଇଲ ଆପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେNo edit summary
୨ କ ଧାଡ଼ି:
==ଦିଲ୍ଲୀରେ ପ୍ରଚଳିତ ଆପ- ହିମ୍ମତ ==
 
‘ହିମ୍ମତ’ [[ଦିଲ୍ଲୀ]] ପୋଲିସଙ୍କ ଦ୍ବାରା ଏକ ମୋବାଇଲ ଆପ୍ଲିକେସନ ଯାହା ମହିଳାମାନଙ୍କୁ ସେମାନଙ୍କ ଜରୁରୀ ପରିସ୍ଥିତି ସମୟରେ ପୋଲିସ ନିୟନ୍ତ୍ରଣ କକ୍ଷ ଏବଂ ତାଙ୍କର ସମ୍ପର୍କୀୟଙ୍କୁ ସୂଚିତ କରିଥାଏ । ଏହା ଦିଲ୍ଲୀଠାରେ ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ଦ୍ବାରା ୨୦୧୫ ଜାନୁଆରୀ ୧ ତାରିଖରେ ଉନ୍ମୋଚନ ହୋଇଯାଇଛି ।ଏହି ଆପ ସାଧାରଣତଃ କର୍ମଜୀବୀ ମହିଳାମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯେଉଁମାନଙ୍କର ସ୍ମାର୍ଟଫୋନ ଅଛି ଏବଂ ବିଳମ୍ବିତ ରାତ୍ରୀରେ ପ୍ରାୟ ଏକାକୀ ଯାତ୍ରାକରନ୍ତି ।<ref>http://www.ndtv.com/delhi-news/mobile-app-himmat-for-womens-safety-launched-in-delhi-721221</ref>
 
ଏହି ଆପକୁ ଡାଉନଲୋଡ କରିବା ପରେ ଜଣେ ନୂଆ ବ୍ୟବାହାରକାରୀଙ୍କୁ ଦିଲ୍ଲୀ ପୋଲିସ ଵେବସାଇଟରେ ସେମାନଙ୍କ ନାମ, ମୋବାଇଲ, ନମ୍ବର, ଏବଂ ଅନୁନ୍ୟ ଦୁଇ ଜଣ ସମ୍ପର୍କୀୟ/ସାଙ୍ଗଙ୍କ ବିବରଣୀ ସହ ପଂଜୀକୃତ ହେବାକୁ ପଡ଼ିଥାଏ ।