"ଟ୍ରାଇମେଥୋପ୍ରିମ/ସଲଫାମେଥୋକ୍‌ସାଜୋଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୪୫ କ ଧାଡ଼ି:
<!-- ପାର୍ଶ୍ୱ ପ୍ରତିକ୍ରିୟା -->
[[ଅଇ]], [[ବାନ୍ତି]], ରାସ, ଓ [[ତରଳ ଝାଡ଼ା]] ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ହୁଏ ।<!-- <ref name=AHFS2015/> -->ସାଙ୍ଘାତିକ [[ଆଲର୍ଜି]] ଓ [[କ୍ଲସ୍ଟ୍ରିଡିଅମ ଡିଫିସିଲ ତରଳ ଝାଡ଼ା]] ବେଳେ ବେଳେ ହୁଏ ।<!-- <ref name=AHFS2015/> --> [[ଗର୍ଭାବସ୍ଥା]] ଶେଷ ଭାଗରେ ଏହା ନ ଦେବାକୁ ନିର୍ଦ୍ଦେଶ ଦିଆଯାଏ ।<ref name=AHFS2015/> ଶିଶୁ ସୁସ୍ଥ ଥିଲେ [ସ୍ତନ୍ୟପାନ]] କରାଯାଇପାରେ । <ref>{{cite web|title=Sulfamethoxazole / trimethoprim Pregnancy and Breastfeeding Warnings|url=http://www.drugs.com/pregnancy/sulfamethoxazole-trimethoprim.html|accessdate=31 August 2015}}</ref> ଏହି ଔଷଧ ଯୋଗୁ ଜୀବାଣୁ ମୃତ୍ୟୁ ହୁଏ । <!-- <ref name=AHFS2015/> --> ଏହା [[ଆଣ୍ଟିଫୋଲେଟ]] କାମ କରେ ।<ref name=AHFS2015/>
 
<!-- ସମାଜ ଓ ସଂସ୍କୃତି -->
ସନ ୧୯୭୪ରେ ପ୍ରଥମେ ଏହି ଔଷଧ ବିକ୍ରି ଆରମ୍ଭ ହେଲା ।<ref>{{cite book|title=Oxford Handbook of Infectious Diseases and Microbiology|date=2009|publisher=OUP Oxford|isbn=9780191039621|page=56|url=https://books.google.ca/books?id=5W-WBQAAQBAJ&pg=PT56}}</ref> ଏହାର ନାମ [[ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠା]]ରେ ଅଛି ଯାହା ମୌଳିକ [[ସ୍ୱାସ୍ଥ୍ୟ ସିସ୍ଟମ]] ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।<ref>{{cite web|title=WHO Model List of Essential Medicines|format=PDF|url=http://apps.who.int/iris/bitstream/10665/93142/1/EML_18_eng.pdf?ua=1|work=World Health Organization|accessdate=22 April 2014|date=October 2013}}</ref> ଏହା [[ଜେନେରିକ ଔଷଧ]] ନାମରେ ଉପଲବ୍‌ଧ ହୁଏ ଓ ଦାମିକା ନୁହେଁ ।<ref name=Ric2015>{{cite book|last1=Hamilton|first1=Richart|title=Tarascon Pocket Pharmacopoeia 2015 Deluxe Lab-Coat Edition|date=2015|publisher=Jones & Bartlett Learning|isbn=9781284057560|page=105}}</ref> ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଟିକାର ମୂଲ୍ୟ ଡୋଜ ପିଛା ୦.୪୦ ଡଲାର ।<ref name=AHFS2015/>
 
== ଆଧାର ==