"ଏଚଆଇବି ଟିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୪୩ କ ଧାଡ଼ି:
 
<!-- ସମାଜ ଓ ସଂସ୍କୃତି -->
ପ୍ରାଥମିକ ଏଚଆଇବି ଟିକା ସନ ୧୯୭୭ରେ ପ୍ରସ୍ତୁତ ହୋଇଥିଲା ଓ ପରେ ସନ ୧୯୯୦ରେ ଏହାକୁ ବଦଳେଇ ଅଧିକ ପ୍ରଭାବୀ ଟିକା ତିଆରି କରାଗଲା । <!-- <ref name=WHO2013/> --> ସନ ୨୦୧୩ରେ ଏହାକୁ ୧୮୪ ଦେଶରେ ରୁଟିନ ହିସାବରେ ଦିଆଯାଇଥିଲା ।<ref name=WHO2013/> ଏହାର ନାମ [[ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠା]]ରେ ଅଛି ଯାହା ମୌଳିକ [[ସ୍ୱାସ୍ଥ୍ୟ ସିସ୍ଟମ]] ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।<ref>{{cite web|title=WHO Model List of EssentialMedicines|url=http://apps.who.int/iris/bitstream/10665/93142/1/EML_18_eng.pdf?ua=1|work=World Health Organization|accessdate=22 April 2014|date=October 2013}}</ref> ଗୋଟିଏ ଏଚଆଇବି ମିଶ୍ରିତ ପେଣ୍ଟାଭାଲେଣ୍ଟ ଟିକାର ହୋଲସେଲ ମୂଲ୍ୟ ସନ ୨୦୧୪ରେ ୧୫.୪୦ ଆମେରିକୀୟ ଡଲାର ଥିଲା ।<ref>{{cite web|title=Vaccine, Pentavalent|url=http://erc.msh.org/dmpguide/resultsdetail.cfm?language=english&code=PENVX&s_year=2014&year=2014&str=&desc=Vaccine%2C%20Pentavalent&pack=new&frm=VIAL&rte=INJ&class_code2=19%2E3%2E&supplement=&class_name=%2819%2E3%2E%29Vaccines%3Cbr%3E|website=International Drug Price Indicator Guide|accessdate=7 December 2015}}</ref> ଆମେରିକାରେ ଡୋଜ ପିଛା ଏହାର ମୂଲ୍ୟ ୨୫ ରୁ ୫୦ ଡଲାର ।<ref name=Ric2015>{{cite book|last1=Hamilton|first1=Richart|title=Tarascon Pocket Pharmacopoeia 2015 Deluxe Lab-Coat Edition|date=2015|publisher=Jones & Bartlett Learning|isbn=9781284057560|page=313}}</ref>
 
 
== ଆଧାର ==