"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୭୧ କ ଧାଡ଼ି:
** [[ପାରୋକ୍ସିସମାଲ ନୋକ୍ଚରନାଲ ହେମୋଗ୍ଲୋବିନୁରିଆ]]<ref name=Robbins12-1/><br />
 
* ବାହ୍ୟ (ରକ୍ତ କଣିକା ବାହାରେ) ସମସ୍ୟସମସ୍ୟା
**[[ଆଣ୍ଟିବଡି]]-ମାଧ୍ୟମ
*** [[ଉଷୁମ ଅଟୋଇମ୍ମ୍ୟୁନ ହେମୋଲାଇଟିକ ଆନିମିଆ]]: ଲୋହିତ କଣିକା ପ୍ରତି ଅଟୋଇମ୍ମ୍ୟୁନ ଆକ୍ରମଣ ମୂଖ୍ୟତଃ ଆଇଜିଜି । ଅଟୋଇମ୍ମ୍ୟୁନ ହେମୋଲାଇଟିକ ରୋଗ ମଧ୍ୟରେ ଏହା ସବୁଠାରୁ ସାଧାରଣ ରୋଗ ।<ref name="isbn0-7216-0187-1">{{cite book |author=Cotran, Ramzi S.; Kumar, Vinay; Fausto, Nelson; Nelso Fausto; Robbins, Stanley L.; Abbas, Abul K. |title=Robbins and Cotran pathologic basis of disease |publisher=Elsevier Saunders |location=St. Louis, Mo |year=2005 |page=637 |isbn=0-7216-0187-1 |oclc= |doi= |accessdate=}}</ref> ଏହା [[ଅଜ୍ଞାତ‌କାରଣ]] ବଶତଃ, ଔଷଧ ଯୋଗୁ, [[ସିସ୍ଟମିକ ଲୁପସ ଏରିଥେମାଟୋସସ]], ମ୍ୟାଲିଗନାଣ୍ଟ ରୋଗ ଯେପରିକି [[କ୍ରନିକ ଲୋମ୍ଫୋସାଇଟିକ ଲିଉକେମିଆ]] ଯୋଗୁ ହୁଏ ।<ref name=Jenkins/><ref name=Jenkins>[http://www.trcc.org/blood/10b_autoimmune.pdf AUTOIMMUNE HEMOLYTIC ANEMIA (AIHA)] By J.L. Jenkins. The Regional Cancer Center. 2001 {{wayback|url=http://www.trcc.org/blood/10b_autoimmune.pdf |date=20091007084816 }}</ref>
୮୨ କ ଧାଡ଼ି:
*** [[ହୃତ୍‌ପିଣ୍ଡ ଅପରେଶନ]]
*** [[ହେମୋଡାଏଲିସିସ୍]]
 
===ରକ୍ତ କ୍ଷୟ===
* [[ଅଣବିକଶିତ ଆନିମିଆ]]- ଅଭାବୀ ଲୋହିତ ରକ୍ତ କଣିକା ତିଆରି ସ‌ହିତ ପରୀକ୍ଷାଗାରରେ ବାରମ୍ବାର ରକ୍ତ ସଂଗ୍ରହ ।
*[[ଶାରୀରିକ ଆଘାତ|ଆଘାତ]]<ref name=Robbins12-1/> ବା [[ଅପରେଶନ]], ଯାହାଦ୍ୱାରା ଆକ୍ୟୁଟ ରକ୍ତ କ୍ଷୟ ହୁଏ ।
*ପାକସ୍ଥଳୀ ଅନ୍ତନଳୀ ରୋଗଦ୍ୱାରା<ref name=Robbins12-1/> ହେଉଥିବା ଆକ୍ୟୁଟ ରକ୍ତ କ୍ଷୟ ଯଥା:- ଭାରିସିଆଲ ରୋଗ, [[ପେପଟିକ ଅଲସର]] ବା କ୍ରନିକ ରକ୍ତ କ୍ଷୟ ଯଥା:- [[ଆଞ୍ଜିଓଡିସପ୍ଲାସିଆ]])
*ମହିଳା ରୋଗ ଜନିତ କ୍ଷୟ,<ref name=Robbins12-1/> ସାଧାରଣ କ୍ରନିକ ରକ୍ତକ୍ଷୟ ।
*[[ଋତୁସ୍ରାବ]], ଅଳ୍ପବୟସ୍କା ଯୁବତୀମାନଙ୍କର ଓ ବୟସାଧିକ୍ୟ ମହିଳାଙ୍କର [[ଫାଇବ୍ରଏଡ଼]] ଯୋଗୁ ହୁଏ ।
*ରକ୍ତଶୋଷୀ ଅନ୍ତନଳୀ [[ନେମାଟୋଡ]] feeding on blood,ଯେପରିକି [[ଅଙ୍କୁଶକୃମି]]s<ref>{{cite journal|author1=Brooker S|author2=Hotez PJ|author3=Bundy DA|journal=PLoS Neglected Tropical Diseases|year=2008|volume=2|issue=9|pages=e291|title=Hookworm-related anaemia among pregnant women: a systematic review|doi=10.1371/journal.pntd.0000291|pmid=18820740|pmc=2553481}}</ref> ଓ ହୁଇପ‌ୱର୍ମ ''[[ଟ୍ରାଇଚୁରିସ ଟ୍ରାଇଚୁରା]]''.<ref>{{cite journal|author1=Gyorkos TW|author2=Gilbert NL|author3=Larocque R|author4=Casapía M|journal=Tropical Medicine & International Health|year=2011|volume=16|issue=4|pages=531&ndash;7|title=Trichuris and hookworm infections associated with anaemia during pregnancy|doi=10.1111/j.1365-3156.2011.02727.x}}</ref>
 
===ଅତ୍ୟଧିକ ତରଳ ପଦାର୍ଥ ଭାର===
ଅତ୍ୟଧିକ ତରଳ ପଦାର୍ଥ ଭାର ବା ([[ହାଇପରଭଲ୍ୟୁମିଆ]]) ହେବାଦ୍ୱାରା ହେମୋଗ୍ଲୋବିନ ଗାଢ଼ପଣ କମିଯାଇ ଆପେକ୍ଷିକ ଆନିମିଆ ହୁଏ ।
*[[ହାଇପରଭଲ୍ୟୁମିଆ]]ର ସାଧାରଣ କାରଣ ମଧ୍ୟରେ ଅତ୍ୟଧିକ ସୋଡ଼ିୟମ ଓ ତରଳ ପଦାର୍ଥ ଦେହକୁ ଗଲେ, ସୋଡ଼ିୟମ ତ‌ଥା ଜଳ ଅବଧାରଣ ଓ ତରଳ ପଦାର୍ଥ ରକ୍ତନଳୀ ଭିତରକୁ ପ୍ରବେଶ ।<ref name=Hagerstwon>Page 62 (Fluid imbalances) in: {{cite book|author= |title=Portable Fluids and Electrolytes (Portable Series) |publisher=Lippincott Williams & Wilkins|location=Hagerstwon, MD |year=2007 |pages= |isbn=1-58255-678-4 |oclc= |doi= |accessdate=}}</ref>
* ଗର୍ଭାବସ୍ଥା ଆନିମିଆ: ଅତ୍ୟଧିକ ରକ୍ତ ପରିମାଣ ହେତୁ ।
 
==ରୋଗ ନିର୍ଣ୍ଣୟ==
[[File:Iron deficiency anemia.jpg|thumb|Peripheral blood smear microscopy of a patient with [[ଲୌହ ଅଭାବ ଆନିମିଆ]]]]
 
== ଆଧାର ==