"ଢଗ ଢମାଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୨୩ କ ଧାଡ଼ି:
* '''ଆଳୁ ଖୋଳୁ ଖୋଳୁ ମହାଦେବ''' -
* '''ଆଲୋ ସଖୀ ଆପଣା ମହତ ଆପେ ରଖି''' -
* '''ଆଲୋ ମୁତୁରୀ ଶୋଇବା, ତୁ ତୋ ମୁତୁରୀ ମୁ ତ ମୁତୁରୀ, ହେଁସ କାହିଁ ପାଇଁ ଧୋଇବା''' -
* '''ଏଇ କଥାକୁ ନାଆ ପେଲିଦେଲି କଲିକତାକୁ''' -
* '''ଏ ଘର ମାଉସୀ ସେ ଘର ପୀଉସୀ''' -
Line ୫୬ ⟶ ୫୭:
* '''ଚକେ ଗଲେ ବାରହାତ''' -
* '''ଚାଲୁଣୀ କହୁଚି ଛୁଞ୍ଚିକୁ''' -
* '''ଚୋର ମନ ଗଣ୍ଠିରେ''' -
* '''ଚିହ୍ନା ବ୍ରାହ୍ମଣର ପଇତା ଲୋଡା ନାହିଁ''' -
* '''ଚେଇଁ ଶୋଇଥିବ ଯିଏ, ତାକୁ ଉଠେଇବ କିଏ''' - ଜାଣିଶୁଣି ନ ଜାଣିଲା ପରି ବ୍ୟବହାର କରିବା
* '''ଚାଲି ନ ଜାଣି ବାଟର ଦୋଷ''' -କାମ ନ ଜାଣି ଅନ୍ୟକୁ ଦୋଷ ଦେବା ।
* '''ଝିମିଟି ଖେଳରୁ ମହାଭାରତ''' -
* '''ଝିଣ୍ଟିକା ମାରି ବଣି ପୋଷିବା''' -
 
==ଟ, ଠ, ଡ, ଢ, ଣ ==
Line ୭୩ ⟶ ୭୭:
* '''ନାହିଁ ମାମୁଁଠାରୁ କଣାମାମୁଁ ଭଲ''' -
* '''ନ ଦେଖିଲା ଓଉ ଛଅ ଫଡା''' -
* '''ନାନା ମୁନୀଙ୍କ ନାନା ମତ''' -
* '''ନଇଁ ନ ଦେଖି ଲଂଗଳା''' -
* '''ନିଆଁ ନ ଥାଇ ଧୁଆଁ ନାହିଁ''' -
* '''ନେଇ ଆଣି ଥୋଇ ଜାଣିଲେ ଚୋରି ବିଦ୍ୟା ସାର''' -
 
Line ୧୦୧ ⟶ ୧୦୭:
* '''ସ୍ଵର୍ଗକୁ ନିଶୁଣୀ ନାହିଁ କି ବଡ ଲୋକଙ୍କୁ ଉତ୍ତର ନାହିଁ''' -
* '''ଶୋଇଲା ପୁଅର ଭାଗ ନାହିଁ''' -
* '''ଶସ୍ତାରେ ହିନସ୍ତା''' -
* '''ଶଫରୀ ଫରଫରାୟତେ''' -
* '''ସମୁଦ୍ରକୁ ଶଙ୍ଖେ ପାଣି''' - ଅତ୍ୟଧିକ ଆବଶ୍ୟକତା ଥିବାସ୍ଥଳେ, ବହୁତ କମ୍‌ ଯୋଗାଇବା ।
* '''ସାରୁ ଭିତରେ ମାରୁ''' -
 
 
== ଆଧାର ==
"https://or.wikipedia.org/wiki/ଢଗ_ଢମାଳି"ରୁ ଅଣାଯାଇଅଛି