"ଖାଇବା ବେମାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୯ କ ଧାଡ଼ି:
 
<!-- ରୋଗାନୁଶୀଳନ -->
ବିକଶିତ ଦେଶରେ ପ୍ରତିବର୍ଷ ୧.୬% ମହିଳାଙ୍କୁ ଓ 0.୮% ପୁରୁଷଙ୍କୁ ବିଙ୍ଗେ ଖାଇବା ବେମାରୀ ହୁଏ । <!-- <ref name=DSM5/> --> ଆନୋରେକସିଆ 0.୪% ଓ ବୁଲିମିଆ ୧.୩% ଯୁବତୀଙ୍କୁ ପ୍ରତିବର୍ଷ ଆକ୍ରମଣ କରେ । <ref name=DSM5/> ସାରା ଜୀବନ‌କାଳ ମଧ୍ୟରେ୪ % ମହିଳାଙ୍କର ଆନୋରେକସିଆ, ୨ % ବୁଲିମିଆ ଓ ୨ % ବିଙ୍ଗେ ଖାଇବା ବେମାରୀ ହୁଏ । <ref name=Sm2013>{{cite journal|last1=Smink|first1=FR|last2=van Hoeken|first2=D|last3=Hoek|first3=HW|title=Epidemiology, course, and outcome of eating disorders.|journal=Current opinion in psychiatry|date=November 2013|volume=26|issue=6|pages=543–8|pmid=24060914|doi=10.1097/yco.0b013e328365a24f}}</ref> ମହିଳାଙ୍କୁ ପୁରୁଷଙ୍କ ଅପେକ୍ଷା ୧୦ ଗୁଣ ଅଧିକ ଆନୋରେକସିଆ ଓ ବୁଲିମିଆ ରୋଗ ହୁଏ । <ref name=DSM5/> ଏହି ରୋଗ ପିଲା ବୟସର ଶେଷ ଭାଗରେ ଓ ବୟଃପ୍ରାପ୍ତ ବୟସର ଆରମ୍ଭରେ ଏହି ରୋଗ ହୁଏ । <ref name=NIH2015>{{cite web|title=What are Eating Disorders?|url=http://www.nimh.nih.gov/health/topics/eating-disorders/index.shtml|website=NIMH|accessdate=24 May 2015}}</ref> ଅନ୍ୟ ରୋଗ ହାର ଜଣାଯାଇ ନାହିଁ । <ref name=DSM5/> ଅଣବିକଶିତ ଦେଶମାନଙ୍କରେ ଖାଇବା ବେମାରୀ କମ ହୁଏ । <ref>{{cite journal|last1=Pike|first1=KM|last2=Hoek|first2=HW|last3=Dunne|first3=PE|title=Cultural trends and eating disorders.|journal=Current opinion in psychiatry|date=November 2014|volume=27|issue=6|pages=436–42|pmid=25211499|doi=10.1097/yco.0000000000000100}}</ref>
 
 
== ଆଧାର ==