"କାଞ୍ଚି ଅଭିଯାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୦ କ ଧାଡ଼ି:
ପୁରୁଷୋତ୍ତମ ଦେବଙ୍କ ଦୁଃଖ ସହିତ ଶ୍ରୀଜଗନ୍ନାଥଙ୍କର କାର୍ଯ୍ୟହୀନ କହି ସ୍ୱୟଂ ଜଗୋଥଙ୍କର ଅବମାନନା କରିଥିବାରୁ ତାହାର ପ୍ରତିକାର ବିଧାନ ନିମନ୍ତେ ଯୁଦ୍ଧକୁ ଯିବା ପାଇଁ ଶ୍ରୀଜଗନ୍ନାଥ ମହାପ୍ରଭୁ ସିଦ୍ଧ ବାସେଳୀଙ୍କୁ ସ୍ମରଣ କଲେ । ମା' କରୁଣାମୟୀ ସିଦ୍ଧବାସେଳୀ କଳା ଓ ଧଳା ଘୋଡା ରୂପେ ଆସି ତାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ଶ୍ରୀଜଗନ୍ନାଥ ଓ ବଳଭଦ୍ର ଦୁଇଭାଇ ସୈନିକ ରୂ ପରେ ଦୁଇ ଘୋଡାରେ ବସି ଆଗରେ କାଞ୍ଚି ଯୁଦ୍ଧକ୍ଷେତ୍ର ଆଡକୁ ଅଗ୍ରସର ହେଲେ । ଯୁଦ୍ଧ ଶେଷରେ ରାଜା ପୁରୁଷୋତ୍ତମ କାଞ୍ଚି ଯୁଦ୍ଧରେ କାଞ୍ଚିରାଜାଙ୍କୁ ପରାସ୍ତ କରି ତାଙ୍କର ସୁନ୍ଦରୀ କନ୍ୟା ପଦ୍ମାଦେବୀଙ୍କ ସହିତ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ସିଦ୍ଧ ବାସେଳୀଙ୍କୁ ବର ଦେଲେ ତୁମେ ଦୁହେଁ କୈବର୍ତ୍ତଙ୍କର ଈଷ୍ଟଦେବୀ ରୂପେ ପୂଜା ପାଇ ଖ୍ୟାତ ହେବ । ପୁରୀ ସହରରେ ବାସେଳୀ ସାହି ବା ଘୋଡାବାସେଳୀ ସାହି ନାମରେ ଏକ ସାହି ରହିଛି । ଏଠାରେ କୈବର୍ତ୍ତଙ୍କର ଈଷ୍ଟଦେବୀ ରୂପେ ଘୋଡା ବାସେଳୀ ଅଦ୍ୟାବଧି ପୂଜିତ ହେଉଅଛନ୍ତି । ସେଥି ପାଇଁ ଘୋଡାନାଚର ଗୀତରେ ଗୋଟିଏ ପଦ ଅଛି ।
 
<center><poem>
"ମାଆବାସେଳୀ କି ସିଦ୍ଧବାସେଳୀ ମାଆ
ଫୁଲ ଚନ୍ଦନରେ ବାଉଁଶବତା