"ନିମ୍ନ ରକ୍ତ ଶର୍କରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୨୦ କ ଧାଡ଼ି:
 
<!-- କାରଣ -->
ନିମ୍ନ ରକ୍ତ ଶର୍କରା ହେବାର ସବୁଠରୁ ସାଧାରଣ କାରଣ ହେଲା ଡାଏବେଟିସ ମେଲିଟସର ଔଷଧ ସେବନ ଯେଉଁମାନଙ୍କର ନାମ [[ଇନସୁଲିନ]], [[ସଲଫୋନିଲୁରିଆ]] ଓ [[ବାଇଗୁଆନାଇଡ]] । <ref>{{cite journal|last1=Yanai|first1=H|last2=Adachi|first2=H|last3=Katsuyama|first3=H|last4=Moriyama|first4=S|last5=Hamasaki|first5=H|last6=Sako|first6=A|title=Causative anti-diabetic drugs and the underlying clinical factors for hypoglycemia in patients with diabetes.|journal=World journal of diabetes|date=15 February 2015|volume=6|issue=1|pages=30–6|pmid=25685276|doi=10.4239/wjd.v6.i1.30}}</ref><ref name=Sch2007>{{cite book|last1=Schrier|first1=Robert W.|title=The internal medicine casebook real patients, real answers|date=2007|publisher=Lippincott Williams & Wilkins|location=Philadelphia|isbn=9780781765299|page=119|edition=3|url=https://books.google.ca/books?id=zbuKcQwh2b0C&pg=PA119}}</ref> ଡାଏବେଟିସ ଥିବା ଲୋକ ଅଳ୍ପ ଆହାର କଲେ, ଅତ୍ୟଧିକ ବ୍ୟାୟାମ କଲେ ଓ ଅଧିକ ଆଲକୋହୋଲ ପାନ କଲେ ଏହି ସଙ୍କଟ ବୃଦ୍ଧି ପାଏ । <ref name=NIH2008/> ଅନ୍ୟାନ୍ୟ କାରଣମାନଙ୍କର ନାମ: [[ବୃକ୍‌କ ଫେଲ]] ମାରିବା, କେତେକ [[ଅର୍ବୁଦ]], [[ଯକୃତ ରୋଗ]], [[ହାଇପୋଥାଇରଏଡିଜମ]], [[ଭୋକିଲା]], [[ଜନ୍ମଗତ ମେଟାବୋଲିଜମ ତୃଟି]], [[ସେପସିସ|ଅତ୍ୟଧିକ ସଂକ୍ରମଣ]], [[ରିଆକଟିଭ ହାଇପୋଗ୍ଲାଇସେମିଆ]] ଓ ଆଲକୋହୋଲ ସ‌ହିତ ଅନେକ ଔଷଧ । <ref name=Sch2007/><ref name=NIH2008/> ସୁସ୍ଥ ଶିଶୁ କିଛି ଘଣ୍ଟା ଧରି ଖାଦ୍ୟ ନ ଖାଇଥିଲେ ନିମ୍ନ ରକ୍ତ ଗ୍ଲୁକୋଜ ହୋଇଯାଏ । <ref name=Perk2008>{{cite book|last1=Perkin|first1=Ronald M.|title=Pediatric hospital medicine : textbook of inpatient management|date=2008|publisher=Wolters Kluwer Health/Lippincott Williams & Wilkins|location=Philadelphia|isbn=9780781770323|page=105|edition=2|url=https://books.google.ca/books?id=sV6-ifUGoMYC&pg=PA105}}</ref>
 
<!-- ରୋଗ ନିର୍ଣ୍ଣୟ -->
ରକ୍ତ ଶର୍କରା ସ୍ତର କେତେ ହେଲେ ହାଇପୋଗ୍ଲାଇସେମିଆ ବା ନିମ୍ନ ରକ୍ତଶର୍କରା କୁହାଯିବ ସେଥିରେ ତାରତମ୍ୟ ଅଛି । ଡାଏବେଟିସ ରୋଗୀର ଗ୍ଲୁକୋଜ ସ୍ତର ୭୦ ମିଗ୍ରା/ଡେ.ଲି.ରୁ କମ ଥିଲେ ନିର୍ଣ୍ଣୟାତ୍ମକ ହାଇପୋଗ୍ଲାଇସେମିଆ ହୁଏ । <ref name=NIH2008/> ଡାଏବେଟିସ ନ ଥିବା ଲୋକର ଲକ୍ଷଣ ଲେଖି, ଲକ୍ଷଣ ଦେଖାଯାଉଥିବା ବେଳେ ରକ୍ତ ଗ୍ଲୁକୋଜ ସ୍ତର ଓ ରକ୍ତ ଗ୍ଲୁକୋଜ ସଠିକ ହେଲେ ଲକ୍ଷଣ ଉନ୍ନତି ଇତ୍ୟାଦି ଥିଲେ ହାଇପୋଗ୍ଲାଇସେମିଆ ନିର୍ଣ୍ଣୟାତ୍ମକ ହୁଏ । <ref name=Cry2009>{{cite journal |author=Cryer PE, Axelrod L, Grossman AB, Heller SR, Montori VM, Seaquist ER, Service FJ |title=Evaluation and management of adult hypoglycemic disorders: an Endocrine Society Clinical Practice Guideline |journal=J. Clin. Endocrinol. Metab. |volume=94 |issue=3 |pages=709–28 |date=March 2009 |pmid=19088155 |doi=10.1210/jc.2008-1410 |url=}}</ref> ଅନ୍ୟଥା ଖାଦ୍ୟ ନ ଖାଇ ବା ବ୍ୟାୟାମ ପରେ ରକ୍ତ ଗ୍ଲୁକୋଜ ସ୍ତର ୫୦ମିଗ୍ରାରୁ କମ ଥିଲେ ନିର୍ଣ୍ଣୟ କରାଯାଏ । <ref name=NIH2008/> ନବଜାତ ଶିଶୁର ୪୦ ମିଗ୍ରାରୁ (୨.୨&nbsp;ମିମୋଲ/ଲି) କମ ଥିଲେ ଓ ଲକ୍ଷଣ ସ‌ହିତ ଥିଲେ ୬୦ ମିଗ୍ରାରୁ (୩.୩&nbsp;ମିମୋଲ/ଲି) କମ ଥିଲେ ହାଇପୋଗ୍ଲାଇସେମିଆ ନିର୍ଣ୍ଣୟ କରାଯାଏ । <ref name=Perk2008/> ରକ୍ତରେ ଇନସୁଲିନ ଓ [[ସି ପେପଟାଇଡ]] ସ୍ତର ଓ ଅନ୍ୟାନ୍ୟ ପରୀକ୍ଷା ଉପକାରୀ ହୋଇପାରେ । <ref name=Sch2007/> [[ହାଇପରଗ୍ଲାଇସେମିଆ]] ଏହାର ଠିକ ବିପରିତ ଅବସ୍ଥା ।
 
<!-- ପ୍ରତିଷେଧ, ଚିକିତ୍ସା ଓ ସମାଜ -->