"ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୪ କ ଧାଡ଼ି:
 
<!-- କାରଣ, ପ୍ରତିଷେଧ ଓ ଚିକିତ୍ସା -->
ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜର କାରଣ ଅଦ୍ୟାବଧି ଅଜ୍ଞାତ । <!-- <ref name=Women2014/> --> ଉଚ୍ଚ ଲୁଣ‌ଯୁକ୍ତ ଖାଦ୍ୟ, [[ଆଲକୋହୋଲ]] ଓ [[କେଫିନ]] ଏହାର ଲକ୍ଷଣ‌ଗୁଡ଼ିକୁ ଆହୁରି ଖରାପ କରାଏ । <!-- <ref name=Women2014/> --> ହରମୋନ ସ୍ତରର ପରିବର୍ତ୍ତନ ଯୋଗୁ ଏହା ହେବା ବିଶ୍ୱାସ କରାଯାଏ । <ref name=Women2014/> ସାମାନ୍ୟ ଲକ୍ଷଣ‌ ଥିଲେ ଲୁଣ ଓ କେଫିନ କମ ଖାଇବାକୁ, [[ମାନସିକ ଚାପ]] କମେଇବାକୁ ଓ ବ୍ୟାୟାମ କରିବାକୁ ଉପଦେଶ ଦିଆଯାଏ । <ref name=Women2014/> [[କ୍ୟାଲସିୟମ]] ଓ ଭିଟାମିନ ପୂରକ ଖାଦ୍ୟ ଉପକାରୀ ହୋଇପାରେ । <ref name=AFP2011/> ଶାରୀରିକ କଷ୍ଟ ହେଉଥିଲେ ଆଣ୍ଟିଇନଫ୍ଲାମେଟରି ଔଷଧ ଯେପରିକି ନାପ୍ରୋକ୍ସେନ ଦେଲେ ଉପକାରି ହୋଇପାରେ । <ref name=Women2014/> ଅଧିକ ଲକ୍ଷଣ ଥିଲେ [[ଜନ୍ମ ନିରୋଧ ବଟିକା]], [[ସ୍ପାରିନୋଲାକ୍ଟିନ]] ଭଳି [[ମୂତ୍ରକାରକ]] ଉପକାରୀ ହୋଇପାରେ । <ref name=Women2014/><ref name=AFP2011/>
 
<!-- ରୋଗାନୁଶୀଳନ -->