"ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପ୍ରାକ୍ ଋତୁସ୍ରାବ ଲକ୍ଷଣପୁଞ୍ଜ ନୂଆ ବିଷୟ ଆରମ୍ଭ କରାଗଲା
 
ଅଧିକ ତ‌ଥ୍ୟ ଦିଆଗଲା
୨୧ କ ଧାଡ଼ି:
 
<!-- ରୋଗନିର୍ଣ୍ଣୟ -->
[[ଡିମ୍ବକ୍ଷରଣ]] ([[ovulation]]) ପୂର୍ବରୁ ସମାନ ଧାରାର ଶାରୀରିକ ଓ ଭାବଗତ ଲକ୍ଷଣମାନ ସାଧାରଣ ଜୀବନ ଯାତ୍ରା ବ୍ୟାହତ କଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । <!-- <ref name=AFP2003/> --> ଭାବଗତ ଲକ୍ଷଣମାନ [[ଋତୁଚକ୍ର]] ଆରମ୍ଭ ବେଳକୁ ନ ଥିବା ଆବଶ୍ୟକ । <ref name=AFP2003>{{cite journal |first1=Lori M. |last1=Dickerson |first2=Pamela J. |last2=Mazyck |first3=Melissa H. |last3=Hunter |title=Premenstrual Syndrome |journal=American Family Physician |pmid=12725453 |url=http://www.aafp.org/afp/20030415/1743.html |year=2003 |volume=67 |issue=8 |pages=1743–52}}</ref> କିଛି ମାସଧରି ଦୈନ‌ନ୍ଦିନ ଲକ୍ଷଣମାନଙ୍କୁ ସୂଚିବଦ୍ଧ କଲେ ରୋଗନିର୍ଣ୍ଣୟରେ ସାହାଯ୍ୟ ହୁଏ । <!-- <ref name=AFP2011/> --> ରୋଗ ନିର୍ଣ୍ଣୟ ପୂର୍ବରୁ ଅନ୍ୟାନ୍ୟ ରୋଗମାନଙ୍କର ଅନୁପସ୍ଥିତି ସିଦ୍ଧ କରିବାକୁ ପଡ଼େ । <ref name=AFP2011/>
 
<!-- କାରଣ, ପ୍ରତିଷେଧ ଓ ଚିକିତ୍ସା -->