"ମିଥୁନ (ରାଶି)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ପୃଷ୍ଠାଟିକୁ ଖାଲି କରିଦେଲେ
ଟିକେ ପୃଷ୍ଠା ତିଆରି
୧ କ ଧାଡ଼ି:
ସୌରଜଗତରେ [[ଗ୍ରହ]] ମାନେ ସୂର୍ଯ୍ୟଙ୍କୁ କେନ୍ଦ୍ରକରି ଏକ କାଳ୍ପନିକ ଅଣ୍ଡାକୃତି ପଥରେ ଘୁରିବୁଲୁଥାନ୍ତି । ହିନ୍ଦୁ ଜ୍ୟୋତିଷରେ ଏହି କାଳ୍ପନିକ ପଥ ବା ରାଶିଚକ୍ରକୁ(୩୬୦ ଡିଗ୍ରୀ) ୧୨ ଭାଗ କରାଯାଇ ପ୍ରତ୍ୟେକ ଭାଗକୁ (୩୦ ଡିଗ୍ରୀ) ଗୋଟୀଏ ଗୋଟିଏ ରାଶିର କଳ୍ପନା କରାଯାଇଛି । ମିଥୁନ ହେଉଛି ତନ୍ମଧ୍ୟରୁ ତୃତୀୟ ରାଶି ।<ref name=Astrojyoti>{{cite web|title=Zodiac|url=http://www.astrojyoti.com/lesson1.htm|accessdate=30 September 2015}}</ref>
 
== ଜ୍ୟୋତିଷୀୟ ପୃଷ୍ଠଭୂମି ==
ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ [[ସୂର୍ଯ୍ୟ]] ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ୧୨ ମାସରେ ପୃଥିବୀର ଚାରିଆଡ଼େ ପ୍ରଦକ୍ଷିଣ କରେ ।<ref name=packolkata>{{cite web|title=Indian Clendars|url=http://www.packolkata.gov.in/INDIAN_CALADAR_PAC.pdf|accessdate=24 September 2015}}</ref> ୩୦ ଡିଗ୍ରୀ ପରିମିତ ଏହି ପ୍ରତ୍ୟେକ କାଳ୍ପନିକ ଅଂଶ ଗୋଟିଏ ଗୋଟିଏ ରାଶି ନାମରେ ନାମିତ( ଅର୍ଥାତ୍ [[ମେଷ (ରାଶି)|ମେଷ]], [[ବୃଷ (ରାଶି)|ବୃଷ]], ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ) ।
 
* ରାଶିଚକ୍ରରେ ମିଥୁନ ରାଶିର ଅବସ୍ଥାନ ୬୧ ଡିଗ୍ରୀରୁ ୯୦ ଡିଗ୍ରୀ ମଧ୍ୟରେ । ହିନ୍ଦୁ ଜ୍ୟୋତିଷ ପ୍ରକାରେ ବୁଧ ଏହାର ଅଧିପତି ଗ୍ରହ ।<ref name=Astrojyoti></ref>
* ହିନ୍ଦୁ ଜ୍ୟୋତିଷରେ ବୃଷ ରାଶିର ଆକୃତି/ସଂକେତ ଏକ ପୁରୁଷ ଓ ସ୍ତ୍ରୀ ପରି ।
* ପ୍ରତ୍ୟେକ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥାନକୁ ଭିତ୍ତିକରି ୧୨ଗୋଟି ମାସ ଗଣନା କରାଯାଇଛି । ଏହିପରିଭାବେ ୧୨ ଟି ରାଶି ନାମରେ ନାମିତ ୧୨ଟି ସୌରମାସ ବା ଏକ ସୌର ବର୍ଷର ପରିମାଣ ୩୬୫ ଦିନ ।<ref name=math>{{cite web|title=Months named after rasis|url=http://www.math.nus.edu.sg/aslaksen/calendar/indian_months.html|accessdate=24 September 2015}}</ref>
* ବୈଦିକ ଜ୍ୟୋତିଷମତେ ମିଥୁନ ରାଶି ରଜଗୁଣୀ, ଦ୍ଵାତ୍ମିକ ରାଶି, ଶୁଦ୍ରଜାତି, ବାୟୁତତ୍ତ୍ଵ ବିଶିଷ୍ଟ ଏକ ବିଷମ ରାଶି ।<ref>Swain, Captain Manasa Ranjan . ''ବୈଦିକ ଜ୍ୟୋତିଷ'', ପୃଷ୍ଠା- ୦୬-୦୭. ପ୍ରକାଶକ-ଜ୍ୟୋତିଷ-ବାସ୍ତୁ ସାଧନା ଆଶ୍ରମ.</ref>
* ହିନ୍ଦୁ ଜ୍ୟୋତିଷରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଯେଉଁ ରାଶିରେ ଅବସ୍ଥାନ କରିଥାନ୍ତି, ତାହା ବ୍ୟକ୍ତିର ଜନ୍ମ ରାଶି ହୁଏ । ମିଥୁନ ରାଶିରେ ଜନ୍ମିତ ବ୍ୟକ୍ତି ମିତଭାଷି, ବୁଦ୍ଧିମାନ କଳ୍ପନାବିଳାସୀ ହୋଇଥାନ୍ତି ।<ref name=findyourfate>{{cite web|title=Misha(Aries)|url=http://www.findyourfate.com/indianastro/rasis-char.htm|accessdate=30 September 2015}}</ref>
 
== ଅଧିକ ତଥ୍ୟ ==
* [https://en.wikipedia.org/wiki/Indian_national_calendar "Indian national calendar"]
== ଆଧାର ==
{{ଆଧାର}}
 
[[ଶ୍ରେଣୀ:ଜ୍ୟୋତିଷୀ]]
[[ଶ୍ରେଣୀ:ଗଣସମ୍ପାଦନା ଅଭିଯାନ ୧୦୦୦୦ରେ ତିଆରି ପ୍ରସଙ୍ଗ]]
 
{{ଅଧାଗଢା}}