"ବରାହୀ ଦେଉଳ, ଚଉରାଶି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୩୪ କ ଧାଡ଼ି:
 
== ଇତିହାସ ==
ସୋମବଂଶୀ ରାଜୁତି କାଳରେ ୧୦ମ ଶତାବ୍ଦୀର ପ୍ରଥମ ଭାଗରେ ମନ୍ଦିରଟି ଦେବୀ ବାରାହୀଙ୍କ ସମ୍ମାନାର୍ଥେ ନିର୍ମିତ । ମନ୍ଦିରଟି ପୂର୍ବ ମୁହାଁ ଏବଂ ଏକ ବିଶେଷ ପଥରରେ (ଲାଲ ପଥର)([[:en:Sandstone]]ନିର୍ମିତ । ମନ୍ଦିରର ନିର୍ମାଣ ପରିସରର କ୍ଷେତ୍ରଫଳ ହେଉଛି 15.84 m x 8.23 m x 8.40 m.<ref name="shreekhetra">[http://www.shreekhetra.com/chaurasi.html The goddess associated with yoganidra of Vishnu on the shreekhetra site]</ref>
 
୨ ଏକର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ଏହି ଶାକ୍ତପୀଠର ଅଧୀଷ୍ଠାତ୍ରୀ ଦେବୀ ହେଉଛନ୍ତି ବାରାହୀ । ସ୍ଥାନୀୟ ଅଞ୍ଚଳରେ ଦେବୀ '''ମତ୍ସ୍ୟ ବାରାହୀ''' ନାମରେ ଖ୍ୟାତ । କପାଳରେ ତୂତୀୟ ନୟନ ସହ ବରାହ ମୁଖାକୃତି ଦେବୀ ଦାହାଣ ହସ୍ତରେ ଏକ ମତ୍ସ୍ୟ ଏବଂ ବାମ ହସ୍ତରେ ଏକ ଥାଳୀ ଧାରଣ କରିଥାନ୍ତି । ଦେବୀ ତାନ୍ତ୍ରୀକ ଉପଚାରରେ ମାଛ ଭୋଗ ସହ ପୂଜିତ ହୁଅନ୍ତି ।<ref name=shreekhetra/>