"ମୋଗଲ ସାମ୍ରାଜ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୪ କ ଧାଡ଼ି:
| ଇସଲାମ୍ ଶାହା ସୂରୀ || ୧୫୦୦ || ୧୫୪୫-୧୫୫୪ || ଜୁନ୍ ୧୫୫୪|| [[ସୂର ସାମ୍ରାଜ୍ୟ]]ର ଦ୍ଵିତୀୟ ଓ ଶେଷ ସମ୍ରାଟ ଭାବେ ପରିଚିତ
|-style="background:silver"
|[[ହୁମାୟୁନ୍]] || ୦୬ ମାର୍ଚ୍ଚ ୧୫୦୮ || ୧୫୫୫-୧୫୫୬ || ଜନୁଆରୀ ୧୫୫୬ || ମୋଗଲ୍ ସାମ୍ରାଜ୍ୟକୁ ପୁନଃସଙ୍ଗଠିତ କରିଥିଲେ ଏବଂ ତାଙ୍କ ମୃତ୍ୟୁ ପରେ ପୁତ୍ର ଆକବର ଉକ୍ତ ସାମ୍ରାଜ୍ୟର ଉତ୍ତରାଧିକାରୀ ହୋଇଥିଲେ ।
|-
|[[ଆକବର]] || ୧୪ ନଭେମ୍ବର ୧୫୪୨ || ୧୫୫୬-୧୬୦୫ || ୨୭ ଅକ୍ଟୋବର ୧୬୦୫ || ମୋଗଲ୍ ସାମ୍ରାଜ୍ୟର ଜଣେ ପ୍ରସିଦ୍ଧ ଓ ଉତ୍କୃଷ୍ଟ ସମ୍ରାଟ ଭାବେ ପରିଚିତ । ୨ୟ ପାନୀପଥ ଯୁଦ୍ଧରେ ହେମୁଙ୍କୁ ପରାସ୍ତ କରି ସେ ଚିତ୍ତୋଗଡ ଓ ରନ୍ଥାମ୍ବୋର୍ ଦୁର୍ଗକୁ ନିଜ ସାମ୍ରାଜ୍ୟ ଅଧିକୃତ କାରିଥିଲେ । ସେ [[ଯୋଧାବାଇ]] ନାମକ ହିନ୍ଦୁ ରାଜପୂତ କନ୍ୟଙ୍କୁ ବିବାହ କରିଥିଲେ ।