"ଅଶ୍ୱିନୀ (ନକ୍ଷତ୍ର)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧୨ କ ଧାଡ଼ି:
* କେତୁ ଏହାର ଅଧିପତି ।<ref name=astrology>{{cite web|title=27 CONSTELLATIONS OR NAKSHATRAS & THEIR LORD PLANETS OR SWAMI GRAHAS IN VEDIC ASTROLOGY OR JYOTISH|url=http://astrologer-astrology.com/constellations_lords_indian_vedic_astrology_jyotish.htm|accessdate=24 September 2015}}</ref>
* ଏକ ଚାନ୍ଦ୍ର ମାସର ପୂର୍ଣ୍ଣିମା ତିଥିରେ [[ଚନ୍ଦ୍ର]] ଯେଉଁ ନକ୍ଷତ୍ର ଦେଇ ଚଳନ କରନ୍ତି, ସେହି ମାସଟି ଉକ୍ତ ନକ୍ଷତ୍ର ନାମରେ ନାମିତ । ଉଦାହରଣ ସ୍ଵରୂପ, ଆଶ୍ଵିନ ମାସରେ ପୂର୍ଣ୍ଣିମା ତିଥିରେ ଚନ୍ଦ୍ର ଅଶ୍ଵିନୀ ନକ୍ଷତ୍ରରେ ଅବସ୍ଥାନ କରିଥାନ୍ତି ।<ref name=Ganeshspeaks></ref>
* ସାଧାରଣତଃ ହିନ୍ଦୁ ପରିବାରରେ ନବଜାତ ଶିଶୁର ଜନ୍ମ ବେଳେ ନିର୍ଦ୍ଦିଷ୍ଟ ନକ୍ଷତ୍ରରେ ଚନ୍ଦ୍ରର ଅବସ୍ଥାନକୁ ନେଇ ନବଜାତକର ନାମକରଣ କରାଯିବାର ପ୍ରଥା ପ୍ରଚଳିତ । ଅଶ୍ଵିନୀ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରୁଥିଲେ, ଚାରିପାଦ କ୍ରମରେ ନବଜାତକର ନାମର ପ୍ରଥମ ଅକ୍ଷର ହେବ-Chu (चू), Che (चे), Cho (चो), La (ला) ।
* ବୈଦିକ ଜ୍ୟୋତିଷରେ ଏହି ନକ୍ଷତ୍ର ଦେବ ଗୁଣ ବା ରଜ ଗୁଣ ସହ ସମ୍ବନ୍ଧିତ ।<ref name=dirah>{{cite web|title=Nakshatras, the lunar zodiac of Vedic Astrology|url=http://www.dirah.nl/nakshatras.htm|accessdate=25 September 2015}}</ref>
* ସାଧାରଣତଃ ବୈଦିକ ଜ୍ୟୋତିଷ ମତେ ହିନ୍ଦୁ ପରିବାରରେ ନବଜାତ ଶିଶୁର ଜନ୍ମ ବେଳେ ନିର୍ଦ୍ଦିଷ୍ଟ ନକ୍ଷତ୍ରରେ ଚନ୍ଦ୍ରର ଅବସ୍ଥାନକୁ ନେଇ ନବଜାତକର ନାମକରଣ କରାଯିବାର ପ୍ରଥା ପ୍ରଚଳିତ । ଅଶ୍ଵିନୀ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରୁଥିଲେ, ଚାରିପାଦ କ୍ରମରେ ନବଜାତକର ନାମର ପ୍ରଥମ ଅକ୍ଷର ନିମ୍ନପ୍ରକାରେ ହେବ-Chu (चू), Che (चे), Cho (चो), La (ला)
 
::ପ୍ରଥମ ପାଦ-Chu (चू),
 
::ଦ୍ଵିତୀୟ ପାଦ-Che (चे),
 
::ତୃତୀୟ ପାଦ- Cho (चो) ଏବଂ
 
::ଚତୁର୍ଥ ପାଦ- La (ला) ।
 
== ଅଧିକ ତଥ୍ୟ ==