"ମଇ ଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
ଓଡିଆ ଉଇକିପିଡିଆ ଓ ରାୟଗଡା ଜିଲ୍ଲା
. ଉଇକିପିଡିଆ ବିଶ୍ୱର ସର୍ବବୃହତ୍ ମୁକ୍ତ ଅନଲାଇନ ଜ୍ଞାନକୋଷ ଯାହାକୁ କୌଣସି ବି ବ୍ୟକ୍ତି ସମ୍ପାଦନା କରିପାରିବେ । ପ୍ରଥମ ଉଇକିପିଡିଆ ଇଂରାଜୀରେ ହୋଇଥଲା, ଯାହାକି ୨୦୦୧ ମସିହା ଜାନୁୟାରୀରେ ଆରମ୍ଭ ହୋଇଥଲା । ଇଂରାଜୀ ଉଇକିପିଡିଆରେ ସବୁଠୁ ବେଶି ଲେଖା ଅଛି । ୨୦୧୫ ମାର୍ଚ୍ଚସେପ୍ଟେମ୍ବର ବେଳକୁ ୪୭୪୯ ଲକ୍ଷରୁ ବେଶି ଲେଖା ଅଲା । "ଓଡିଆ ଉଇକିପିଡିଆ" (ଅଥବା "ଓଡିଆଅନ୍‌ଲାଇନ SFSF2"ଠିକଣାର (http://or.wikipedia.org/), QSFÖGEIG GSA A*SOS 1 2 GGEISS FM SOGS FOED ଏକ ମାଗଣା ଜ୍ଞାନକୋଷ । ଓଡିଆ ଉଇକିପିଡିଆ ପ୍ରକଳ୍ପଟି ୩ ଜୁନ୍ ୨୦୦୨ରେ ଆରମ୍ଭ ହୋଇଥଲା ଓ ୨୦୧୧ ବେଳକୁ ଏଥୁରେଏଥିରେ ୧୦୦୦ଟି ଲେଖା ଅଲା । ଓଡିଆ ଇଉନିକୋଡରେ ଅବା ପଢିବା ଓ ଲେଖୁବାଲେଖିବା ଅସୁବିଧା ଗୁଡିକୁ ସୁଧାରିବା ପରେ ଏବେ ଏହା ବ୍ୟବହାରକାରୀମାନଙ୍କ ପାଇଁ ଭାରି ସହଜ ହୋଇପାରିଛି । ଓଡିଆ ଉଇକିପିଡିଆରେ ଆଗରୁ ସେତେ ବେଶି କାମ ହୋଇନାହିଁ । ତେବେ ଯେହେତୁ ଏହାର ବିକାଶ ଏଇମାତ୍ର ଆରମ୍ଭ ହୋଇଛି, ତେଣୁ ଭଲ ମାନର ଲେଖା ଦେଇ ହିଁ କେବଳ ଏହାକୁ ଉନ୍ନତ ଉଇକିପିଡିଆଙ୍କ ଭିତରେ ଗଣାଯାଇପାରିବା ଓଡିଆ ଉଇକିପିଡିଆରେ ଲେଖାଲେଖଲେଖାଲେଖି କରୁଥବା ବ୍ୟବହାରକାରୀଙ୍କୁ ଉଇକିଆଳି କୁହାଯାଏ । ଓଡିଆ ଉଇକିପିଡିଆକୁ ସମୃଦ୍ଧ କରିବାରେ ଓଡିଆ ଭାଷାର କେତେଜଣ ପ୍ରମୁଖ ଉଇକିଆଳି ହେଲେ, ଶୁଭାସିସ ପାଣିଗ୍ରାହୀ (ପ୍ରୋଗ୍ରାମ ଅଫିସର, ଆଢ଼େସ୍ଆକ୍‌ସେସ୍‌ ଟୁ ନଲେଜ୍, ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟି), ଆଦିତ୍ୟ ମାହାର, ମୃତ୍ୟୁଞ୍ଜୟ କର, ନସିମ୍ ଅଲ୍ଲୀ, କୃପାସିନ୍ଧୁ ମୁଦୁଲି, ଶୈଳେଶ ପଟ୍ଟନାୟକ, ନିଷ୍ଠାରଞ୍ଜନ ଦାସ, ଡଃ ସୁବାସ ଚନ୍ଦ୍ର ରାଉତ, ଜ୍ଞାନରଞ୍ଜନ ସାହୁ, ଶିତିକଣ୍ଠ ଦାଶ, ଅଂଶୁମାନ ସ୍ବାଇଁ ପ୍ରମୁଖ ।
 
ଉଇକିପିଡିଆ ତଥ୍ୟର ବିଶ୍ଵସନୀୟତା ଦୃଷ୍ଟିରୁ ଏହାର ତଥ୍ୟ ସବୁ ଗବେଷଣାମ୍ବକ କାର୍ଯ୍ୟରେ ବହୁଳ ଭାବେ ବ୍ୟବହାର କରାଯାଏ।କରାଯାଏ । ଏଭଳି ଏକ ଜ୍ଞାନକୋଷରେ ଆମ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ପର୍ଯ୍ୟାପ୍ତଭାବେ ଅନଲାଇନରେ ଉପଲବ୍ଧ ନ ଅଲାଥିଲା । ଡିଜିଟାଲ୍ ଯୁଗରେ, ଦରକାରି ତଥ୍ୟ ସବୁ ଉଇକିପିଡିଆଭଳି ଜ୍ଞାନକୋଷରେ ( ଓଡିଆ ଏବଂ ଇଂରାଜୀ ଉଇକିପିଡିଆରେ ) ଉପଲବ୍ଧ ହେଲେ ଆମ ଜିଲ୍ଲାର ଦରକାରୀ ତଥ୍ୟ ସବୁ ବିଶ୍ବବାତାୟନରେବିଶ୍ଵବାତାୟନରେ ଉନ୍ସକ୍ତଉନ୍ମୁକ୍ତ ରହିବ ।
ଆମ ଜିଲ୍ଲାରେ ଓଡିଆ ଉଇଲିଆଳିଙ୍କ ସଂଖ୍ୟା ଖୁବ୍ କମ୍ । ତେଣୁ ଆମ ଜିଲ୍ଲା ସମ୍ପର୍କରେ ଖୁବ କମ ତଥ୍ୟ ଓଡିଆ ଉଇକିପିଡିଆରେ ରହିଥୁଲା । ଆମ ଅଞ୍ଚଳ ତଥା ଆମ ଜିଲ୍ଲାର ବିଶେଷତ୍ଵ ସମ୍ପର୍କରେ ଆମ ଜିଲ୍ଲାବାସୀଙ୍କ ଅପେକ୍ଷା ଅଧୁକ କିଏ ଅବା ଜାଣେ ? ତେଣୁ ଓଡିଆ ଉଇକିପିଡ଼ିଆକୁ ବିକଶିତ କରିବାରେ ଆମ ଜିଲ୍ଲାବାସୀ, ବିଶେଷଭାବେ ନୂତନ ପିଢୀର ଯୁବ ଲେଖକ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ । ମୋ ପ୍ରଚେଷ୍ଟାରେ ଆମ ଜିଲ୍ଲା ସଂପର୍କୀୟ ୨୫ରୁ ଅଧ୍ୟକଅଧିକ ତଥ୍ୟର ଅନୁବାଦ ତଥା ଉଇକିକରଣ ଚାଲିଅଛି । ଫଳରେ ଗୋଟିଏ କିମ୍ବା ଦୁଇଟି ଧାଡିରେ ନିରସି ପଡିଥୁବା ଲେଖାସବୁ ଏବେ ଧୂରେଧିରେ ଧୂରେଧିରେ ସୁନ୍ଦର ହେବାରେ ଲାଗିଛି । ଏହି ସବୁ ତଥ୍ୟର ସଠିକ ସମ୍ପାଦନା ତଥା ଉଇକିକରଣ ଯେ କେହି ବି ନିମ୍ନଲିଖୁତ ଅନଲାଇନ୍ ଠିକଣାରେ କରିପାରିବେ ।
(https://or.wikipedia.org/wiki/@H@@@@@1:Hpsatapathy) SGSG @@@@@8|| G&H AG||G||G| (edit) ବେଳେ ମନେ ରଖୁବାକୁ ହେବ ଯେ, ପ୍ରତ୍ୟେକ ତଥ୍ୟପାଇଁ ଆବଶ୍ୟକୀୟ ଆଧାର ଯୋଡିବାକୁ ହେବ ଏବଂ ଉଇକିଲେଖା ଶୈଳୀରେ O SO SLLLLLLLSO
(https://or.wikipedia.org/wiki/ବ୍ୟବହାରକାରୀ:Hpsatapathy) ତେବେ, ଉଇକିପିଡିଆ ତଥ୍ୟ ସଂପାଦନା (edit) ବେଳେ ମନେ ରଖୁବାକୁ ହେବ ଯେ, ପ୍ରତ୍ୟେକ ତଥ୍ୟପାଇଁ ଆବଶ୍ୟକୀୟ ଆଧାର ଯୋଡିବାକୁ ହେବ ଏବଂ ଉଇକିଲେଖା ଶୈଳୀରେ ଲେଖାଗୁଡିକ ପ୍ରସ୍ତୁତ ହେବ । ପୁରୁଣା ଲେଖାଗୁଡିକୁ ଉଇକି ଉପଯୋଗୀ କରିବାପାଇଁ ଏହାର ଉଇକିକରଣ ହେବା ଦରକାର । ଉଇକିକରଣ (wikify) ହେଉଛି ଉଇକିପିଡିଆରେ ଲେଖାଟିଏ ଲେଖିବାର ବିଶେଷ ଶୈଳୀ ।
ଓଡିଆ ଉଇକିପିଡିଆର ଆଉ ଏକ ପ୍ରକଳ୍ପ ହେଲା ଉଇକିପାଠାଗାର । ଅଧୁନା ଇ-ପାଠାଗାର ଭଳି ଉଇକିପାଠାଗାର ମଧ ଲୋକପ୍ରିୟ ହେବାରେ ଲାଗିଛି । ଓଡିଆ ସାହିତ୍ୟକୁ ଆନ୍ତର୍ଜାତିକ ସ୍ତରରେ ପରିଚିତ କରାଇବାକୁ କେତେକ ପ୍ରମୁଖ ବହିର ଡିଜିଟାଇଜେସନ୍ ପାଇଁ ଉଦ୍ୟମ ଜାରି ରହିଛି । ରାଜ୍ୟର ୭୯ତମ ସ୍ଥାପନା ଦିବସକୁ ଆଖୁରେ ରଖ୍ ଓଡିଆ ଉଇକିପିଡିଆ କମ୍ୟୁନିଟି ପ୍ରଖ୍ୟାତ ଓଡିଆ ଲେଖକ ଡଃ ଜଗନ୍ନାଥ ମହାନ୍ତିଙ୍କର ୧୧ ଟି ବହିକୁ ଡିଜିଟାଇଜେସନ କରିବା ଆରମ୍ଭ କଲେଣି । ଓଡିଆ ସାହିତ୍ୟକୁ ସମୃଦ୍ଧ କରିବାରେ ଆମ ଜିଲ୍ଲାବାସୀ ଏ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ।ଏହାବ୍ୟତୀତ ନୂତନ ଉଇକିଆଳି ମାନଙ୍କୁ ଉତ୍ସାହିତ କରିବାକୁ ଉଦ୍ୟମ
ଜାରି ରହିବା ଦରକାର । ତେବେ ଯାଇ ଓଡିଆ ଉଇକିପିଡିଆ ଅନ୍ୟାନ୍ୟ ଭାଷାର ଉଇକି ସହିତ ସମତୁଲ ହୋଇପାରିବ ।
"https://or.wikipedia.org/wiki/ମଇ_ଦିବସ"ରୁ ଅଣାଯାଇଅଛି