"ଜ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
No edit summary
୨୦ କ ଧାଡ଼ି:
 
<!-- କାରଣ -->
ଅନେକ [[ମେଡ଼ିସିନ ସମ୍ପର୍କୀୟ ରୋଗ]]ରେ ଜ୍ଵର ହୁଏ ଓ ଏହା ଆଦୌ ସମସ୍ୟା ନ କରି ପାରେ ବା ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । <!-- <ref name=Gar2012p5/> --> ଏହା ଭୂତାଣୁ, ଜୀବାଣୁ, ପରଜୀବୀ, ମୂତ୍ରନଳୀ ସଂକ୍ରମଣ ଯେପରିକି ସାଧାରଣ ଥଣ୍ଡା, ମେନିଞ୍ଜାଇଟିସ, ମ୍ୟାଲେରିଆ ଓ ଆପେଣ୍ଡିସାଇଟିସ ରୋଗ ଯୋଗୁ ହୁଏ । <!-- <ref name=Gar2012p5/> --> ସଂକ୍ରମଣ ବିହୀନ ରୋଗ ମଧ୍ୟରେ [[ଭାସ୍କୁଲାଇଟିସ]], [[ଗଭୀର ଶିରା ଥ୍ରୋମ୍ବୋସିସ]], ଔଷଧ ପ୍ରତିକ୍ରିୟା ଓ [[କର୍କଟ]] ଅନ୍ୟତମ । <ref name=Gar2012p5>{{cite book|last1=Garmel|first1=edited by S.V. Mahadevan, Gus M.|title=An introduction to clinical emergency medicine|date=2012|publisher=Cambridge University Press|location=Cambridge|isbn=9780521747769|page=5|edition=2nd}}</ref> ଜ୍ଵର ଓ [[ହାଇପରଥରମିଆ]] ପୃଥକ ଅଟେ, ହାଇପରଥର୍ମିଆ ରୋଗରେ ଅତ୍ୟଧିକ ଉତ୍ତାପ ସୃଷ୍ଟି ହୁଏ ବା [[ଉତ୍ତାପ ନିୟନ୍ତ୍ରଣ|ଉତ୍ତାପ ହ୍ରାସ]] ନିୟନ୍ତ୍ରଣ ହୋଇପାରେ ନାହିଁ । <ref name=NC08/>
 
<!-- ଚିକିତ୍ସା -->
 
 
 
 
 
{{^|ଆମ ଦେହରେ ହାତ ମାରିଲେ ତାହା ସବୁବେଳେ ସାମାନ୍ୟ ଉଷୁମ ଲାଗିଥାଏ । ଏହାର କାରଣ ହେଲା ଦେହର ଏକ ନିର୍ଦ୍ଦିଷ୍ଟ [[ତାପମାତ୍ରା]] ରହିଥାଏ । ପ୍ରତି ମୁହୂର୍ତ୍ତରେ ଦେହ ଭିତରେ ଯେଉଁ କ୍ରିୟା ପ୍ରକ୍ରିୟାସବୁ ସଂପାଦିତ ହେଉଛି, ତାର ପ୍ରଭାବରୁ କିଛିଟା ତାପ ଉତ୍ପନ୍ନ ହୋଇଥାଏ ଓ ସେଇଥିପାଇଁ ଦେହ ଉଷୁମ ଲାଗେ । ତେବେ ଏହା ଏକ ନିର୍ଦ୍ଦିଷ୍ଟ ମାପର ହୋଇଥାଏ ଓ ତାହା ହେଉଛି ୯୮.୪ ଡିଗ୍ରୀ [[ଫାରେନହିଟ]] ବା ୩୭ ଡିଗ୍ରୀ [[ସେଲସିଅସ]] । ଆମ ଚାରିପାଖର ତାପମାତ୍ରା ଯେତେ ବଢ଼ିଲେ ବା କମିଲେ ମଧ୍ୟ ଦେହର ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହୁଏନାହିଁ, କାରଣ ଦେହର ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ମସ୍ତିଷ୍କରେ ଏକ ତାପ ନିୟନ୍ତ୍ରଣ କେନ୍ଦ୍ର ରହିଛି । ଯେତେବେଳେ ଏହି କେନ୍ଦ୍ର ଉତ୍ତେଜିତ ହୋଇଯାଏ, ଦେହର ତାପମାତ୍ରା ବଢ଼ିଯାଏ । ଦେହର ତାପମାତ୍ରା ଅଧିକ ହୋଇଗଲେ ଯେଉଁ ଅବସ୍ଥା ହୁଏ, ତାକୁ ହିଁ ଜ୍ଵର ବୋଲି କୁହାଯାଏ ।}}
"https://or.wikipedia.org/wiki/ଜ୍ୱର"ରୁ ଅଣାଯାଇଅଛି