"ଅଗ୍ନୀଶ୍ୱର ମହାଦେବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଶ୍ରୀମନ୍ଦିର ବାହାରେ
No edit summary
୬ କ ଧାଡ଼ି:
ଅର୍ଥାତ, ହେ ଅଗ୍ନିଶ୍ଵର, ତୁମେ ରୁଦ୍ରମାନଙ୍କ ମଧ୍ୟରେ ମହାରୁଦ୍ର, ତୁମେ ବିଷ୍ଣୁଙ୍କ ଉଦେଶ୍ୟରେ ପ୍ରସ୍ତୁତ ପାକର ବିଶୋଧକ ,ତୁମେ ମହଜ୍ବାଳାମୟ ଶମ୍ଭୁ , ତୁମେ ଚନ୍ଦ୍ରଶେଖର , ତୁମକୁ ନମସ୍କାର କରୁଅଛି ।
 
==ମନ୍ଦିରର ଅବସ୍ଥାନ ==
===ଶ୍ରୀମନ୍ଦିର ବେଢ଼ା ଭିତରେ===
[[ଜଗନ୍ନାଥ ମନ୍ଦିର]] ବେଢାରେ ଏହି ମନ୍ଦିର ଛୋଟ ହେଲେ ମଧ୍ୟ ଏହାର ପ୍ରସିଦ୍ଧି ରହିଛି । [[ଶ୍ରୀମନ୍ଦିର]] [[ବାଇଶି ପାହାଚ]] ଅତିକ୍ରମ କରି କୁର୍ମା ବା ଭିତର ବେଢାରେ ପହଞ୍ଚିବା ପରେ ଭୋଗ ମଣ୍ଡପ ମନ୍ଦିରର ସମୁଖ ତଥା ପାକଶାଳା ପରଜନତା ଯାଇଥିବା ରାସ୍ତାର ଆଗ୍ନେୟ କୋଣକୁ ଲାଗି ଅଗ୍ନିଶ୍ଵର ମହାଦେବଙ୍କ ମନ୍ଦିର ଅଛି ।ଏହି ମନ୍ଦିରଟି ଛୋଟ ଓ ଅପେକ୍ଷାକୃତ ଭାବେ ବେଢା ପତନଠାରୁ ନିମ୍ନରେ ଅଛି । ଆଗ୍ନେୟ କୋଣର ରକ୍ଷକ ଭାବେ ଏହି ମହାଦେବ ପ୍ରତିଷ୍ଠିତ ହୋଇଥିବାରୁ ଏହାଙ୍କ ନାମ 'ଅଗ୍ନିଶ୍ଵର' । ଅଗ୍ନିଶ୍ଵର ମହାଦେବ [[ବିଷ୍ଣୁ]]ଙ୍କ ପାକ ବିଶୋଧକ ଭାବେ ବିଦିତ । ତେଣୁ ଏହା ମହାଦେବ [[ଶ୍ରୀମନ୍ଦିର]] [[ରୋଷଘର|ପାକଶାଳା]]ର ଅଗ୍ନି ରକ୍ଷକ ଭାବେ ପରିଚିତ ।
===ଶ୍ରୀମନ୍ଦିର ବେଢ଼ା ବାହାରେ===