"ଅଗ୍ନୀଶ୍ୱର ମହାଦେବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Nistha.aslp ପୃଷ୍ଠାଟିକୁ ଅଗ୍ନିଶ୍ଵରରୁ ଆଗ୍ନେୟଶ୍ଵର ମହାଦେବକୁ ଘୁଞ୍ଚାଇଲେ: ଆଗ୍ନେୟ କୋଣରେ ଥିବାରୁ .. ଶିବ ଯେ ଅଗ...
ଶ୍ରୀମନ୍ଦିର ବାହାରେ
୭ କ ଧାଡ଼ି:
 
== ଅବସ୍ଥାନ ==
==ଶ୍ରୀମନ୍ଦିର ବେଢ଼ା ଭିତରେ==
[[ଜଗନ୍ନାଥ ମନ୍ଦିର]] ବେଢାରେ ଏହି ମନ୍ଦିର ଛୋଟ ହେଲେ ମଧ୍ୟ ଏହାର ପ୍ରସିଦ୍ଧି ରହିଛି । [[ଶ୍ରୀମନ୍ଦିର]] [[ବାଇଶି ପାହାଚ]] ଅତିକ୍ରମ କରି କୁର୍ମା ବା ଭିତର ବେଢାରେ ପହଞ୍ଚିବା ପରେ ଭୋଗ ମଣ୍ଡପ ମନ୍ଦିରର ସମୁଖ ତଥା ପାକଶାଳା ପରଜନତା ଯାଇଥିବା ରାସ୍ତାର ଆଗ୍ନେୟ କୋଣକୁ ଲାଗି ଅଗ୍ନିଶ୍ଵର ମହାଦେବଙ୍କ ମନ୍ଦିର ଅଛି ।ଏହି ମନ୍ଦିରଟି ଛୋଟ ଓ ଅପେକ୍ଷାକୃତ ଭାବେ ବେଢା ପତନଠାରୁ ନିମ୍ନରେ ଅଛି । ଆଗ୍ନେୟ କୋଣର ରକ୍ଷକ ଭାବେ ଏହି ମହାଦେବ ପ୍ରତିଷ୍ଠିତ ହୋଇଥିବାରୁ ଏହାଙ୍କ ନାମ 'ଅଗ୍ନିଶ୍ଵର' । ଅଗ୍ନିଶ୍ଵର ମହାଦେବ [[ବିଷ୍ଣୁ]]ଙ୍କ ପାକ ବିଶୋଧକ ଭାବେ ବିଦିତ । ତେଣୁ ଏହା ମହାଦେବ [[ଶ୍ରୀମନ୍ଦିର]] [[ରୋଷଘର|ପାକଶାଳା]]ର ଅଗ୍ନି ରକ୍ଷକ ଭାବେ ପରିଚିତ ।
===ଶ୍ରୀମନ୍ଦିର ବେଢ଼ା ବାହାରେ===
 
[[ଶ୍ରୀମନ୍ଦିର ସ୍ଵତ୍ଵଲିପି]] ଅନୁଯାୟୀ [[ପୁରୀ]]ର ବଡ଼ଦେଉଳ ସାହି ପ୍ଲଟ ନମ୍ବର ୧୧୬ରେ ଅବସ୍ଥିତ ଏହି ମହାଦେବ ମନ୍ଦିରର କୌଣସି ନିର୍ଦ୍ଦିଷ୍ଟ ସେବକ ନାହାନ୍ତି କି କୌଣସି ସ୍ଵତନ୍ତ୍ର ଖଞ୍ଜ ନାହିଁ । [[ଶିବରାତ୍ରୀ]] ଦିନ କୋଠାରୁ ଦିଆହେବା [[ଚଣା]] [[ଖଜା]] ଇତ୍ୟାଦି ପୂଜା[[ପଣ୍ଡା]] ଭୋଗ ଲାଗି କରିଥାଆନ୍ତି ।
== ଆଧାର ==
{{ଆଧାର}}