"ସ୍ୱର୍ଗଦ୍ୱାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ସ୍ୱର୍ଗଦ୍ୱାର ହେଉଛି ହିନ୍ଦୁମାନଙ୍କର ଶବଦାହ ଭୂମି..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୧ କ ଧାଡ଼ି:
ସ୍ୱର୍ଗଦ୍ୱାର ହେଉଛି ହିନ୍ଦୁମାନଙ୍କର[[ହିନ୍ଦୁ]]ମାନଙ୍କର ଶବଦାହ ଭୂମି । ସ୍ୱର୍ଗଦ୍ୱାରକୁ ସ୍ୱର୍ଗଲୋକ ଯିବାର ମାର୍ଗଭାବାରେ ଗଣନା କରାଯାଏ । ହିନ୍ଦୁମାନଙ୍କ ସାଧରଣ ବିଶ୍ୱାସ ଅନୁସାରେ ସ୍ୱର୍ଗଦ୍ୱାରରେ ଶବଦାହ କଲେ ମଣିଷର ସମସ୍ତ ପାପ କ୍ଷୟ ହୋଇଯାଏ ଏବଂ ସେ ପୂନଃଜନ୍ମରୁ ମୁକ୍ତି ପାଇଥାଏ ।
[[File:Swargadwar, Puri 2.JPG|thumb|ସ୍ୱର୍ଗଦ୍ୱାର]]
===ଅବସ୍ଥିତି===
ସ୍ୱର୍ଗଦ୍ୱାର, [[ପୁରୀ]] ସ‌ହରର ଉତ୍ତର-ପୂର୍ବ କୋଣଆଡ଼କୁ ବାଲୁକାମୟ ବେଳାଭୂମିରେ ଅବସ୍ଥିତ ।
 
===କିମ୍ବଦନ୍ତୀ ଅନୁସାରେ ସ୍ୱର୍ଗଦ୍ୱାର ସ‌ହ ଜଗନ୍ନାଥଙ୍କ ସମ୍ପର୍କ===
ପ୍ରତ୍ୟେକ ଅମାବାସ୍ୟାରେ ମହାପ୍ରଭୁ [[ଜଗନ୍ନାଥ]] ନିଜର ଶ୍ୱଶୁର ଘର ସମୁଦ୍ରକୁ ବୁଲିବାକୁ ଯିବାବେଳେ ଏହି ଶବଦାହ ଭୂମିଦେଇ ଯାଇଥାନ୍ତି ।
 
୧୧ କ ଧାଡ଼ି:
 
===ଲୋକ‌କଥା===
ପୁରୁଷୋତ୍ତମ କ୍ଷେତ୍ର ପୁରୀକୁ[[ପୁରୀ]]କୁ [[ମର୍ତ୍ତ୍ୟ ବୈକୁଣ୍ଠ]] ଭାବରେ ଗଣନା କରାଯାଏ, ଯେଉଁଠି ଭଗବାନ ଶ୍ରୀବିଷ୍ଣୁ[[ବିଷ୍ଣୁ]] [[ବଡ଼ ଦେଉଳରେଦେଉଳ]]ରେ [[ଜଗନ୍ନାଥ]] ଭାବରେ ବାସ କରନ୍ତି । ଏହି ମନ୍ଦରିରରେ ସବୁ କିଛି ବଡ଼ ଯଥା : [[ବଡ଼ଦାଣ୍ଡ]], [[ମହାପ୍ରସାଦ]], [[ମହାଦୀପ,]] ଇତ୍ୟାଦି । ସେଥିପାଇଁ, କୌଣସି ଶରୀର ଏହି ମୃତ୍ୟୁବରଣ କଲେ ସିଧା ସ୍ୱର୍ଗାଲୋକ ଗମନ କରିଥାଏ ଏବଂ ମୁକ୍ତି ପ୍ରାପ୍ତ ହୋଇଥାଏ । ମହୋଦ‌ଧି ବ୍ୟତୀତ ସ୍ୱର୍ଗଦ୍ୱାରରେ ମଧ୍ୟ ସିଧା ମୁକ୍ତି ପ୍ରାପ୍ତି ହୋଇଥାଏ । ଭକ୍ତବୃନ୍ଦ ଏହି କ୍ଷେତ୍ର ସ‌ହିତ ବିଶ୍ୱାସରେ ଜଡ଼ିତ ଏବଂ ଏହି ସ୍ଥାନ‌କୁ ଦର୍ଶନ କରି ସ୍ୱର୍ଗାଗମନ କରିବାରେ ବିଶ୍ୱାସ କରିଥାନ୍ତି । [[ଚୈତନ୍ୟ|ଶ୍ରୀ ଚୈତନ୍ୟଦେବ]] ମଧ୍ୟ ଏହିଠାରେ ପ୍ରଥମେ ସ୍ନାନ କରି ଦିବ୍ୟଶକ୍ତିର ଲାଭ କରିଥିଲେ । ଧର୍ମଗ୍ରନ୍ଥ ଅନୁସାରେ ବ୍ରହ୍ମଦାରୁ<ref>ଜଗନ୍ନାଥ ନିଜର ଦାରୁ ସ୍ୱରୁପ ଗ୍ରହଣ କରିବା ପାଇଁ ପ୍ରଥମ କରି ଆସିଥିବା ଦାରୁ ଯାହାକି ବିଶ୍ୱକର୍ମାଙ୍କ ଦ୍ୱାରା ମୂର୍ତ୍ତି ନିର୍ମାଣ କରାଯାଇଥିଲା</ref>ସମୁଦ୍ରରେ ଭାସିଆସି ସ୍ୱର୍ଗଦ୍ୱାର ନିକଟରେ ଲାଗିଥିଲା ଯେଉଁଥିରୁ ଜଗନ୍ନାଥ ମନ୍ଦିରର ଚତୁର୍ଦ୍ଧାମୂର୍ତ୍ତିଙ୍କର ଉତ୍ପତ୍ତି ହୋଇଛି ।
ଲୋକାରଣ୍ୟ ପୂର୍ଣ ଏହି ସ୍ଥାନଟି ନିଜେ ଏକ ଛୋଟିଆ ଅନ୍ଧାରିଆ ଏବଂ ନିରବପୂର୍ଣ ରହିଥାଏ । ବର୍ଷର ପ୍ରତ୍ୟେକ ଦିନରେ, ପ୍ରତ୍ୟକ ଋତୁରେ, ବର୍ଷା କିମ୍ବା ଶୀତରେ, ଅନ୍ଧାର ରାତିରେ କିମ୍ବା ଦିବାଲୋକରେ କେହିବି ଏହି ସ୍ଥାନର ମହାନୁଭବତାକୁ ଅନୁଭବ କରିହୁଏ ।
 
[[ଶ୍ରେଣୀ:୨୦୧୫ ନବକଳେବର ଗଣସମ୍ପାଦନାରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]
[[ଶ୍ରେଣୀ:ପୁରୀ ଜିଲ୍ଲାର ଧାର୍ମିକ ସ୍ଥଳ]]
[[ଶ୍ରେଣୀ:ପୁରୀ ଜିଲ୍ଲା]]
[[ଶ୍ରେଣୀ:ହିନ୍ଦୁ ଧର୍ମ]]