"ଆର. କେ. ନାରାୟଣ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: । → । (54), ସ୍ୱାଧିନ → ସ୍ୱାଧୀନ, → (36), ଦେବାଦେବୀ → ଦେବଦେବୀ using AWB
୧ କ ଧାଡ଼ି:
{{ଛୋଟ|R. K. Narayan}}
{{Infobox writer
| name = ଆର.କେ.ନାରାୟଣ
| image = R._K._Narayan.jpg
| caption = ଆର.କେ.ନାରାୟଣ
| birth_name =
| birth_date = {{birth date|1906|10|10||df=yes}}
| birth_place = ଚେନ୍ନାଇ
| death_place = ଚେନ୍ନାଇ
| death_date = {{death date and age|2001|05|13|1906|10|10|||df=yes}}
| occupation = ଲେଖକ
| nationality = [[ଭାରତ|ଭାରତୀୟ]]
| genre =
| notableworks =
| influenced =
| awards =
}}
'''ଆର.କେ.ନାରାୟଣ'''(ଖ୍ରୀ ୧୯୦୬-୨୦୦୧) ୧୯୦୬ ମସିହାରେ ଅକ୍ଟୋବର ୧୦ ତାରିଖରେ [[:en:Madras|ମାଡ୍ରାସ]] ରେ ଜନ୍ମଗ୍ରହଣ କରିଥିଲେ ।<ref name="NYT Obit">{{cite news|url=http://www.nytimes.com/2001/05/14/books/r-k-narayan-india-s-prolific-storyteller-dies-at-94.html|title=R. K. Narayan, India's Prolific Storyteller, Dies at 94|last=Crossette|first=Barbara|date=14 May 2001|newspaper=[[The New York Times]]|accessdate=9 July 2009}}</ref> ସେ ପ୍ରଥମ ଦକ୍ଷିଣ ଭାରତୀୟ ଯିଏ କି ପ୍ରଥମେ ଇଂରାଜୀରେ ବହି ଲେଖା ଆରମ୍ଭ କରିଥିଲେ । ସେ ଏକ ଧାରାରେ ଔପନ୍ୟାସିକ, ଗାଳ୍ପିକ ଓ ରଚନା ଲେଖକ ଥିଲେ । ତାଙ୍କର ପ୍ରଥମ ୪ଟି ବହି ଗାଁର ପରିବେଶ, ସାମାଜିକ ପରମ୍ପରା, ସାଧାରଣ ଜନସାଧାରଣଙ୍କର ଜୀବନଯାପନ ପ୍ରଣାଳୀ, ଗରୀବ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଆଦି ସମ୍ବନ୍ଧୀୟ ଲେଖୁଥିଲେ । ସେ ସାଧାରଣ ଲୋକଙ୍କ ଉନ୍ନତି ପାଇଁ ମଧ୍ୟ ଚେଷ୍ଟିତ ଥିଲେ । ସେ ତାଙ୍କ ଲେଖା ପାଇଁ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିଲେ
 
== ଜୀବନ ==
=== ଶୈଶବ ଜୀବନ ===
ନାରାୟଣଙ୍କ ପିତା ଜଣେ ପ୍ରଧାନ ଶିକ୍ଷକ ଥିଲେ । ସେ ତାଙ୍କ ବାପାଙ୍କ ବିଦ୍ୟାଳୟରେ ପାଠ ପଢ଼ୁଥିଲେ । ଯେହେତୁ ବାପାଙ୍କର ପ୍ରାୟ ବଦଳି ହେଉଥିଲା ତେଣୁ ସେ ଆଈଙ୍କ ପାଖରେ ରହି ପାଠ ପଢ଼ୁଥିଲେ । ତାଙ୍କ ଆଈଙ୍କ ନାମ ଥିଲା ପାର୍ବତୀ । ଆଈ ତାଙ୍କୁ କୁଞ୍ଜପା ଡାକୁଥିଲେ ।<ref>{{Harvnb|Rao|2004|p=13.}}</ref> ମୟୁର ଏବଂ ମାଙ୍କଡ ଏହି ଦୁଇଟି ତାଙ୍କର ଖେଳ ସାଙ୍ଗ ଥିଲେ । <ref name="Telegraph-obituary">{{cite news|url=http://www.telegraph.co.uk/news/obituaries/1330139/R-K-Narayan.html|title=R K Narayan|date=14 May, |publisher=''[[The Daily Telegraph]]''|accessdate=25 July 2009 | location=London}}</ref><ref>{{cite news|url=http://select.nytimes.com/gst/abstract.html?res=F40D14FC3959127A93C0A8178DD85F408785F9|title=A Monkey and a Peacock; Books of The Times|date=12 June 1974|newspaper=[[The New York Times]]|accessdate=20 October 2009 | first=Anatole | last=Broyard}}</ref><ref>{{cite news|url=http://www.hindu.com/yw/2005/07/08/stories/2005070803580200.htm|title=Remembering a writer par excellence |date=8 July 2005|newspaper=[[The Hindu]]|accessdate=20 October 2009}}</ref> ମାଡ୍ରାସର ମିଶନ ସ୍କୁଲ, ସି.ଆର.ସି. ହାଇସ୍କୁଲ ଓ ଖ୍ରୀଷ୍ଟିୟାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିଥିଲେ । ସେ ବାର ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମ ପଦଯାତ୍ରାରେ ଭାଗ ନେଇଥିଲେ । ତାଙ୍କ ବାପାଙ୍କର ଯେତେବେଳେ ମହୀଶୁର ମହାବିଦ୍ୟାଳୟକୁ ବଦଳି ହେଲା, ସେ ସେତେବେଳେ ପରିବାର ସହିତ ମହୀଶୁରରେ ରହିଲେ । ତାଙ୍କ ବିଦ୍ୟାଳୟରୁ ଏବଂ ବାପାଙ୍କଠାରୁ ବହି ଆଣି ଏକାଗ୍ରତା ସହ ପଢ଼ୁଥିଲେ । ଯାହାକି ପରବର୍ତ୍ତୀ ସମୟରେ ତାଙ୍କୁ ଲେଖିବାରେ ସାହାଯ୍ୟ ହୋଇଥିଲା । ସେ ଉଚ୍ଚ ବିଦ୍ୟାଳୟରୁ ପାସ କଲା ପରେ ବିଶ୍ୱ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲେ । ସେଥିପାଇଁ ସେ ଗୋଟିଏ ବର୍ଷ ଘରେ ରହି ପାଠପଢ଼ା ସହ ଲେଖା ଆରମ୍ଭ କରିଥିଲେ । ତା ପରବର୍ଷ ଅର୍ଥାତ୍ ୧୯୨୬ ମସିହା ରେ ସେ ମହୀଶୂର ମହାରାଜା ମହାବିଦ୍ୟାଳୟରେ ନାମ ଲେଖିଥିଲେ । ୪ ବର୍ଷ ପରେ ସେ ବି.ଏ ଏବଂ ପରେ ଏମ.ଏ. ପାସ କରିଥିଲେ । ତାପରେ ସେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ ।<ref name="Reluctant centenarian">{{cite news|url=http://www.hindu.com/mag/2006/10/08/stories/2006100800050100.htm|title=Reluctant centenarian |date=8 October 2006|newspaper=[[The Hindu]]|accessdate=23 August 2009}}</ref><ref>{{Harvnb|Walsh|1982|pp=13–16.}}</ref>
 
=== କର୍ମମୟ ଜୀବନ : (ଲେଖକ ଜୀବନ) ===
ନାରାୟଣ ଶିକ୍ଷକତାରୁ ହିଁ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ । ପରେ ତାଙ୍କୁ ପ୍ରଧାନ ଶିକ୍ଷକ ନକରି ଏକ ଶାରିରୀକ ଶିକ୍ଷକ କରିବାରୁ ସେ ଶିକ୍ଷକତା ଛାଡିଥିଲେ ଏବଂ ଅନୁଭବ କରିଥିଲେ ଯେ ସେ ଲେଖିବା ଜୀବନ ଆରମ୍ଭ କରିବେ । ତାଙ୍କର ପ୍ରଥମ ଲେଖା ଥିଲା “ Development of Maritime Law’s of 17th century of England”।<ref Name=Calitreview>{{cite journal|last=Datta|first=Nandan|date=26 March 2007|title=The Life of R.K. Narayan|journal=California Literary Review|url=http://calitreview.com/21|ref=harv}}</ref> ତାପରେ ସେ ଖବର କାଗଜ ଓ ପତ୍ରିକା ପାଇଁ ସ୍ଥାନୀୟ ଗଳ୍ପ ଲେଖିଥିଲେ । ସେଥିରେ ସେ ଭଲ ସଫଳତା ନପାଇବାରୁ ନିଜ ପରିବାର ସହଯୋଗରେ ସ୍ୱାଧିନଭାବେସ୍ୱାଧୀନଭାବେ ନିଜ ଅନୁଭୂତିରେ ଲେଖିବା ଆରମ୍ଭ କଲେ ୧୯୩୦ ମସିହାରେ । ତାଙ୍କର ପ୍ରଥମ ଉପନ୍ୟାସ ''[[:en:Swami and Friends| Swami and Friends]]'' ଯାହାକି ଛପା ଯାଇ ପାରି ନଥିଲା ।<ref name="Peopling of Malgudi">{{cite news|url=http://www.timeshighereducation.co.uk/story.asp?storyCode=160137&sectioncode=21|title= The peopling of Malgudi|last=Robinson|first=Andrew|date=2 May 1997|publisher=''Times Higher Education''|accessdate=10 July 2009}}</ref> ସେ ୧୯୩୩ ମସିହାରେ ତାଙ୍କ ଭଉଣୀ ଘରକୁ କୋଠମାଟୁର ଯାଇଥିଲେ । ସେଠାରେ ସେ ରାଜମ ନାମକ ଏକ ୧୫ ବର୍ଷୀୟ ବାଳିକାଙ୍କୁ ଭଲ ପାଇ ବସିଲେ । ବହୁ ବାଧାବିଘ୍ନ ସତ୍ତ୍ୱେ ସେ ତାଙ୍କୁ ବିବାହ କରିଥିଲେ । ବିବାହ ପରେ ସେ ସାମ୍ବାଦିକତା ଆରମ୍ଭ କରିଥିଲେ The Justice ନାମକ ମାଡ୍ରାସ ପତ୍ରିକାରେ । ସେ ବ୍ରାହ୍ମଣ ବ୍ୟତୀତ ଅନଜାତିର ଲୋକମାନଙ୍କ ଉନ୍ନତି ପାଇଁ ଚେଷ୍ଟା ଚଳାଇଥିଲେ । ୧୯୩୯ ମସିହାରେ ତାଙ୍କ ପତ୍ନୀଙ୍କୁ ଆନ୍ତ୍ରିକ ଜ୍ୱର ହେବାରୁ ସେ ସେଥିରେ ମୃତ୍ୟୁ ବରଣ କରିଥିଲେ । ସେତେବେଳକୁ ତାଙ୍କ ଝିଅ ହେମାକୁ ୩ ବର୍ଷ ହୋଇଥିଲା । ସେତେବେଳକୁ ସେ ତିନୋଟି ବହି ଲେଖି ସାରିଥିଲେ । ଲେଖାରେ କ୍ଲାନ୍ତ ହୋଇ ସେ ତାଙ୍କ ଦାଦାଙ୍କ ସହଯୋଗରେ ଜଣେ କାର ସେଲ୍ସମାନ ଭାବେ ୧୯୪୦ ମସିହାରେ କାର୍ଯ୍ୟକଲେ । ସେଥିରେ ସେ ବେଶିଦିନ ରହିପାରିଲେ ନାହିଁ । ୧୯୪୨ ମସିହାରେ ସେ କିଛି କ୍ଷୁଦ୍ର ଗଳ୍ପକୁ ନେଇ ‘[[:en:Malgudi Days| Malgudi Days]]’ ନାମକ ବହି ଲେଖିଲେ । ତାପରେ ନିଜର ଛାପାଖାନା ‘[[:en:Indian Thought Publications | Indian Thought Publications]]’ ନାମରେ ଖୋଲିଲେ ଯାହାକି ଏବେ ମଧ୍ୟ ଅଛି ଏବଂ ତାଙ୍କ ନାତୁଣୀ ପରିଚାଳନା କରୁଛନ୍ତି ।<ref name="Reluctant centenarian">{{cite news|url=http://www.hindu.com/mag/2006/10/08/stories/2006100800050100.htm|title=Reluctant centenarian |date=8 October 2006|newspaper=[[The Hindu]]|accessdate=23 August 2009}}</ref> ୧୯୪୮ ମସିହାରେ ତାଙ୍କ ବହି ବିକ୍ରି ଆରମ୍ଭ ହେଲା । ସେ ମହୀଶୁର ନିକଟବର୍ତ୍ତୀ ଏକ ଜାଗାରେ ନିଜର ଘର ତିଆରି ଆରମ୍ଭ କଲେ ଯାହା ୧୯୫୩ ମସିହାରେ ଶେଷ ହୋଇଥିଲା । ୧୯୫୩ ଏବଂ ୧୯୫୬ ମସିହାରେ ସେ United States ଯାଇଥିଲେ ।
 
ତାଙ୍କର ପ୍ରଥମ ଉପନ୍ୟାସ Swami & Friends ଛପା ଯାଇପାରି ନଥିଲା । Oxford ର ଜଣେ ସାଙ୍ଗ ତାଙ୍କର ଏହି ବହିକୁ [[:en:Graham Greene| Graham Greene]] ଙ୍କୁ ଦେଲେ । ସେ ତାହା ଛାପି ଥିଲେ ୧୯୩୫ ମସିହାରେ । ତାପରେ '[[:en:The Bachelor of Arts| The Bachelor of Arts]]’ ୧୯୩୭ ମସିହାରେ ଛାପିଥିଲେ ।<ref name="In memory of the Malgudy Man">{{cite news|url=http://www.tribuneindia.com/2006/20061008/spectrum/book6.htm|title=In memory of the Malgudi Man|last=Wattas|first=Rajnish|date=8 October 2006|newspaper=[[The Tribune (Chandigarh)|The Tribune]]|accessdate=27 July 2009}}</ref> ତୃତୀୟ ବହି ୧୯୩୮ ମସିହାରେ ଛପାଗଲା '[[:en:The Dark Room| The Dark Room]]' ।<ref>{{Harvnb|Prasad|2003|p=49.}}</ref> ଏହି ତିନୋଟି ବହି ସେ ନିଜର ଅନୁଭୂତି, ସ୍ଥାନୀୟ ଜୀବନଯାପନ ଶୈଳି ଓ ପରମ୍ପରା ସାମାଜିକ ପରିସ୍ଥିତିର ଉନ୍ନତି ବିଷୟରେ ଲେଖିଥିଲେ । ସେ ୧୯୬୦ ମସିହାରେ ପ୍ରଥମ ଥର ପାଇଁ ରେ ଛୋଟ ଛୋଟ ବିବାଦୀୟ ରଚନାକୁ ନେଇ ‘Next Sunday’ ଲେଖିଲେ । [[:en:My Dateless Diary|My Dateless Diary]] ମଧ୍ୟ ଲେଖିଥିଲେ ନିଜ ଅଭିଜ୍ଞତାରୁ । ପରେ ପରେ ସେ ଗୋଟିଏ ପରେ ଗୋଟିଏ ବହି ଲେଖି ଚାଲିଲେ । ଧର୍ମ, ଦେବାଦେବୀଦେବଦେବୀ ସମ୍ବନ୍ଧୀୟ ବହି ମଧ୍ୟ ଲେଖିଲେ । ଇଂଲଣ୍ଡ ଭ୍ରମଣ ବେଳେ ତାଙ୍କୁ The University of Leeds ତରଫରୁ ସମ୍ମାନ ଜନକ ଡକ୍ଟରେଟ ଉପାଧି ଦିଆଯାଇଥିଲା । ପ୍ରଥମ ୪ ଟି ବହି [[:en:Graham Greene| Graham Greene]] ଛପାଇ ଥିଲେ । ତାଙ୍କର ଉଚ୍ଚକୋଟିର ଲେଖାପାଇଁ ତାଙ୍କୁ ୧୯୫୧ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯାଇଥିଲା । ତାଙ୍କ ଲେଖାଗୁଡିକରେ ଥିଲା ଗାଉଁଲି ପରିବେଶର ପ୍ରକୃତ ସତ୍ୟତା ଏବଂ ପରମ୍ପରା । ସେ ଲେଖା ଜୀବନରେ ୬୦ ବର୍ଷ କାଟି ଥିଲେ । ସେ ୧୯୬୪ ମସିହାରେ ପଦ୍ମବିଭୂଷଣ ଉପାଧି ପାଇଥିଲେ ଯାହାକି ଭାରତର ଦ୍ୱିତୀୟ ସମ୍ମାନ ଜନକ ପୁରସ୍କାର । ୧୯୮୦ ମସିହାରେ ସେ [[:en:AC Benson Medal| AC Benson Medal]] ପାଇଥିଲେ ୧୯୮୨ ମସିହାରେ ସେ Film Fair Award ପାଇଥିଲେ ‘The Guide’ ର Best Story ପାଇଁ ।<ref name="Obituary - MiD DAY">{{cite news|url=http://www.mid-day.com/news/2001/may/10639.htm|title=R K Narayan dead: Sun sets over Malgudi|date=14 May 2001|publisher=''[[MiD DAY]]''|accessdate=26 August 2009}}</ref> ସେ American Academy of Act and Literature ର ମେମ୍ବର ଥିଲେ । <ref name="Inter Press">{{cite news|url=http://www.highbeam.com/doc/1P1-44707292.html|title= Storyteller Narayan Gone, But Malgudi Lives On|date=24 May 2001|publisher=Inter Press |accessdate=8 September 2009}}</ref> ତାଙ୍କର ଦୁଇଟି ଉପନ୍ୟାସ ସିନେମା ତିଆରି ହୋଇଥିଲା :
The Guide- ହୀନ୍ଦୀ ସିନେମା,
Mr. Sampath - ତାମିଲ ସିନେମା ।
୫୦ କ ଧାଡ଼ି:
 
==ଶେଷ କଥା==
ନାରାୟଣଙ୍କ କର୍ତ୍ତବ୍ୟ ନିଷ୍ଠା ପାଇଁ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଥିଲା । ସେ ୧୯୮୦ ମସିହାରେ ୬ ବର୍ଷିୟ ରାଜ୍ୟସଭା ସଦସ୍ୟ ଥିଲେ ।.<ref>{{cite news|url=http://www.highbeam.com/doc/1P1-44707292.html|title= Storyteller Narayan Gone, But Malgudi Lives On|date=24 May 2001|publishername="Inter Press |accessdate=8 September 2009}}<"/ref> ସେ ସେତେବେଳେ ସ୍କୁଲ ଛାତ୍ରଛାତ୍ରୀ ଓ ଭାଷାରେ ଉନ୍ନତି ପାଇଁ ଧ୍ୟାନ ଦେଇଥିଲେ । ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ତାଙ୍କ ଝିଅ ଘରକୁ ଗଲେ । ୧୯୯୪ ମସିହାରେ ତାଙ୍କ ଝିଅ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟ ବରଣ କରିଥିଲେ । ନାରାୟଣଙ୍କ ଦେଖାଶୁଣା ତାଙ୍କ ନାତୁଣୀ ଭୁବନେଶ୍ୱରୀ (ମିନି) କରୁଥିଲେ ଏବଂ ‘Indian Thought Publication’ ପରିଚାଳନା କରୁଥିଲେ । ତାଙ୍କ ଶେଷ ବହି ଥିଲା ‘[[:en:Grandmother's Tale|Grandmother's Tale]]’ । ସେ ପ୍ରତିଦିନ ସଂଧ୍ୟାରେ '[[:en:The Hindu|The Hindu]]' ର ପ୍ରକାଶକ ନେ. ରାମ ଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରୁଥିଲେ । ୨୦୦୧ ମସିହା ମେ ମାସରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ଶେଷ ଇଚ୍ଛା ଥିଲା Grandfather ଉପରେ କିଛି ଗପ ଲେଖିବେ । ସେ ସେଥିପାଇଁ [[:en:N. Ram| ଏନ୍. ରାମ]] ଙ୍କୁ ଗୋଟିଏ ନୋଟବୁକ୍ ଆଣିବାକୁ କହିଥିଲେ କିନ୍ତୁ ତା ପୂର୍ବରୁ ତାଙ୍କୁ ଡାକ୍ତରଖାନରେ ଭେନ୍ଟିଲେଟର୍ ରେ ରଖାଯାଇଥିଲା । ସେ କିନ୍ତୁ ଆଉ ସୁସ୍ଥ ହୋଇ ନଥିଲେ । ୨୦୦୧ ମସିହା ମେ ମାସ ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।<ref name="Priyadarshan's tribute to R K Narayan">{{cite web|url=http://www.televisionpoint.com/news2006/newsfullstory.php?id=1141433462|title=Priyadarshan's tribute to R K Narayan|date=3 March 2006|publisher=''Televisionpoint.com''|accessdate=12 July 2009}}</ref><ref>{{cite news|url=http://www.rediff.com/news/2001/may/15spec.htm|title=I'm giving you a lot of trouble|last=[[N. Ram]]|date=15 May 2001|publisher=[[Rediff.com]]|accessdate=8 September 2009}}</ref> ସେତେବେଳେ ତାଙ୍କୁ ୯୪ ବର୍ଷ ହୋଇଥିଲା । ଆମ ଦେଶର ପ୍ରଥମ ଇଂରାଜୀ ଲେଖକଙ୍କ ସ୍ମୃତି ଆମ ପାଖରେ ରହିଗଲା
 
==ଆଧାର==
{{ଆଧାର}}
 
[[ଶ୍ରେଣୀ:୧୯୦୬ ଜନ୍ମ]]
[[ଶ୍ରେଣୀ:୨୦୦୧ ମୃତ୍ୟୁ]]