"ଅପ‌ପଠନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୨୦ କ ଧାଡ଼ି:
 
<!-- କାରଣ, କାର୍ଯ୍ୟକାରୀରା ଓ ରୋଗ ନିର୍ଣ୍ଣୟ -->
ଏହି ରୋଗ ସ‌ହିତ ଜେନେଟିକ ଓ ପରିବେଶ ଓତଃପ୍ରୋତ ଭାବରେ ଜଡ଼ିତ ଥିବା ବିଶ୍ୱାସ କରାଯାଏ । <ref name=Lancet2012/> କେତେକ ପରିବାରରେ ଏହି ରୋଗ ବଂଶାନୁକ୍ରିମିକ ଚାଲେ । <ref name=NIH2014Def/> ଯାହାର ଆଟେନସନ ଡେଫିସିଟ ହାଇପରାଅକ୍ଟିଭିଟି ଡିଜର୍ଡର ([[attention deficit hyperactivity disorder]] ବା ADHD) ଥାଏ ଓ [[ଡିସକାଲକୁଲିଆ|ଅଙ୍କ କସିବା ସମସ୍ୟା]] ଥାଏ ସେମାନଙ୍କର ଏହି ରୋଗ ହେବା ଦେଖାଯାଏ ।<ref name=Lancet2012/> [[ମସ୍ତିଷ୍କ ଆଘାତ]], [[ସ୍ଟ୍ରୋକ୍]] ଓ [[ଡିମେନସିଆ]] ରୋଗରେ ମଧ୍ୟ ଅପ‌ପଠନ ସମସ୍ୟା ହୁଏ । <ref name="ninds1"/> [[ମସ୍ତିଷ୍କ]]ର ଭାଷା ସଂସାଧନ ପ୍ରକ୍ରିୟାରେ ସମସ୍ୟା ଥିଲେ ଏହା ହୁଏ । <ref name=NIH2014Def/> ପର୍ଯ୍ୟାୟକ୍ରମେ ସ୍ମୃତିଶକ୍ତି, ବନାନ, ଦେଖିବା ଶକ୍ତି ଓ ପଢ଼ିବା ଦକ୍ଷତା ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । <ref>{{cite web|url=http://www.nichd.nih.gov/health/topics/reading/conditioninfo/pages/diagnosed.aspx|title=How are reading disorders diagnosed?|publisher=National Institutes of Health|accessdate=15 March 2015}}</ref> ଏହା ସାଧାରଣ ପଠନ ସମସ୍ୟା, ଦୃଷ୍ଟି ସମସ୍ୟା ଓ [[ଶିକ୍ଷାଦାନ]] ସମସ୍ୟାଠାରୁ ପୃଥକ୍ । <ref name=Lancet2012/>
 
<!-- ଚକିତ୍ସା ଓ ରୋଗାନୁଶୀଳନ -->
 
 
"https://or.wikipedia.org/wiki/ଅପ‌ପଠନ"ରୁ ଅଣାଯାଇଅଛି