"ହାର୍ନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଦରକାରୀ ଛାଞ୍ଚ ହଟାଗଲା using AWB
ଅଦ୍ୟତନ କରାଗଲା
୧ କ ଧାଡ଼ି:
{{ଛୋଟ|Hernia}}
{{Infobox disease
|Name = ହାର୍ନିଆ
|Image = Inguinalhernia.gif
|Caption = ଗୋଟିଏ ପାର୍ଶ୍ୱରୁ [[ଇନ‌ଡାଇରେକ୍ଟ ହାର୍ନିଆ]]ର ଚିତ୍ର
|Field = [[General surgery]]
|DiseasesDB =
|ICD10 = {{ICD10|K|40||k|40}}-{{ICD10|K|46||k|40}}
|ICD9 = {{ICD9|550}}-{{ICD9|553}}
|ICDO =
|OMIM =
|MedlinePlus = 000960
|eMedicineSubj = emerg
|eMedicineTopic = 251
|eMedicine_mult = {{eMedicine2|ped|2559}}
|MeshID = D006547
}}
<!-- ସଂଜ୍ଞା ଓ ଲକ୍ଷଣ -->
'''ହାର୍ନିଆ''' ନାମ ଦିଆଯାଏ ଯେତେବେଳେ କୌଣସି ଅଙ୍ଗ, ଯେପରିକି ଖାଦ୍ୟନଳୀ, ତାହାର ସାଧାରଣ ରହିବା ଯାଗାରୁ ସ୍ଥାନ‌ଚ୍ୟୁତ ହୋଇ ଅନ୍ୟ ଯାଗାକୁ ପ୍ରସ୍ଥାନ କରେ । <ref name=NEJM15/> ବିଭିନ୍ନ ପ୍ରକାର ହାର୍ନିଆ ଦେହରେ ହୁଏ । <!-- <ref name=NIHDef/> --> ସାଧାରଣତଃ ଏହା ଗ୍ରଏନ (groin) ବା ଉଦରର ଉରୁମୂଳରେ ହୁଏ । <ref name=NIHDef/> ଉରୁମୂଳରେ ଦୁଇପ୍ରକାର ହାର୍ନିଆ ହୋଇପାରେ ଯଥା [[ଇଙ୍ଗୁଇନାଲ ହାର୍ନିଆ]], ଯାହା ଅଧିକ ଅଧିକ ଦେଖାଯାଏ ଓ [[ଫିମୋରାଲ ହାର୍ନିଆ]] । <ref name=NEJM15/> ଅନ୍ୟ କେତେକ ହାର୍ନିଆମାନଙ୍କର ନାମ: ହିଆଟସ ହାର୍ନିଆ, ଇନସିସନାଲ ହାର୍ନିଆ ଓ ଅମ୍ବିଲିକାଲ ହାର୍ନିଆ । <ref name=NIHDef>{{cite web|title=Hernia|url=http://www.nlm.nih.gov/medlineplus/hernia.html|website=http://www.nlm.nih.gov/|accessdate=12 March 2015|date=9 August 2014}}</ref> ଗ୍ରଏନ ହାର୍ନିଆରେ ୬୬% ଲୋକଙ୍କର ଲକ୍ଷଣ ବାହାରେ । <!-- <ref name=NEJM15/> --> ଏହାର ଲକ୍ଷଣ ମଧ୍ୟରେ କାଶ, ବ୍ୟାୟାମ ଓ ମଳତ୍ୟାଗ ବେଳେ ହାର୍ନିଆ ଥିବା ସ୍ଥାନରେ ଯନ୍ତ୍ରଣା ହୁଏ । <!-- <ref name=NEJM15/> --> ଅଧିକାଂଶ ସମୟରେ ଦିନସାରା କଷ୍ଟ ହୁଏ ଓ ତଳେ ଗଡ଼ିପଡ଼ିଲେ କମିଯାଏ । <!-- <ref name=NEJM15/> --> ହାର୍ନିଆ ସ୍ଥାନରେ ଫୁଲା ଦେଖାଯାଏ ଯାହା ଯୋରରେ କୁନ୍ଥେଇଲେ ବଢ଼ିଯାଏ । <!-- <ref name=NEJM15/> --> ବାମ ପାଖ ଅପେକ୍ଷା ଡାହାଣ ପାଖରେ ବେଶୀ ଗ୍ରଏନ ହାର୍ନିଆ ହୁଏ । <!-- <ref name=NEJM15/> --> ଏହି ରୋଗରେ ମୂଖ୍ୟ ଚିନ୍ତାର ବିଷୟ ହେଉଛି [[ସ୍ଟ୍ରାଙ୍ଗୁଲେସନ]]; ଯେଉଁଥିରେ ଅଙ୍ଗର କିଛି ଅଂଶ ଚିପି ହୋଇଯାଏ ଓ ସେଥିଯୋଗୁ ରକ୍ତନଳୀ ଚିପି ହୋଇ ସେହି ଅଙ୍ଗକୁ ରକ୍ତ ସରବରାହ ହୋଇ ପାରେନାହିଁ । <!-- <ref name=NEJM15/> --> ସ୍ଟ୍ରାଙ୍ଗୁଲେସନ ହେଲେ ପ୍ରବଳ ଯନ୍ତ୍ରଣା ହୁଏ ଓ ଦରଜ ହୋଇଯାଏ । <ref name=NEJM15/> ହିଆଟସ ହାର୍ନିଆ ରୋଗ ହେଲେ ଛାତି ଜଳାପୋଡ଼ା ହୁଏ, ଛାତି ଯନ୍ତ୍ରଣା ହୁଏ ବା ଖାଇବା ବେଳେ କଷ୍ଟ ହୁଏ । <ref name=BMJ2014>{{cite journal|last1=Roman|first1=S|last2=Kahrilas|first2=PJ|title=The diagnosis and management of hiatus hernia.|journal=BMJ (Clinical research ed.)|date=23 October 2014|volume=349|pages=g6154|pmid=25341679}}</ref>
 
<!-- କାରଣ ଓ ରୋଗ ନିର୍ଣ୍ଣୟ-->
ହାର୍ନିଆ ସୃଷ୍ଟି ନିମନ୍ତେ ସଙ୍କଟ କାରକ ନାମ: [[ଧୁମ୍ରପାନ]], [[କ୍ରନିକ ଅବସ୍ଟ୍ରକ୍ଟିଭ ପଲମୋନାରୀ ଡିଜିଜ]], [[ସ୍ଥୌଲ୍ୟତା|ମୋଟାପା]], [[ଗର୍ଭାବସ୍ଥା]], [[ପେରିଟୋନିଆଲ ଡାଏଲିସିସ]], [[କୋଲାଜେନ ଭାସ୍କୁଲାର ଡିଜିଜ]], ପୂର୍ବରୁ ହୋଇଥିବା [[ଆପେଣ୍ଡେକ୍ଟୋମି|ଆପେଣ୍ଡିକସ ଅପରେଶନ]] । <ref name=NEJM15/><ref name=BMJ2014/><ref name=Dom2014>{{cite book|last1=Domino|first1=Frank J.|title=The 5-minute clinical consult 2014|date=2014|publisher=Wolters Kluwer Health/Lippincott Williams & Wilkins|location=Philadelphia, Pa.|isbn=9781451188509|page=562|edition=22nd ed.|url=https://books.google.ca/books?id=2C2MAwAAQBAJ&pg=PA562}}</ref> ଆଂଶିକ ଭାବରେ ଜେନେଟିକ ପ୍ରଭାବ ଓ ଅଧିକାଂଶ କେଶରେ ପାରିବାରିକ ହାର୍ନିଆ ଉପରେ ଥାଏ । <!-- <ref name=NEJM15/> --> ଓଜନିଆ ଜିନିଷ ଉଠାଇଲେ ଏହା ହେବା ନିଶ୍ଚିତ ନୁହେଁ । <!-- <ref name=NEJM15/> --> ଚିହ୍ନ ଓ ଲକ୍ଷଣ ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । <!-- <ref name=NEJM15/> --> ବେଳେ ବେଳେ [[ମେଡିକାଲ ଇମେଜିଙ୍ଗ]] ଆବଶ୍ୟକ ହୁଏ ଓ ଏହାଦ୍ୱାରା ଅନ୍ୟ କୌଣସି ରୋଗ ସମ୍ଭାବନାକୁ ଦୂର କରାଯାଏ । <ref name=NEJM15/> [[ଏଣ୍ଡୋସ୍କୋପି]]ଦ୍ୱାରା ହିଆଟସ ହାର୍ନିଆ ନିର୍ଣ୍ଣୟ କରାଯାଏ । <ref name=BMJ2014/>
 
<!-- ପ୍ରତିଷେଧ ଓ ଚିକିତ୍ସା -->
ପୁରୁଷଙ୍କର ଗ୍ରଏନ ହାର୍ନିଆ ଲକ୍ଷଣବିହୀନ ଥିବାରୁ ମରାମତି ଆବଶ୍ୟକ ହୁଏ ନାହିଁ । <!-- <ref name=NEJM15/> --> ମହିଳାଙ୍କର ଫିମୋରାଲ ହାର୍ନିଆ ଅଧିକ ହୁଏ ଓ ଜଟୀଳତା ଅଧିକ ଦେଖାଯାଉଥିବାରୁ ମରାମତି ଆବଶ୍ୟକ ହୁଏ । <!-- <ref name=NEJM15/> --> ସ୍ଟ୍ରାଙ୍ଗୁଲେସନ ହେଲେ ତୁରନ୍ତ [[ସର୍ଜିକାଲ ଏମରଜେନ୍ସି|ଅପରେଶନ]] କରାଯାଏ । <!-- <ref name=NEJM15/> --> ବିନା [[ଜେନେରାଲ ଆନେସଥେସିଆ]]ରେ [[ଲୋକାଲ ଆନେସଥେସିଆ]] ଦେଇ ଖୋଲା ଅପରେଶନ କରିହୁଏ । <!-- <ref name=NEJM15/> --> ଲାପାରୋସ୍କୋପିକ ଅପରେସନ ପଦ୍ଧତି ପରେ କମ ଯନ୍ତ୍ରଣା ହୁଏ । <ref name=NEJM15/> ହିଆଟସ ହାର୍ନିଆ ନିମନ୍ତେ ଯିବନ‌ଚର୍ଯ୍ୟାରେ ପରିବର୍ତ୍ତନ କରାଯାଏ ଯେପରିକି ବିଛଣାର ମୁଣ୍ଡପାଖ ଟେକି ଦିଆଯାଏ, ରୋଗୀର ଓଜନ ହ୍ରାସ କରାଯାଏ ଓ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଅଣାଯାଏ । <!-- <ref name=BMJ2014/> --> [[ଏଚ୨ ବ୍ଲିକର]] କିମ୍ବା [[ପ୍ରୋଟୋନ ପମ୍ପ ଇନହିବିଟର]] ଭଳି ଔଷଧ ଦିଆଯାଏ ହିଆଟସ ହାର୍ନିଆ ନମନ୍ତେ ଦିଆଯାଏ । <!-- <ref name=BMJ2014/> --> ଏତଦ୍ୱାରା କିଛି ଉନ୍ନତି ନ ହେଲେ [[ଲାପାରୋସ୍କୋପିକ ଫଣ୍ଡିପ୍ଲିକେସନ]] ଅପରେଶନ କରାଯାଏ । <ref name=BMJ2014/>
 
<!-- ରୋଗାନୁଶୀଳନ ଓ ଇତିହାସ -->
ପ୍ରାୟ ୨୭% ପୁରୁଷ ଓ ୩ % ମହିଳାଙ୍କ ଜୀବନର କୌଣସି ନା କୌଣସି ସମୟରେ ହାର୍ନିଆ ହୁଏ । <ref name=NEJM15>{{cite journal|last1=Fitzgibbons RJ|first1=Jr|last2=Forse|first2=RA|title=Clinical practice. Groin hernias in adults.|journal=The New England journal of medicine|date=19 February 2015|volume=372|issue=8|pages=756-63|pmid=25693015}}</ref> ଏକ ବର୍ଷ ପୂର୍ବରୁ ଓ ୫୦ ବର୍ଷ ପରେ ଗ୍ରଏନ ହାର୍ନିଆ ହୁଏ । <ref name=Dom2014/> ସନ ୧୯୯୦ରେ ହାର୍ନିଆ ଯୋଗୁ ୫୫,୦୦୦ ମୃତ୍ୟୁ ହୋଇଥିଲା ବେଳେ ସନ ୨୦୧୩ରେ ୫୧,୦୦୦ ମୃତ୍ୟୁ ହୋଇଥିଲା । <ref name=GDB2013>{{cite journal|last1=GBD 2013 Mortality and Causes of Death|first1=Collaborators|title=Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013.|journal=Lancet|date=17 December 2014|pmid=25530442|doi=10.1016/S0140-6736(14)61682-2}}</ref> ଉତ୍ତର ଆମେରିକାରେ ୧୦ ରୁ ୮୦ % ହିଆଟସ ହାର୍ନିଆ ହୁଏ କିନ୍ତୁ ଅନ୍ୟ ସ୍ଥାନରେ ଏହାର ହାର ଜଣାଯାଇନାହିଁ । <ref name=BMJ2014/> ଏହି ରୋଗ ବିଷୟରେ [[ଇଜିପ୍ଟ]]ରେ [[ଏବରସ ପାପିରସ]] ଉପରେ ପ୍ରଥମେ ଲେଖାଯାଇଥିଲା । <ref>{{cite book|last1=Nigam|first1=VK|title=Essentials of Abdominal Wall Hernias|date=2009|publisher=I. K. International Pvt Ltd|isbn=9788189866938|page=6|url=https://books.google.ca/books?id=oxnNODC5wVgC&pg=PA6}}</ref>
 
{{^|{{Infobox disease
|Name = Hernia
|Image = Colonic Herniation 08787.jpg
Line ୧୫ ⟶ ୪୩:
|MeshID = D006547
}}
'''ହାର୍ନିଆ''' – ଯେତେବେଳେ ଶରୀରର କୌଣସି ଅଙ୍ଗ ତାହାର ନିକଟବର୍ତ୍ତୀ ଦୂର୍ବଳ ଆବରଣ ଭେଦ କରି ଅନ୍ୟ ଅସ୍ଵାଭାବିକ ସ୍ଥାନରେ ପ୍ରବେଶ କରେ ତାହାକୁ ହାର୍ନିଆ କହନ୍ତି <ref>[http://www.collinsdictionary.com/dictionary/english/hernia hernia]. CollinsDictionary.com. Collins English Dictionary - Complete & Unabridged 11th Edition. Retrieved December 01, 2012.</ref> । ଦେହର ଅନେକ ସ୍ଥାନରେ ହାର୍ନିଆ ଦେଖାଯାଏ ଓ ସେଥି ମଧ୍ୟରୁ ଅଧିକାଂଶ ପେଟରେ ଦେଖାଯାଏ । [[ଇଙ୍ଗୁଇନାଲ ହାର୍ନିଆ]] [[Inguinal hernia]] ବା [[କୋଳସନ୍ଧି ହାର୍ନିଆ]] ସବୁଠାରୁ ଅଧିକ ଦେଖାଯାଏ । ଏହା ବ୍ୟତୀତ [[ଫିମୋରାଲ ହାର୍ନିଆ]], ନାଭି ବା [[ଅମ୍ବିଲିକାଲ ହାର୍ନିଆ]] ([[Umbilical hernia]]), [[ଇନସିସନାଲ ହାର୍ନିଆ]] (Incisional hernia) ଓ [[ଡାୟାଫ୍ରାମାଟିକ ହାର୍ନିଆ]] ଆଦି ଦେଖା ଯାଆନ୍ତି । ପ୍ରତ୍ୟେକ ହାର୍ନିଆର ନିଜସ୍ଵ ଲକ୍ଷଣ ଓ ଚିକିତ୍ସା ଅଛି ।}}
== କାରଣ ==
ଅଧିକ ଚାପଗ୍ରସ୍ତ ହେଲେ ଗୋଟିଏ ଅଙ୍ଗ ସ୍ଥାନଚ୍ୟୁତ ହୁଏ । ଅତ୍ୟଧିକ କାଶ, ଜୋର କୁନ୍ଥାଣ, ପେଟକୁ ଅତି ଜୋରରେ ଆଘାତ, ଅସ୍ଵାଭାବିକ ଅଙ୍ଗଭଙ୍ଗିମା, ଅତ୍ୟଧିକ ଓଜନ ଉଠେଇବା ଯୋଗୁ ହାର୍ନିଆ ହୁଏ । ପରିସ୍ରା ଓ ଝାଡ଼ା ହେବାରେ କାଠିନ୍ୟ ହେଲେ ଲୋକ କୁନ୍ଥେଇବାକୁ ବାଧ୍ୟ ହୁଏ । ଏହା ଦ୍ଵାରା ପେଟ ଭିତରେ ଅଧିକ ଚାପ ପଡ଼େ । ପ୍ରୋଷ୍ଟେଟ ଗ୍ରନ୍ଥି ବଡ଼ ହେଲେ ସହଜରେ ପରିସ୍ରା କରି ହୁଏ ନାହିଁ ଓ ଚାପ ପ୍ରୟୋଗ କରିବାକୁ ହୁଏ । ସେହିଭଳି କଠିନ ମଳ ହେଲେ ଚାପ ଆବଶ୍ୟକ ହୁଏ । ସ୍ଥୌଲ୍ୟତା, ଫୁସଫୁସ ରୋଗ ଯଥା ଆଜମା ଓ ପେଟରେ ଆସାଇଟିସ (ପାଣି ଜମିବା) ହେଲେ ଚାପ ବଢେ <ref>{{cite web|url=http://www.emedicinehealth.com/hernia/page2_em.htm| title=Hernia Causes|accessdate=2010-05-24}}</ref> ।
Line ୨୨ ⟶ ୫୦:
 
== ଚିହ୍ନ ଓ ଲକ୍ଷଣ ==
{{^|[[Image:Hernia.JPG|thumb|Frontal view of an inguinal hernia (right).]]}}
ସାଧାରଣତଃ ପେଟରେ ଅଧିକ ହାର୍ନିଆ ଦେଖାଯାଏ । [[ପେଟ]]ରେ ଥିବା ବିଭିନ୍ନ ସ୍ତର କାନ୍ଥରେ ବେଳେ ବେଳେ କ୍ଷୁଦ୍ର ଦୁର୍ବଳତା ବା କଣା ରହିଯାଏ । [[ଚର୍ବି]] ବା ପେଟର ଅଙ୍ଗ ଯଥା [[ଅନ୍ତ ନଳୀ]] ତାହାର [[ପେରିଟୋନିଅମ]] ଘୋଡ଼ଣି ସହ ସେହି ଦୁର୍ବଳ ପଥ ଦେଇ ସ୍ଥାନଚ୍ୟୁତ ହୁଏ ଓ ପେଟ କାନ୍ଥର ଅନ୍ୟ ସ୍ତରମାନଙ୍କ ମଧ୍ୟରେ ରହେ । ସମୟକ୍ରମେ ଏହା ଅଧିକରୁ ଅଧିକ ନିଜ ସ୍ଥାନରୁ ବାହାରି ଆସେ । ଏହି ଭଳି ହାର୍ନିଆ [[ମେଡିଆସ୍ଟାଇନମ]]ଠାରେ ଓ [[ମେରୁଦଣ୍ଡ]]ରେ ମଧ୍ୟ ଦେଖାଯାଏ । <br />
ହାର୍ନିଆ ହୋଇଥିବା ଅଂଶ ନିଜ ସ୍ଥାନକୁ ଫେରିଯାଇପାରେ ଓ ଆଉଥରେ ବାହାରି ଆସିପାରେ । ହାର୍ନିଆ ହେବା ସ୍ଥାନରେ ସାମାନ୍ୟ କଷ୍ଟ ହୁଏ ଓ ଗୋଟିଏ ଫୁଲା ଦେଖାଯାଏ । ହାର୍ନିଆରେ ଅନ୍ତ ନଳୀ ଥିଲେ ଅଟକି ଯିବା ସମ୍ଭାବନା ଥାଏ ଓ ଏପରି ହେଲେ ତାହାର ଧମନୀ ଚିପି ହୋଇ ରକ୍ତ ସରବରାହ ବନ୍ଦ ହୋଇଯାଏ । ଏହାକୁ [[ସ୍ଟ୍ରାଙ୍ଗୁଲେଟେଡ ହାର୍ନିଆ]] କୁହାଯାଏ ଓ ଏତିକି ବେଳେ [[ଜର]], [[ବାନ୍ତି]] ମଧ୍ୟ ହୁଏ । ଏତିକି ବେଳେ ଅତ୍ୟଧିକ ଯନ୍ତ୍ରଣା ଓ ଦରଜ ହୁଏ ଏବଂ ତନ୍ତୁ ମରିଯିବା ସମ୍ଭାବନା ସୃଷ୍ଟି ହୁଏ । [[ଇଙ୍ଗୁଇନାଲ ହାର୍ନିଆ]] ହେଲେ କୋଷର ଉପର ପାର୍ଶ୍ଵରେ ଫୁଲା ଦେଖାଯାଏ ଓ ସମୟକ୍ରମେ ତଳକୁ ଖସିବାକୁ ଲାଗେ । କୋଷ ମଧ୍ୟରେ ଉପରୁ ତଳକୁ ଗୋଟିଏ କିଛି ଟାଣି ହୋଇଯିବା ଭଳି ଲାଗେ<ref>{{cite web|url=http://www.mayoclinic.com/health/inguinal-hernia/DS00364/DSECTION=symptoms| title=Symptoms|accessdate=2010-05-24}}</ref> । ହାର୍ନିଆ ନିଜ ସ୍ଥାନକୁ ଫେରି ନ ପାରିଲେ ତାହାକୁ ଇରୁଡିଇସିବ୍ଲ ହାର୍ନିଆ କୁହାଯାଏ । ଏହା ଏକ ଯାନ୍ତ୍ରଣାଦାୟକ ଅବସ୍ଥା । <br />
Line ୨୯ ⟶ ୫୭:
=== ଇଙ୍ଗୁଇନାଲ ହାର୍ନିଆ ===
[[File:Inquinalhernia.png|thumb|An incarcerated inguinal hernia as seen on CT]]
{{^|[[Image:Inguinalhernia.gif|left|thumb|Diagram of an [[indirect inguinal hernia|indirect]], [[scrotum|scrotal]] [[inguinal hernia]] ([[Anatomical position|median]] view from the left).]]}}
{{Infobox disease
|Name = Hernia
|Image = Colonic Herniation 08787.jpg
|Caption = X-ray of colonic herniation
|DiseasesDB =
|ICD10 = {{ICD10|K|40||k|40}}-{{ICD10|K|46||k|40}}
|ICD9 = {{ICD9|550}}-{{ICD9|553}}
|ICDO =
|OMIM =
|MedlinePlus = 000960
|eMedicineSubj = emerg
|eMedicineTopic = 251
|eMedicine_mult = {{eMedicine2|ped|2559}}
|MeshID = D006547
}}
ପେଟରେ ହେଉଥିବା ହାର୍ନିଆ ମଧ୍ୟରେ କୋଳସନ୍ଧି ହାର୍ନିଆ ସବୁଠାରୁ ଅଧିକ (୭୫ %) ଦେଖାଯାଏ । ଏଠାରେ ଦୁଇ ପ୍ରକାର ହାର୍ନିଆ ଦେଖାଯାଏ । [[ଇନ୍‌ଡାଇରେକ୍ଟ ହାର୍ନିଆ]] (୨/୩ ଭାଗ) ଓ [[ଡାଇରେକ୍ଟ ହାର୍ନିଆ]] । ଇଙ୍ଗୁଇନାଲ ସ୍ଥାନରେ ଗୋଟିଏ କେନାଲ ଥାଏ ଯାହାକୁ [[ଇଙ୍ଗୁଇନାଲ କେନାଲ]] କହନ୍ତି । ଏହି କେନାଲର ପଛ କାନ୍ଥରେ ଦୁର୍ବଳ ଅଂଶ ଥିଲେ ସେହି ଅଂଶ ମଧ୍ୟ ଦେଇ କେନାଲ ମଧ୍ୟକୁ କ୍ଷୁଦ୍ର ଅନ୍ତ ନଳୀ ପ୍ରବେଶ କରେ ଓ ଅଧିକ ପ୍ରବେଶ କଲେ କୋଷ ମଧ୍ୟକୁ ପ୍ରବେଶ କରେ । ଡାଇରେକ୍ଟ ହାର୍ନିଆ କେନାଲ ମଧ୍ୟରେ ପ୍ରବେଶ କରେ ନାହିଁ । ଉଭୟ ପୁରୁଷ ଓ ସ୍ତ୍ରୀଙ୍କର ହାର୍ନିଆ ହୁଏ ।
ଅନେକ ହାର୍ନିଆ ଅପରେଶନ ଆବଶ୍ୟକ କରେ ।
"https://or.wikipedia.org/wiki/ହାର୍ନିଆ"ରୁ ଅଣାଯାଇଅଛି