"ବେଟି ବଚାଓ ବେଟି ପଢ଼ାଓ ଯୋଜନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Saileshpat ପୃଷ୍ଠାଟିକୁ ବେଟି ବଚାଓ ବେଟି ପଢ଼ାଓରୁ ବେଟି ବଚାଓ ବେଟି ପଢ଼ାଓ ଯୋଜନାକୁ ଘୁଞ୍ଚାଇଲେ: ଏହା ଏକ ସରକାରି...
୧ କ ଧାଡ଼ି:
[[File:PM Modi at the launch of “Beti Bachao, Beti Padhao” programme.jpg|thumb|ପ୍ରଧାନମନ୍ତ୍ରୀ [[ନରେନ୍ଦ୍ର ମୋଦୀ]] ଉଦ୍ଘାଟନୀ ସମାରୋହରେ [[ମାଧୁରୀ ଦୀକ୍ଷିତ]] ''(ବାମରେ)'' ଏବଂ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ [[ମେନକାମାନେକା ଗାନ୍ଧି]]ଙ୍କ ସହ ।]]
'''Betiଶିଶୁ Bachaoକନ୍ୟାକୁ ବଞ୍ଚାଅ, Betiଝିଅକୁ Padhaoପଢ଼ାଅ''' (BBBP)''(ଶିଶୁBeti କନ୍ୟାକୁ ବଞ୍ଚାଅBachao, ଝିଅକୁBeti ପଢାଅPadhao)''(BBBP) [[ଭାରତ ସରକାର]]ଙ୍କ ଏକ ଯୋଜନା ଯାହାର ଲକ୍ଷ୍ୟ ହେଉଛି ଶିଶୁ କନ୍ୟାର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି, ମହିଳାଙ୍କ କାର୍ଯ୍ୟଦକ୍ଷତା ଏବଂ ସାମଗ୍ରିକ ଅଭିବୃଦ୍ଧି । [[ନରେନ୍ଦ୍ର ମୋଦୀ]] ୨୨ ଜାନୁଅାରୀ ୨୦୧୫ ରେ [[ହରିଆଣା]]ର ପାନିପଥଠାରେ ଏହି ଯୋଜନାର ଉଦ୍ଘାଟନ କରିଛନ୍ତି । <ref>[http://www.newindianexpress.com/nation/PM-to-Taunch-Beti-Bachao-Beti-Padhao-Programme-from-Haryana/2014/12/31/article2597270.ece PM to Launch 'Beti Bachao, Beti Padhao' Programme from Haryana]</ref><ref>[http://economictimes.indiatimes.com/news/politics-and-nation/pm-narendra-modi-to-launch-beti-bachao-beti-padhao-programme-from-haryana/articleshow/45707186.cms PM Narendra Modi to launch 'Beti Bachao, Beti Padhao' programme from Haryana]</ref>ଏହି କାର୍ଯ୍ୟକ୍ରମର ପ୍ରାରମ୍ଭିକ କର୍ପସ ପାଣ୍ଠି ହେଉଛି ୧୦୦ କୋଟି । <ref>[http://wcd.nic.in/tender/Beti_bachao_beti_padhao_campaign_24072014.pdf Beti Bachao, Beti Padhao]</ref>
 
୨୦୧୧ ସେନସସ ତଥ୍ୟ ଅନୁସାରେ ଭାରତରେ ଶିଶୁମାନଙ୍କ ଲିଂଗ ଅନୁପାତ (୦-୬ ବର୍ଷ) ପ୍ରତି ୧୦୦୦ ଟି ପୁଅଙ୍କ ମଧ୍ୟରେ ୯୨୭ ଜଣ ଝିଅ, ଯାହା ଉଲ୍ଲେଖନୀୟ ଭାବେ ୯୧୮କୁ ହ୍ରାସ ଘଟିଛି । <ref>http://wcd.nic.in</ref>
୬ କ ଧାଡ଼ି:
[[ଆନ୍ତର୍ଜାତିକ ଶିଶୁକନ୍ୟା ଦିବସ]] ଉପଲକ୍ଷେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ [[ନରେନ୍ଦ୍ର ମୋଦୀ]] ଏକ ବ୍ୟକ୍ତବ୍ୟରେ କନ୍ୟାଭ୍ରୂଣ ହତ୍ୟାର ମୁଳୋତ୍ପାଟନ ସହ My Gov portal ମାଧ୍ୟମରେ ଜନସାଧାରଣଙ୍କ ଠାରୁ ଏହାର ସମାଧାନ ପ୍ରସ୍ତାବଗୁଡ଼ିଏ ପାଇଁ ଆହ୍ବାନ ଦେଇଛନ୍ତି । <ref>[http://www.dnaindia.com/india/report-pm-narendra-modi-invites-ideas-on-beti-bachao-beti-padhao-2025163 PM Narendra Modi invites ideas on "Beti Bachao, Beti Padhao"]</ref>
==ବିଶେଷ ଧ୍ୟାନଦିଆଯିବକୁ ଥିବା କିଛି ମୂଖ୍ୟବିନ୍ଦୁ==
* ଲିଂଗଗତ ସମାନତା ପାଇଁ ସଚେତନତା
*ମହିଳାଙ୍କୁ ଶିକ୍ଷା ସୁନିଶ୍ଚିତ କରାଇବା
*ସ୍ବାସ୍ଥ୍ୟ ଚିକିତ୍ସା ଏବଂ ସ୍ବାସ୍ଥ୍ୟ ସମସ୍ୟା
୩୯ କ ଧାଡ଼ି:
==ଆଧାର==
{{ଆଧାର}}
 
[[ଶ୍ରେଣୀ:୨୦୧୫ ମହିଳା ଇତିହାସ ମାସରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]
[[ଶ୍ରେଣୀ:ଭାରତ ସରକାରଙ୍କ ଯୋଜନା]]