"ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ (ଡାକିନ୍ୟାଂ), ଭୀମପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ପୃଷ୍ଠାଟିକୁ ଖାଲି କରିଦେଲେ
ଟିକେ ତଥ୍ୟ ଅନୁବାଦ
୧ କ ଧାଡ଼ି:
{{ଛୋଟ|Bhimashankar Jyortilinga(Dakinyam), Bhimpur}}
{{Infobox Mandir
|name = ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ(ଡାକିନ୍ୟାଂ), ଭୀମପୁର
|image = Bhimshankar Jyotirlinga(Dakinyam) temple at Bhimpur.JPG|Bhimshankar Jyotirlinga(Dakinyam) temple at Bhimpur
|image_size = frameless
|alt = ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ(ଡାକିନ୍ୟାଂ), ଭୀମପୁର
|caption = ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ(ଡାକିନ୍ୟାଂ), ଭୀମପୁର
|pushpin_map =
|latd = 19| latm = 09| lats = 32.75 | latNS = N
|longd= 83| longm= 55| longs =04.07 | longEW = E
|coordinates_region = <!-- See [[ISO 3166-1 alpha-2]]: IN for India, ... -->
|coordinates_display = title
|coordinates_footnotes=
|map_caption =
|map_size = 150
|other_names =
|script_name = <!--Enter name of local script used-->
|script = <!--Enter the template name in the local script used -->
|country = {{flag|ଭାରତ}}
|state/province = [[ଓଡ଼ିଶା]]
|district = [[ରାୟଗଡ଼ା ଜିଲ୍ଲା|ରାୟଗଡ଼ା]]
|locale =
|elevation_m = 91
|elevation_footnotes =
|primary_deity = [[ଶିବ]]
|important_festivals = [[ମହା ଶିବରାତ୍ରି]]
|architectural_styles =
|number_of_temples =
|number_of_monuments =
|inscriptions =
|date_built =
|creator =
|temple_board =
|website = [http://www.bhimsankarjyotirling.org/ "bhimsankarjyotirling"]
}}
 
ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ(ଡାକିନ୍ୟାଂ), ଭୀମପୁରସ୍ଥ ଶିବଲିଙ୍ଗ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ ବୋଲି ବିଶ୍ଵାସ କରାଯାଏ<ref>[https://en.wikipedia.org/wiki/Gunupur#Bhimasankar Jyotirlinga]Bhimashankar Jyotirlinga in Wikipedia</ref> ।
==ଇତିହାସ==
ମହର୍ଷି ବେଦଦ୍ବ୍ୟାଦଙ୍କ୍ ରଚିତ ତଥା ବାବାଜୀ ବୈଷ୍ଣବ ଚରଣ ଦାସଙ୍କ ଅନୁବାଦିତ ଲିଙ୍ଗପୁରାଣ<ref>[https://ia801701.us.archive.org/28/items/puran_ling/Ling.pdf "Linga Purana"]</ref> ଅନୁସାରେ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ମଧରୁ ଗୋଟିକର ଅବସ୍ଥିତି ହେଉଛି "ଡାକିନ୍ୟେ ଭୀମଶଙ୍କରେ" । ମହେନ୍ଦ୍ରତନୟା ନଦୀ ଉପକୂଳ ତଥା ମହେନ୍ଦ୍ରଗିରିର ପଶ୍ଚିମାଞ୍ଚଳରେ ଅବସ୍ଥିତ ବିସ୍ତିର୍ଣ୍ଣ ଅଞ୍ଚଳ ଡାକିନୀ ଅଞ୍ଚଳ ଭାବେ ପୂରାଣ ପ୍ରସିଦ୍ଧ<ref>[http://hindudatabase.blogspot.in/2011/11/moteshwar-mahadev.html "Hindu database"]Bhimsankar temple in Bhimpur</ref> । ଭୀମପୁରର ଏହି ପୁରାଣ ପ୍ରସିଦ୍ଧ ସ୍ଥଳରେ ଅବସ୍ଥିତ ଶିବଲିଙ୍ଗକୁ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗର ଅନ୍ତର୍ଭୁକ୍ତ କରିବାରେ ଭିନ୍ନ ଭିନ୍ନ ମତ ରହିଅଛି<ref>[http://www.bhaveshpatel.info/twelve-jyotirlingas-of-lord-shiva-2.html "Bhabeshpatel"]Tweleve jyotirlingas</ref><ref>[http://www.sumasurya.in/content/dwadasha-jyotirlinga Sumasurya"]Dwadash jyotirlingam</ref><ref>[http://en.wikipedia.org/wiki/Jyotirlinga#cite_note-10 "12Jyotirlingam"]</ref><ref>[http://eshwarthegod.blogspot.in/2011/08/bhimashankar-temple-in-pune.html "Sarvamsivamayam"]</ref> । ଆଦିଶଙ୍କରାଚାର୍ଯ୍ୟଙ୍କ ରଚିତ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ସ୍ତୋତ୍ରରେ<ref>[http://www.hindudharmaforums.com/showthread.php?t=1869 "Adishankaracharya"] Dwadash jyotirlinga strotam</ref> ମଧ୍ୟ "ଡାକିନ୍ୟେ ଭୀମଶଙ୍କର" ଏହି ଶିବଲିଙ୍ଗକୁ ଲକ୍ଷ୍ୟ କରେ ବୋଲି ଅନେକେ ବିଶ୍ଵାସ କରନ୍ତି । ଉକ୍ତ ଶିବଲିଙ୍ଗର ବିଶେଷତ୍ଵ ହେଉଛି ଯେ ଏହାଙ୍କ ଶକ୍ତି ଚତୁଷ୍କୋଣ ବିଶିଷ୍ଟ ଏବଂ ଏହି ଲିଙ୍ଗରେ ଉପବୀତ ଚିହ୍ନ ରହିଅଛି । ୧୯୭୪ ମସିହାରେ ପ୍ରତ୍ନତତ୍ତ୍ଵ ବିଭାଗ ଦ୍ଵାରା ଖନନ ହେବାପରେ ଏହା ଲୋକ ଲୋଚନକୁ ଆସିଲା । ନିକଟସ୍ଥ ମହେନ୍ଦ୍ର ତନୟା ନଦୀ ଉପରେ ମାଛଡିଆଁ ଜଳପ୍ରପାତ ଭକ୍ତ ତଥା ପର୍ଯ୍ୟଟକ ମାନଙ୍କର ଆକର୍ଷଣ ପାଲଟିଛି ।
 
==ଭୂଗୋଳ==
ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ(ଡାକିନ୍ୟାଂ), ଭୀମପୁରର ଭୌଗୋଳିକ ଅବସ୍ଥିତି ହେଉଛି Lat. 19° 09′ 32″ N and Long. 83° 55′′ 04″ E । ଏହା ରାୟଗଡା ଜିଲ୍ଲାର ଗୂଣୁପୂର ସହରଠାରୁ ମାତ୍ର ୩୦&nbsp;km ଦୂରରେ ଅବସ୍ଥିତ । ଗୂଣୁପୂର ହେଉଛି ନିକଟସ୍ଥ ରେଳଷ୍ଟେସନ ।
 
== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
 
* [http://rayagada.nic.in/ ରାୟଗଡ଼ା ଜିଲ୍ଲାର ସରକାରୀ ପୃଷ୍ଠା]
{{ମୁଣ୍ଡିଆ}}
 
{{ଓଡ଼ିଶାର ଶିବ ମନ୍ଦିର}}
{{ରାୟଗଡ଼ା ଜିଲ୍ଲା}}
[[ଶ୍ରେଣୀ:ଓଡ଼ିଶାର ହିନ୍ଦୁ ମନ୍ଦିର]]
[[ଶ୍ରେଣୀ:ଓଡ଼ିଶା ପର୍ଯ୍ୟଟନ]]