"ବିଶ୍ୱନାଥ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୦ କ ଧାଡ଼ି:
 
== ସମାଜସେବା ==
ପ୍ରଥମେ ସେ ସ଼୍ବତଂତ୍ର ଓଡିଶା ପ୍ରଦେଶ ପାଈଁ ଆଂଦୋଳନରେ ସାମିଲ ହେଲେ । ପରେ '''ବନବାସୀ ସେବା ସମିତି'''ରେ କାମ କରି ବିକାଶ ମୂଳକ କାମରେ ମନଦେଲେ। ଆଚାର୍ଯ୍ୟ [[ବିନୋବା ଭାବେ]] ଙ୍କ ଭୂଦାନ ଆନ୍ଦୋଳନରେ ନିଜକୁ ସାମିଲ କରି, ବିଶେଷକରି କୋରାପୁଟ ଜିଲ୍ଲାରେ ଭୂଦାନ ଆନ୍ଦୋଳନର ନେତ୍ରୁତ୍ବ ନେଲେ ବିଶ୍ବନାଥ ପଟ୍ଟନାଯକ । ସେହିଠାରୁ ଆରମ୍ଭ ହେଲା ତାଙ୍କର ସମାଜସେବା ।
୯୩ ବର୍ଷରେ ତାଂକର ଦେହାଂତ ହେଲ। ।