"ଲକ୍ଷ୍ମୀନାରାୟଣ ସାହୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଲକ୍ଷ୍ମୀନାରାୟଣ ସାହୁ ନାମକ ନୂଆ ବିଷୟ ଲେଖାଗଲା
 
{{ଛୋଟ|Laxminarayan Sahu}} ଲେଖାଗଲା
୧ କ ଧାଡ଼ି:
{{ଛୋଟ|Laxminarayan Sahu}}
'''ଡଃ ଲକ୍ଷ୍ମୀନାରାୟଣ ସାହୁ''' (୩ ଅକ୍ଟୋବର ୨୮୯୦ - ୮ ଜାନୁଆରୀ ୧୯୫୩)[[ଓଡ଼ିଶା]]ର ଜଣେ ଖ୍ୟାତନାମା ଲେଖକ, କବି, ସାମ୍ଵାଦିକ, ସମାଜସେବୀ, ସଂସ୍କାରକ, ଐତିହାସିକ ଓ ରାଜନୀତିଜ୍ଞ ଥିଲେ <ref name=a>{{cite book|title=Eminent Indians who was who, 1900-1980, also annual diary of events|year=1985|page=286|url=http://books.google.co.in/books?id=bLEZAAAAYAAJ&q=LAXMINARAYAN+SAHU+ORISSA+PADMASHREE&dq=LAXMINARAYAN+SAHU+ORISSA+PADMASHREE&hl=en&sa=X&ei=9fbfT_W8N82rrAe3582YDQ&ved=0CEkQ6AEwAw}}</ref><ref name=c/>।<br />
[[ବାଲେଶ୍ଵରର]] ମଣିଖମ୍ଵ ଗ୍ରାମର ଖେତ୍ରମୋହନ ସାହୁଙ୍କର ସେ ଏକମାତ୍ର ସନ୍ତାନ ଥିଲେ <ref name=c/>। ସ୍କୁଲ ଶିକ୍ଷା ପରେ ସେ ଏକାଧିକ ବିଷୟରେ ଏମ୍.ଏ. ଓ ଏଲ୍.ଏଲ୍.ବି. ପାସ କରିଥିଲେ <ref name=a/>। ସେ ଜଣେ ପ୍ରସିଦ୍ଧ ଶିକ୍ଷକ ଥିଲେ <ref name=c/>। ସେ ତାଙ୍କର ଜନଜାତି ସମ୍ପର୍କୀୟ ଲେଖା ଯୋଗୁ ଖ୍ୟାତିପ୍ରାପ୍ତ ହୋଇଥିଲେ । ଜନଜାତିଙ୍କର ପୁରୁଷ ପୁରୁଷ ଧରି ଚଳିଆସୁଥିବା ମୂଖନିସୃତ କାହାଣୀରେ ସ୍ଵର୍ଗ, ନର୍କ, ସୃଷ୍ଟି ଓ ମୃତ୍ୟୁ ବିଷୟରେ ସେ ଲେଖିଚାଲିଥିଲେ <ref>{{cite book|title=Midwest folklore , Volumes 10-11|year=1960|publisher=Indiana University|page=191|url=http://books.google.co.in/books?id=i4YZAAAAMAAJ&q=LAXMINARAYAN+SAHU+ORISSA+PADMASHREE&dq=LAXMINARAYAN+SAHU+ORISSA+PADMASHREE&hl=en&sa=X&ei=9fbfT_W8N82rrAe3582YDQ&ved=0CEQQ6AEwAg}}</ref>। ଓଡ଼ିଶାର ଗ୍ରାମ୍ୟ ନାଚ ତଥା ସଙ୍ଗୀତ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ ଓ ତାହାର ଉନ୍ନତି ଓ ସ୍ଥାୟୀତ୍ଵ ନିମନ୍ତେ କାମ କରିଥିଲେ <ref name=b>{{cite book|title=Six acres and a half: Oriya novel: Chhamana atha guntha|year=1967|publisher=Ministry of Information and Broadcasting, Govt. of India|page=5|url=http://books.google.co.in/books?id=GtRHAAAAMAAJ&q=LAXMINARAYAN+SAHU+ORISSA+PADMASHREE&dq=LAXMINARAYAN+SAHU+ORISSA+PADMASHREE&hl=en&sa=X&ei=9fbfT_W8N82rrAe3582YDQ&ved=0CEAQ6AEwAQ}}</ref>। ଓଡ଼ିଆ ଛଡା ହିନ୍ଦି, ବଙ୍ଗଳା ଓ ସଂସ୍କୃତରେ ମଧ୍ୟ ଲେଖା ଲେଖି କରୁଥିଲେ । ଗଳ୍ପ ମଧ୍ୟରେ ବୀଣା, ସୁଲତା, କଣ୍ଟ୍ରୋଲ ରୁମ୍, କବିତା ମଧ୍ୟରେ ପଶର ଓ ସାମାଜିକ ଗଳ୍ପ ସ୍ପ୍ରିଙ୍ଗ ଅଫ୍ ଦି ସୋଲ୍ ତାଙ୍କୁ ପ୍ରସିଦ୍ଧି ଆଣିଥିଲା । ଓଡ଼ିଆ ଖବରକାଗଜ ସହକାର ଓ ଇଂରାଜୀ ଖବରକାଗଜ ସ୍ଟାର ଅଫ୍ ଉତ୍‌କଲ୍‌ରେ ଲେଖୁଥିଲେ <ref name=c>[http://baleswar.nic.in/lakshinarayan.htm Laxminarayan Sahu] Balasore Official Website</ref>। [[ଅସ୍ପୃଶ୍ୟପ୍ରଥା]] ଓ ମହିଳାମାନଙ୍କ ଦୁର୍ଗତି ବିରୁଦ୍ଧରେ ସେ ସମାଜ ସଂସ୍କାରକ ଭାବେ କାମ କରୁଥିଲେ ।<br />