"ରୋନାଲ୍‌ଡ ରସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ରୋନାଲ୍‌ଡ ରସ୍ ନାମରେ ଗୋଟିଏ ନୂଆ ବିଷୟ ଆରମ୍ଭ କରାଗଲା
 
୨୦ କ ଧାଡ଼ି:
}}
 
'''ରୋନାଲ୍‌ଡ ରସ୍''', କେ.ସି.ବି., ଏଫ୍.ଆର୍.ଏସ୍.<ref>{{cite journal|last=N.|first=G. H. F.|title=Sir Ronald Ross. 1857-1932|journal=Obituary Notices of Fellows of the Royal Society|volume=1|issue=2|pages=108–115|doi=10.1098/rsbm.1933.0006|year=1933}}</ref><ref name=rajkumar>{{cite journal|last=Rajakumar|first=K|coauthors=Weisse, M|title=Centennial year of Ronald Ross' epic discovery of malaria transmission: an essay and tribute.|journal=Southern medical journal|volume=92|issue=6|pages=567–71|pmid=10372849|year=1999}}</ref> (୧୩ ମଇ ୧୮୫୭ - ୧୬ ସେପ୍ଟେମ୍ବର ୧୯୩୨) ଭାରତରେ ଜନ୍ମ ଗ୍ରହଣ କରିଥିବା ଜଣେ ବ୍ରିଟିସ ମେଡିକାଲ ଡାକ୍ତର ଥିଲେ ଯିଏ ମ୍ୟାଲେରିଆ ସମ୍ବନ୍ଧରେ କାମ କରି ୧୯୦୨ ମସିହାରେ [[ଫିଜିଓଲୋଜି]] ବା [[ମେଡିସିନମେଡ଼ିସିନ]]ରେ [[ନୋବେଲ ପୁରସ୍କାର]] ପାଇଥିଲେ । [[ମଶା]]ର ଖାଦ୍ୟ ନଳୀରେ ମ୍ୟାଲେରିଆ [[ପରଜୀବି]] ଆବିଷ୍କାର କରିବା ଦ୍ଵାରା ସେ ପ୍ରମାଣିତ କଲେ ଯେ ଏହି ରୋଗ ମଶାମାନଙ୍କଦ୍ଵାରା ସଂକ୍ରମିତ ହୁଏ । ସେ ଏକାଧାରରେ ଅଙ୍କ ବିଶାରଦ, ଗୀତ ଲେଖକ, ନଭେଲ ଲେଖକ, କଳାକାର ଓ ସ୍ଵର ସଂଯୋଜକ ଥିଲେ । ଭାରତୀୟ ମେଡିକାଲମେଡ଼ିକାଲ ସର୍ଭିସରେ ସେ ୨୫ ବର୍ଷ ଧରି କାମ କରିଥିଲେ । ଏହି ଚାକିରୀ ସମୟରେ ସେ ଯୁଗାନ୍ତକାରୀ ଆବିଷ୍କାର କରିଥିଲେ । ଏହା ପରେ ଚାକିରୀରୁ ତ୍ୟାଗ ପତ୍ର ଦେଇ ଭାରତ ଛାଡିଛାଡ଼ି [[ଲିଭରପୁଲ ସ୍କୁଲ ଅଫ ଟ୍ରପିକାଲ ମେଡିସିନମେଡ଼ିସିନ]]ରେ ଯୋଗ ଦେଲେ ଓ ପ୍ରଫେସର ତଥା ଚେୟାର ରୁପେ ୧୦ ବର୍ଷ କାମ କରିଥିଲେ । ୧୯୨୬ ମସିହାରେ [[ରସ ଇନ୍‌ସ୍ଟିଚ୍ୟୁଟ ଓ ହସପିଟାଲ]]ରେ ଡାଇରେକ୍ଟର ଇନ୍ ଚିଫ୍ ରୁପେ କାର୍ଯ୍ୟ କଲେ । ସେ ସେଠାରେ ମୃତ୍ୟୁ ପର୍ଯ୍ୟନ୍ତ କାମ କରିଥିଲେ<ref name=cdc>{{cite web|title=Ross and the Discovery that Mosquitoes Transmit Malaria Parasites|url=http://www.cdc.gov/malaria/about/history/ross.html|publisher=Centers for Disease Control and Prevention|accessdate=31 January 2014|date=8 February 2010}}</ref><ref name=kakk>{{cite web|title=Sir Ronald Ross (1857-1932)|url=http://www.malariasite.com/malaria/ross.htm|publisher=Dr. B.S. Kakkilaya's Malaria Web Site|accessdate=31 January 2014}}</ref> ।
 
== ଆଧାର ==
{{ଆଧାର}}
 
[[ଶ୍ରେଣୀ:୧୮୫୭ ଜନ୍ମ]]
 
[[ଶ୍ରେଣୀ:୧୯୩୨ ମୃତ୍ୟୁ]]
[[ଶ୍ରେଣୀ:ଚିକିତ୍ସା ବିଜ୍ଞାନ]]
[[ଶ୍ରେଣୀ:ନୋବେଲ ପୁରସ୍କାର]]
 
{{Link FA|hu}}
{{Link GA|zh}}