"ଋତୁସ୍ରାବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ସମ୍ୟକ ଦୃଷ୍ଟିପାତ: ଶାରୀରିକ ଅନୁଭୁତି ଲେଖାଗଲା
୭ କ ଧାଡ଼ି:
[[File:MenstrualCycle2 en.svg|thumb|right|350px|[[Menstrual cycle]]]]
ନିୟମିତ ଋତୁସ୍ରାବ ପ୍ରାୟ ୩ ରୁ ୫ ଦିନ ପର୍ଯ୍ୟନ୍ତ ହୁଏ କିନ୍ତୁ ୨ ରୁ ୭ ଦିନ ପର୍ଯ୍ୟନ୍ତ ସାଧାରଣ<ref name="US-typical">{{cite web|title=Menstruation and the Menstrual Cycle|url=http://www.4woman.gov/faq/menstru.htm#4|accessdate=11 June 2005|publisher=Womenshealth.gov|date=November 2002|archiveurl=http://web.archive.org/web/20070302205256/http://www.4woman.gov/faq/menstru.htm|archivedate=2 Mar 2007}}</ref> ବୋଲି ଧରାଯାଏ । ଋତୁସ୍ରାବର ପ୍ରଥମ ଦିନଠାରୁ ଆରମ୍ଭ କରି ପରବର୍ତ୍ତୀ ଋତୁସ୍ରାବ ଆରମ୍ଭ ପର୍ଯ୍ୟନ୍ତ ସମୟକୁ ଋତୁ ଚକ୍ର (Menstrual cycle) କୁହାଯାଏ । ଏହା ୨୮ ଦିନ ସମୟ ନିଏ କିନ୍ତୁ ୨୧ ରୁ ୩୫ ଦିନ ସମୟକୁ ସାଧାରଣ (Normal) <ref>{{cite web|last=American Congress of Obstetricians and Gynecologists|title=Menstruation in girls and adolescents: Using the menstrual cycle as a vital sign|url=http://www.acog.org/Resources_And_Publications/Committee_Opinions/Committee_on_Adolescent_Health_Care/Menstruation_in_Girls_and_Adolescents_-_Using_the_Menstrual_Cycle_as_a_Vital_Sign|publisher=ACOG}}</ref> ବୋଲି ଧରାଯାଏ । କୁଆଁରୀ ସମୟରେ ୨୧ ରୁ ୪୫ ଦିନ ପର୍ଯ୍ୟନ୍ତ ଋତୁ ଚକ୍ର ହୋଇ ପାରେ । ଋତୁସ୍ରାବ ପୂର୍ବରୁ ସ୍ତନ ପୀଡ଼ା ଫୁଲା ଓ ବ୍ରଣ ଇତ୍ୟଦି ଲକ୍ଷଣମାନଙ୍କୁ ଋତୁସ୍ରାବ ପୂର୍ବ ମୋଲିମିନା (Premenstrual '''molimina''')<ref>https://en.wiktionary.org/wiki/molimina</ref> କୁହାଯାଏ । <br />
ସାଧାରଣତଃ ଋତୁସ୍ରାବ ପରିମାଣ ୩୫ ମିଲି.ଲି (ବଡ଼ ଚା ଚାମଚରେ ୨.୪ ଚାମଚ) ହୋଇଥିଲେ ମଧ୍ୟ ୧୦ ରୁ ୮୦ ମିଲି.ଲି ପରିମାଣକୁ ନର୍ମାଲ ବା ସାଧାରଣ ବୋଲି ଧରାଯାଏ । ଏହି ସ୍ରାବକୁ ଋତୁ ତରଳ ପଦାର୍ଥ କହିବା ଅଧିକ ସମିଚୀନ ହେବ । ଏହି ପଦାର୍ଥରେ କିଛି ପରିମାଣ ରକ୍ତ, ଜରାୟୁ ମୂଖର ଝିଲ୍ଲୀ, ଜୋନୀପଥ ସ୍ରାବ, ଓ ଜରାୟୁର ଭିତର ଆସ୍ତରଣର ତନ୍ତୁ ଥାଏ । ଏହି ସ୍ରାବର ରଙ୍ଗ ବ୍ରାଉନ ଲାଲ ହୁଏ, ଶୀରା ରକ୍ତଠାରୁ ଟିକିଏ ଗାଢ଼ ।
== ଶାରୀରିକ ଅନୁଭୁତି ==
ମହିଳାମାନଙ୍କର ଋତୁଚକ୍ର ସମୟରେ ହରମୋନ କମ ବେଶି ହେବା ଯୋଗୁ କେତେକ ଶାରୀରିକ ଲକ୍ଷଣ ଦେଖାଯାଏ । [[ଋତୁସ୍ରାବ]] ସମୟରେ ଓ ପୂର୍ବରୁ [[ଜରାୟୁ]]ର ମାଂସପେଶୀ ସଙ୍କୋଚନ ହେତୁ [[କ୍ରାମ୍ପ]] ହୁଏ ଓ ଯନ୍ତ୍ରଣା ହୁଏ । କେତେକ ମହିଳା ଥକ୍କା ଅନୁଭବ କରନ୍ତି, ସ୍ତନ ଦରଜ ହୁଏ, ବାନ୍ତି ଲାଗେ ଓ ଯୌନ ଇଚ୍ଛାରେ ପରିବର୍ତ୍ତନ ହୁଏ । ଜଳୀୟ ଅଂଶ ଅଧିକ ହେବାରୁ ସ୍ତନ ଫୁଲି ଯାଏ ଓ ଅଶ୍ଵସ୍ତି ଲାଗେ । ଏହି ଅନୁଭୁତି ଗୁଡ଼ିକ ବହୁତ କମ ହୁଏ । କମ ପରିମାଣର ଲୁଣ, କେଫିନ ଓ ମଦ୍ୟପାନ କରିବା ସହ ସ୍ଵାସ୍ଥ୍ୟପ୍ରଦ ଖାଦ୍ୟ ଖାଇବା ଦ୍ଵାରାଏହି ଲକ୍ଷଣ କମିଯାଏ <ref>{{cite web|title=Water retention: Relieve this premenstrual symptom|url=http://www.mayoclinic.com/health/water-retention/WO00130|publisher=Mayo Clinic|accessdate=20 September 2011}}</ref>। ଏହି ଲକ୍ଷଣ ସମୁହ ସବୁ ଋତୁସ୍ରାବ ସମୟରେ ସମାନ ଅନୁଭୁତ ହୁଏ ନାହିଁ ଓ ସବୁ ମହିଳାଙ୍କର ସମାନ ଅନୁଭୁତି ହୁଏ ନାହିଁ । ଏହା ଯୋଗୁ ଦୈନନ୍ଦିନ କାର୍ଯ୍ୟରେ ବାଧା ହେଲେ ତାହାକୁ [[ପ୍ରିମେନସ୍ଟ୍ରୁଆଲ ଡିସଫୋରିକ ଡିଜଅର୍ଡର]] ([[ premenstrual dysphoric disorder]]) କହନ୍ତି । <br />
=== ଯନ୍ତ୍ରଣାଦାୟକ କ୍ରାମ୍ପ ===
 
== ଆଧାର ==
{{ଆଧାର}}
"https://or.wikipedia.org/wiki/ଋତୁସ୍ରାବ"ରୁ ଅଣାଯାଇଅଛି