"ଅପସ୍ମାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଉପଲବ୍ଧ: ଲେଖାଗଲା
୮୯ କ ଧାଡ଼ି:
==== ଉପଲବ୍ଧ ====
ଆମେରିକାରେ ୨୦ ଟି ଔଷଧ ବ୍ୟବହାର ନିମନ୍ତେ ସ୍ଵିକୃତି ପାଇଛି । ସେଗୁଡିକର ନାମ: କାର୍ବାମାଜେପିନ୍ (ଟେଗ୍ରେଟଲ୍), କ୍ଲୋରାଜେପେଟ, କ୍ଲୋନାଜେପାମ, ଇଥୋସକ୍ସାମାଇଡ, ଫେଲବାମେଟ, ଫସଫେନିଟଏନ, ଗାବାପେଣ୍ଟିନ, ଲାକୋସାମାଇଡ, ଲାମୋଟ୍ରିଗିନ, ଲେଭେଟିରାସେଟାମ, ଅକ୍ସକାର୍ବାଜେପିନ୍, ଫେନୋବାର୍ବିଟାଲ, ଫେନିଣ୍ଟଏନ୍, ପ୍ରିଗାବାଲିନ୍, ପ୍ରିମିଡୋନ, ଟିଆଗାବାଇନ୍, ଟୋପିରାମେଟ, ଭାଲପ୍ରୋଏଟ ଏବଂ ଜୋନିସାମାଇଡ । ଅଧିକାଂଶ ଔଷଧ ୧୯୯୦ ମସିହା ପରେ ସୃଷ୍ଟି ହୋଇଛି ।
==== କାର୍ଯ୍ୟଦକ୍ଷତା ====
ବ୍ୟବହାର ହେଉଥିବା ଔଷଧ ଅନ୍ତତଃ ୫୦ % ରୋଗୀଙ୍କର ବାତ ୫୦ % ଉପଶମ ହେଲେ ତାହାକୁ କାର୍ଯ୍ୟଦକ୍ଷ(Effective) କୁହାଯିବ । ସର୍ବୋତ୍କ୍ରୁଷ୍ଟ ଆଣ୍ଟିକନ୍‌ଭଲସାଣ୍ଟ ଚିକିତ୍ସା ସତ୍ତ୍ଵେ ୨୦ % ରୋଗୀଙ୍କର ମଝିରେ ମଝିରେ ବାର ମର ଜାରି ରହେ । <br />
==== ସୁରକ୍ଷା ଓ ପାର୍ଶ୍ଵ ପ୍ରତିକ୍ରିୟା ====
୮୮ % ରୋଗୀଙ୍କର ଅନ୍ୟୁନ ଗୋଟିଏ ପାର୍ଶ୍ଵ ପ୍ରତିକ୍ରିୟା ରହିଥିବା ଗୋଟିଏ ଇଉରୋପିଆନ ଅନୁଶୀଳନରୁ ଦେଖାଯାଇଛି <ref>{{cite journal |author=Baker GA |year=1997 |title=Quality in life in people with epilepsy: a European study |journal=Epilepsia |volume=38 |pages=353–362 |doi=10.1111/j.1528-1157.1997.tb01128.x |pmid=9070599 |issue=3 |author-separator=, |author2=Jacoby A |author3=Buck D |display-authors=3 |last4=Stalgis |first4=Carlos |last5=Monnet |first5=Dominique}}</ref>। ଅଧିକାଂଶ ପାର୍ଶ୍ଵ ପ୍ରତିକ୍ରିୟା କମ ଧରଣର ହୁଏ, ମାତ୍ରା ବ୍ୟତିକ୍ରମ(Dose related) ଯୋଗୁ ହୁଏ ଓ ଉପଯୁକ୍ତ ଚିକିତ୍ସା ଦ୍ଵାରା ମୋଟେ ପ୍ରତିକ୍ରିୟା ହୁଏ ନାହିଁ ବା ସ୍ଵଳ୍ପ ପରିମାଣ ହୁଏ । କେତେକ ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟରେ ଯକୃତ ବିଷାକ୍ତ, ଆପ୍ଲାସ୍ଟିକ୍ ଆନିମିଆ ଓ ଚର୍ମ ରୋଗ ମୂଖ୍ୟତଃ ଦେଖାଯାଏ । ଗର୍ଭିଣୀ ମହିଳାମାନଙ୍କର ବିକୃତ ଛୁଆ ହେବା ସମ୍ଭାବନା ରହେ ।<br />
==== ଆଣ୍ଟିକନ୍‌ଭଲସାଣ୍ଟ ବ୍ୟବହାର ଓ ଚିକିତ୍ସା ====
ଆଣ୍ଟିକନ୍‌ଭଲସାଣ୍ଟ ପ୍ରେସକ୍ରିପସନ ଦେବାବେଳେ ଚିକିତ୍ସକଙ୍କ ମୂଳ ଲକ୍ଷ ରହେ ଯେପରି ବାତ ଆଦୌ ହେବ ନାହିଁ ଓ ଯଥା ସମ୍ଭବ କମ ପାର୍ଶ୍ଵ ପ୍ରତିକ୍ରିୟା ହେବ । ଅନେକ ରୋଗୀ ଗୋଟିଏ ଔଷଧ ବ୍ୟବହାର କରନ୍ତି ଓ କେତେକେଙ୍କର ଏକାଧିକ ଔଷଧ ଆବଶ୍ୟକ ହୁଏ ।
 
== ଆଧାର ==
"https://or.wikipedia.org/wiki/ଅପସ୍ମାର"ରୁ ଅଣାଯାଇଅଛି