"ନିମୋନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ନିବାରଣ: ଲେଖାଗଲା
୯୧ କ ଧାଡ଼ି:
ଏକା ଭଳି ଲକ୍ଷଣ ଓ ଚିହ୍ନ ଥାଇ ଅନ୍ୟ ରୋଗମାନଙ୍କର ନାମ: କ୍ରନିକ୍ ଅବ୍‌ସ୍ଟ୍ରକ୍ଟିଭ ପଲ୍‌ମୋନାରି ରୋଗ(ସି.ଓ.ପି.ଡି), ଆଜ୍ମା(Asthma), ପଲ୍‌ମୋନାରି ଇଡିମା, ବ୍ରୋଙ୍କିଏକ୍ଟାସିସ୍, ଫୁସ୍‌ଫୁସ୍ କର୍କଟ ଓ ପଲ୍‌ମୋନାରି ଏମ୍‌ବୋଲିଜ୍ମ । କ୍ରନିକ୍ ଅବ୍‌ଟ୍ରକ୍ଟିଭ ପଲ୍‌ମୋନାରି ରୋଗ(ସି.ଓ.ପି.ଡି)ଦ୍ଵୟରେ ରୋଗୀର ନାକରୁ ସଁ ସଁ ଶବ୍ଦ(Wheeze) ଆସେ । ଫୁସ୍‌ଫୁସ୍ ଶୋଥ ରୋଗରେ ଇ.ସି.ଜି. ପରିବର୍ତ୍ତନ ଦେଖାଯାଏ । କର୍କଟ ଓ ବ୍ରୋଙ୍କିଏକ୍ଟାସିସ୍‌ରେ କାଶ ବହୁତ ଦିନ ଧରି ହେଉଥିବାର ଇତିହାସ ଥାଏ । ଫୁସ୍‌ଫୁସ୍ ଏମ୍ବୋଲିଜ୍ମରେ ତୀବ୍ର ଛାତି ଯନ୍ତ୍ରଣା ସହ ଛୋଟ ଶ୍ଵାସ ହୁଏ ।
== ନିବାରଣ ==
== ନିବାରଣ ==
ଟିକା, ପରିବେଶ ସୁରକ୍ଷା ଓ ଅନ୍ୟାନ୍ତ ସ୍ଵାସ୍ଥ୍ୟ ବିଷୟରେ ଉପଯୁକ୍ତ ଚିକିତ୍ସା: ଏହି ସମସ୍ତ ବିଷୟ ପ୍ରତି ଧ୍ୟାନ ଦେଲେ ନିବାରଣ ହୋଇ ପାରିବ । ଉପଯୁକ୍ତ ଯତ୍ନ ନେଲେ ପୃଥିବୀରେ ରୋଗୀ ସଂଖ୍ୟା ୪୦୦,୦୦୦ କମିଯିବ । ଶିଶୁ ମୃତ୍ୟୁ ସଂଖ୍ୟା ୬୦୦,୦୦୦ କମିଯିବ ।
=== ଟିକା ===
ଇନ୍ଫ୍ଲୁଏଞ୍ଜା ଏ ଓ ବି ନିମନ୍ତେ ଟିକା ମଧ୍ୟମ ଧରଣର କାମ କରେ ।<ref>{{cite journal|last=Jefferson|first=T|coauthors=Di Pietrantonj, C, Rivetti, A, Bawazeer, GA, Al-Ansary, LA, Ferroni, E|title=Vaccines for preventing influenza in healthy adults|journal=Cochrane database of systematic reviews |date=2010-07-07|issue=7|pages=CD001269|pmid=20614424|doi=10.1002/14651858.CD001269.pub4|editor1-last=Jefferson|editor1-first=Tom}}</ref> ୬ ମାସ ଓ ତଦୁର୍ଦ୍ଧ୍ଵ ବୟସ ଲୋକଙ୍କୁ ପ୍ରତି ବର୍ଷ ଟିକା ଦେବା ଦରକାର । ସ୍ଵାସ୍ଥ୍ୟ କର୍ମଚାରୀମାନଙ୍କୁ ଟିକା ଦେଲେ ସେମାନଙ୍କ ରୋଗୀମାନେ ରୋଗ ମୁକ୍ତ ହୋଇ ପାରିବେ । ମହାମାରୀ ହେଲେ ଆମାଣ୍ଟାଡାଇନ୍ ଓ ରିମାଣ୍ଟାଡାଇନ୍ ଦେଲେ ସାହାଯ୍ୟ ହୋଇପାରେ ।<br />
ହେମୋଫାଇଲସ୍ ଇନ୍ଫ୍ଲୁଏଞ୍ଜି ଓ ସ୍ଟ୍ରେପ୍ଟୋକୋକାଲ୍ ନିମୋନି ଟିକା ଭଲ କାମ କରୁଥିବା ପ୍ରମାଣ ମିଳିଛି । ଯୁବକମାନଙ୍କ ନିମନ୍ତେ ମଧ୍ୟ ସ୍ଟ୍ରେପ୍ଟୋକୋକାଲ୍ ନିମୋନି ଟିକା ଇନ୍‌ଭେସିଭ୍ ନିମୋକୋକାଲ୍ ରୋଗ ସଙ୍କଟ ଦୂର କରୁଛି ।<ref>{{cite journal|last=Moberley|first=SA|coauthors=Holden, J, Tatham, DP, Andrews, RM|title=Vaccines for preventing pneumococcal infection in adults|journal=Cochrane database of systematic reviews |date=2008-01-23|issue=1|pages=CD000422|pmid=18253977|doi=10.1002/14651858.CD000422.pub2|editor1-last=Andrews|editor1-first=Ross M}}</ref> ପର୍ଟୁସିସ୍, ଭାରିସେଲା ଓ ମିଳିମିଳା ଟିକା ମଧ୍ୟ ନିବାରଣରେ ସାହାଯ୍ୟ କରୁଛି । <br />
=== ଅନ୍ୟାନ୍ୟ ===
ଧୂମ୍ର ସେବନ ବନ୍ଦ ହେବା ଆବଶ୍ୟକ । ଏହାର ଅର୍ଥ ଧୂମ ପାନ ଓ ଘରେ କାଠ ଚୁଲି ଓ ଘସିରୁ ନିର୍ଗତ ହେଉଥିବା ଧୂମ ସେବନ, ଉଭୟ ବନ୍ଦ ହେବା ଦରକାର । ନିମୋନିଆ ରୋଗର ସବୁଠାରୁ ବଡ ସଙ୍କଟ ଭାବେ ଧୁଆଁ ସୁପରିଚିତ । ହାତର ସ୍ଵାସ୍ଥ୍ୟ ସୁରକ୍ଷା ଓ କାଶିଲା ବେଳେ ରୁମାଲ ଦେଇ କାଶିଲେ ଯଥେଷ୍ଟ ରୋଗ ନିବାରଣ ହୋଇ ପାରିବ । ରୋଗୀମାନେ ଅପରେଶନ ମୁଖା ପିନ୍ଧିଲେ ରୋଗ ବିସ୍ତାର କମିଯିବ । <br />
କେତେକ ରୋଗ ଯଥା ଏଚ୍.ଆଇ.ଭି., ଡାଏବେଟିସ୍ ଓ ଅପପୁଷ୍ଟିର ଚିକିତ୍ସା କଲେ ନିମୋନିଆ ସଂକଟ ଦୂର ହୁଏ ।<ref>{{cite journal |author=Green H, Paul M, Vidal L, Leibovici L |title=Prophylaxis for Pneumocystis pneumonia (PCP) in non-HIV immunocompromised patients |journal=Cochrane Database Syst Rev |volume= |issue=3 |pages=CD005590 |year=2007 |pmid=17636808 |doi=10.1002/14651858.CD005590.pub2 |url= |editor1-last=Green |editor1-first=Hefziba}}</ref>
ଛଅ ମାସରୁ କମ ଶିଶୁମାନଙ୍କୁ ସ୍ତନ ପାନ କରାଇଲେ ନିମୋନିଆ ସଂକଟ ତଥା ଭଯାବହତା କମିଯାଏ । ଟ୍ରାଇମେଥୋପ୍ରିମ୍/ସଲ୍ଫାମେଥୋକ୍ସାଜୋଲ୍ ଔଷଧ ଖାଇଲେ ନିମୋସିସ୍ଟିକ୍ ନିମୋନିଆ ସଙ୍କଟ କମିଯାଏ ଓ ଏଚ୍.ଆଇ.ଭି ବ୍ୟତୀତ ଅନ୍ୟ ପ୍ରତିରୋଧ ଅକ୍ଷମତା ଥିଲେ ଉପକାର କରେ ।<ref>{{cite journal |author=Green H, Paul M, Vidal L, Leibovici L |title=Prophylaxis for Pneumocystis pneumonia (PCP) in non-HIV immunocompromised patients |journal=Cochrane Database Syst Rev |volume= |issue=3 |pages=CD005590 |year=2007 |pmid=17636808 |doi=10.1002/14651858.CD005590.pub2 |url= |editor1-last=Green |editor1-first=Hefziba}}</ref> <br />
ଗର୍ଭିଣୀ ମହିଳାମାନଙ୍କର ଗ୍ରୁପ୍ ବି ସ୍ଟ୍ରେପ୍ଟୋକୋକସ୍ ଓ କ୍ଲାମିଡିଆ ଟ୍ରକୋମାଟିସ୍ ଜୀବାଣୁ ଅଛି କି ନାହିଁ ପରୀକ୍ଷା କରି ଯଦି ଥାଏ ତାହା ହେଲେ ଆଣ୍ଟିବାୟୋଟିକ ଦେଲେ ନବଜାତ ଶିଶୁଙ୍କର ନିମୋନିଆ ରୋଗ ହାର କମିଯାଏ ।<ref>{{cite journal|last=Taminato|first=M|coauthors=Fram, D; Torloni, MR; Belasco, AG; Saconato, H; Barbosa, DA|title=Screening for group B Streptococcus in pregnant women: a systematic review and meta-analysis|journal=Revista latino-americana de enfermagem|date=November–December 2011 |volume=19|issue=6|pages=1470–8|pmid=22249684}}</ref><ref>{{cite journal|last=Darville|first=T|title=Chlamydia trachomatis infections in neonates and young children|journal=Seminars in pediatric infectious diseases|date=October 2005 |volume=16|issue=4|pages=235–44|pmid=16210104|doi=10.1053/j.spid.2005.06.004}}</ref> ଏଚ୍.ଆଇ.ଭି. ନିବାରଣ ପନ୍ଥା ପ୍ରଦାନ କଲେ ମାଆଠାରୁ ଶିଶୁକୁ ଡେଇଁବା ଭୟ କମିଯାଏ ।<ref>{{cite book|title=Global Action Plan for Prevention and Control of Pneumonia (GAPP)|year=2009|publisher=World Health Organization|url=http://whqlibdoc.who.int/hq/2009/WHO_FCH_CAH_NCH_09.04_eng.pdf}}</ref> ନବଜାତ ଶିଶୁର ତଣ୍ଟିରୁ [[ମେକୋନିଅମ୍]] ଓ [[ଆମ୍ନିଓଟିକ୍ ]] ପଦାର୍ଥ ଶୋଷିବା ଦ୍ଵାରା ଆସ୍ପିରେଶନ୍ ନିମୋନିଆ<ref name=Rog2009>{{cite journal|last=Roggensack|first=A|coauthors=Jefferies, AL; Farine, D; Basso, M; Delisle, MF; Hudon, L; Mundle, WR; Murphy-Kaulbeck, LC; Ouellet, A; Pressey, T|title=Management of meconium at birth|journal=Journal of obstetrics and gynaecology Canada : JOGC = Journal d'obstetrique et gynecologie du Canada : JOGC|date=April 2009 |volume=31|issue=4|pages=353–4, 355–7|pmid=19497156}}</ref> କମିବା ହାର କମିବା ଜଣା ନ ପଡୁ ଥିବାରୁ ଅନେକ ସ୍ଥାନରେ ଏହି ପ୍ରଥାକୁ ଉତ୍ସାହିତ କରାଯାଉ ନାହିଁ । ଦୁର୍ବଳ ତଥା ବୟସ୍କା ମହିଳାମାନଙ୍କର ପାଟି ସ୍ଵାସ୍ଥ୍ୟର ଯତ୍ନ ନେଲେ ଆସ୍ପିରେଶନ୍ ନିମୋନିଆ ସଙ୍କଟ କମ୍ ହୁଏ ।<ref>{{cite journal|last=van der Maarel-Wierink|first=CD|coauthors=Vanobbergen, JN; Bronkhorst, EM; Schols, JM; de Baat, C|title=Oral health care and aspiration pneumonia in frail older people: a systematic literature review|journal=Gerodontology|date=6 March 2012 |pmid=22390255|doi=10.1111/j.1741-2358.2012.00637.x|pages=no}}</ref>
 
== ଆଧାର ==
"https://or.wikipedia.org/wiki/ନିମୋନିଆ"ରୁ ଅଣାଯାଇଅଛି