ବିଜ୍ଞାନ ଦିଗନ୍ତ
ମାସିକ ବିଜ୍ଞାନ ପତ୍ରିକା
ବିଜ୍ଞାନ ଦିଗନ୍ତ , ଏକ ମାସିକ "ବିଜ୍ଞାନ ପତ୍ରିକା" ଅଟେ ।[୩] ଏହା ମୁଖ୍ୟତଃ ଛାତ୍ରଛାତ୍ରୀ, ସେମାନଙ୍କ ଅବିଭାବକ ଓ ଗ୍ରାମାଞ୍ଚଳର ଲୋକଙ୍କୁ ଆଖି ଆଗରେ ରଖି ପ୍ରକାଶ କରାଯାଇଥାଏ । ଓଡ଼ିଶାର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଥିବା ମାଧ୍ୟମିକ ଶିକ୍ଷା ଅନୁଷ୍ଠାନମାନଙ୍କୁ ଏହା ମାଗଣାରେ ଯୋଗାଇ ଦିଆଯାଏ । [୨]
ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶପାଏ ଓ ମାଗଣାରେ ବିତରଣ କରାଯାଇଥାଏ । ଏହି ସ୍ୱତନ୍ତ୍ର ସଂଖ୍ୟାଟି ତିନିମାସରେ ଥରେ ବାହାରିଥାଏ । ଏହା ଓଡ଼ିଆ ବ୍ରେଲି ଲିପିରେ ଲେଖାଯାଇଥାଏ ।[୨]
ଫର୍ମାଟ | ପତ୍ରିକା (RNI ରେଜିଷ୍ଟ୍ରେସନ ନଂ: ୫୨୬୭୦/୧୯୯୩) |
---|---|
ପ୍ରକାଶକ | ଓଡ଼ିଶା ବିଜ୍ଞାନ ଏକାଡେମୀ |
ସମ୍ପାଦକ | ବିଜୟ କେତନ ପଟ୍ଟନାୟକ[୧] |
ସହକାରୀ ସମ୍ପାଦକ | ପ୍ରଫେସର ସୂର୍ଯ୍ୟମଣି ବେହେରା ଡକ୍ଟର ଚନ୍ଦ୍ର କିଶୋର ମହାପାତ୍ର ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଡକ୍ଟର ବସନ୍ତ କୁମାର ଚୌଧୁରୀ ଡାକ୍ତର ସଚ୍ଚିଦାନନ୍ଦ ଶତପଥୀ ପ୍ରଫେସର ବିଜୟ କୁମାର ପରିଡା ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି |
ପରିଚାଳନା ସମ୍ପାଦକ | ଶ୍ରୀ ସନାତନ ରଣା |
ପ୍ରତିଷ୍ଠିତ | ୧୯୯୩[୨] |
ଭାଷା | ଓଡ଼ିଆ |
ମୁଖ୍ୟାଳୟ | ଭୁବନେଶ୍ୱର |
ୱେବସାଇଟ | http://www.orissabigyanacademy.nic.in/ |
ଅଧିକ ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "ପ୍ରଥମ ରୋଜଗାର". www.dharitri.com. Retrieved 25 April 2019.
- ↑ ୨.୦ ୨.୧ ୨.୨ ବିଜ୍ଞାନ ଦିଗନ୍ତ ସମ୍ପର୍କିତ କିଛି ତଥ୍ୟ[permanent dead link]
- ↑ "ଓଡ଼ିଶାର ଗଣମାଧ୍ୟମରେ ବିଜ୍ଞାନ" (PDF). ଉତ୍କଳ ପ୍ରସଙ୍ଗ (ଡିସେମ୍ବର ୨୦୧୨): ୨୫. Archived from the original (PDF) on 25 April 2019. Retrieved 25 April 2019.
ବାହାର ତଥ୍ୟ
ସମ୍ପାଦନା- ଓଡ଼ିଶା ବିଜ୍ଞାନ ଏକାଡେମୀର ମୂଳ ପୃଷ୍ଠା Archived 2012-03-04 at the Wayback Machine.
- ବିଜ୍ଞାନ ଦିଗନ୍ତ ଓ ସାଇନ୍ସ ହୋରିଜୋନର ଇ-ବହି ଫର୍ମାଟ ଡାଉନଲୋଡ Archived 2012-03-03 at the Wayback Machine.