ବାହାଘର ଡଟ୍ କମ୍
ବାହାଘର ଡଟ୍ କମ୍ ୨୦୨୩ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ।[୧] ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ଗୁଡଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥଲେ ।[୩]
ବାହାଘର ଡଟ୍ କମ୍ | |
---|---|
ନିର୍ଦ୍ଦେଶକ | ସୁଧାଂଶୁ ମୋହନ ସାହୁ |
ପ୍ରଯୋଜକ | ପ୍ରଦ୍ୟୁମ୍ନ ଲେଙ୍କା |
କଳାକାର | ପ୍ରଦୀପ କୁମାର ସାହୁ ସାୟଲ ବାନାର୍ଜୀ ପୁଷ୍ପା ପଣ୍ଡା ପ୍ରଦ୍ୟୁମ୍ନ ଲେଙ୍କା |
ସଙ୍ଗୀତ | ଗୁଡଲି ରଥ |
ମୁକ୍ତିଲାଭ ତାରିଖ | ୧୯ ମାର୍ଚ୍ଚ ୨୦୨୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପ୍ରଦୀପ କୁମାର ସାହୁ ଓ ସାୟଲ ବାନାର୍ଜୀ ।[୪] ପୁଷ୍ପା ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା ଭଳି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫] ଏହି କଥାଚିତ୍ରଟି ୧୯ ମାର୍ଚ୍ଚ ୨୦୨୩ରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୬]
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡଲି ରଥ ।[୭] ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ବିଷ୍ଣୁମୋହନ କବି, ସୋମେଶ ଶତପଥି, ଗୌରବ ଆନନ୍ଦ, ଲିପ୍ସା ମହାପାତ୍ର, ଲୋପାମୁଦ୍ରା ଓ ଦେବାଂଶୀ ଦାଶ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୮]
ଗୀତ
ସମ୍ପାଦନାକ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ମୋ ନିଦକୁ" | ଲିପ୍ସା, ସୋମେଶ |
ଆଧାର
ସମ୍ପାଦନା- ↑ "ଆସୁଛି ନୂଆ ଚଳଚ୍ଚିତ୍ର "ବାହାଘର ଡଟ୍ କମ୍"". Argus News (in ଇଂରାଜୀ). Retrieved 2023-08-28.
- ↑ "ନୂଆ ଯୋଡ଼ି: ଋଷି-ସିଆଲି". ସମ୍ବାଦ. 4 March 2023. p. 10. Archived from the original on 28 August 2023. Retrieved 28 August 2023.
- ↑ "ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର 'ବାହାଘର ଡଟ୍ କମ୍'ର ଅଡିଓ ଲୋକାର୍ପିତ". Sambad (in ଆମେରିକୀୟ ଇଂରାଜୀ). 11 March 2023. Archived from the original on 28 August 2023. Retrieved 28 August 2023.
- ↑ "ରିଷି ଓ ସାୟଲଙ୍କ 'ବାହାଘର ଡଟ୍ କମ୍'". ପ୍ରମେୟ. 15 March 2023. p. 8. Archived from the original on 28 August 2023. Retrieved 28 August 2023.
- ↑ "ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର 'ବାହାଘର ଡଟ୍ କମ୍'ର ଅଡିଓ ଲୋକାର୍ପିତ - Samaja Live". 9 March 2023. Archived from the original on 28 August 2023. Retrieved 28 August 2023.
- ↑ "ଆଜି ସନ୍ଧ୍ୟାରେ ଜୀ ସାର୍ଥକରେ ପ୍ରସାରିତ ହେବ ଚଳଚ୍ଚିତ୍ର 'ବାହାଘର ଡଟ୍ କମ୍'". Sambad (in ଆମେରିକୀୟ ଇଂରାଜୀ). 19 March 2023. Archived from the original on 28 August 2023. Retrieved 28 August 2023.
- ↑ "ଆଗକୁ ଆସୁଛି ଭିନ୍ନ ସ୍ୱାଦର ନୂଆ ଫିଲ୍ମ 'ବାହାଘର ଡଟ୍ କମ୍': ଅଡିଓ ଲୋକାର୍ପଣ". Odisha Sambad (in ଆମେରିକୀୟ ଇଂରାଜୀ). 10 March 2023. Archived from the original on 28 August 2023. Retrieved 28 August 2023.
- ↑ "ଖୁବଶୀଘ୍ର ଜୀ ପରଦାକୁ ଆସୁଛି ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର 'ବାହାଘର ଡଟ୍ କମ୍', ଲୋକାର୍ପିତ ହେଲା ଅଡିଓ | Kanak News" (in ଆମେରିକୀୟ ଇଂରାଜୀ). 10 March 2023. Archived from the original on 28 August 2023. Retrieved 28 August 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବାହାଘର ଡଟ୍ କମ୍