ବାଲ ଧୁରୀ
ଭାରତୀୟ ଅଭିନେତା
ବାଲ ଧୁରୀ ଜଣେ ଭାରତୀୟ ଅଭିନେତା, ଯିଏକି ମରାଠୀ ଥିଏଟରରେ କାମ କରିବା ସହିତ ମରାଠୀ ଓ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଆଦିରେ ଅଭିନୟ କରିଛନ୍ତି । ସେ ଜଣାଶୁଣା ମରାଠୀ ଏବଂ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ଜୟଶ୍ରୀ ଗଡକରଙ୍କୁ ବିବାହ କରିଥିଲେ । ରାମାନନ୍ଦ ସାଗରଙ୍କ ପୌରାଣିକ ଟିଭି ଧାରାବାହିକ ରାମାୟଣରେ ରାଜା ଦଶରଥଙ୍କ ଭୂମିକାରେ ଅଭିନୟ କରିଥିଲେ, ଯେଉଁ ତାଙ୍କ ପତ୍ନୀ ଜୟଶ୍ରୀ କୌଶଲ୍ୟାଙ୍କ ଭୂମିକାରେ ଅଭିନୟ କରିଥିଲେ । ସେ ହିନ୍ଦୀ କଥାଚିତ୍ର ତେରେ ମେରେ ସପ୍ନେରେ ଅଭିନୟ କରିଥିଲେ ।[୧]
ବାଲ ଧୁରୀ | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା |
ବୈବାହିକ-ସାଥୀ | ଜୟଶ୍ରୀ ଗଡ଼କର |
ସଙ୍ଗୀତ ବରାଦ ନାମକ ଏକ ଗୀତିନାଟ୍ୟ ଜରିଆରେ ସେ ଜଣାଶୁଣା ଅଭିନେତା ଶିବାଜୀ ଶତନାମଙ୍କୁ ଲୋକଲୋଚନକୁ ଆଣିଥିଲେ ।[୨]
ଅଭିନୀତ କଥାଚିତ୍ର/ଧାରାବାହିକ
ସମ୍ପାଦନାବର୍ଷ | ଶୀର୍ଷକ | ଭୂମିକା | ପ୍ରକାର | ଭାଷା |
---|---|---|---|---|
ଦେବଚିୟେ ଦ୍ୱାରୀ | କଥାଚିତ୍ର | ମରାଠୀ | ||
ପହୁନି | କଥାଚିତ୍ର | ମରାଠୀ | ||
ରାଜା ପାଣ୍ଡାରିଚା[୩] | କଥାଚିତ୍ର | ମରାଠୀ | ||
ସାସର ମହେର | କଥାଚିତ୍ର | ମରାଠୀ | ||
୧୯୭୬ | ଜୟ ବଜରଙ୍ଗ ବାଲି | କଥାଚିତ୍ର | ହିନ୍ଦୀ | |
୧୯୮୧ | ସୂନ ମାଜି ଲକ୍ଷ୍ମୀ | କଥାଚିତ୍ର | ମରାଠୀ | |
୧୯୮୬ | ରମାୟଣ | ଦଶରଥ | ଟିଭି ଧାରାବାହିକ | ହିନ୍ଦୀ |
୧୯୮୮ | ପଣ୍ଡାରିଚି ୱାରି | କଥାଚିତ୍ର | ମରାଠୀ | |
୧୯୮୯ | ଇଶ୍ୱର | କଥାଚିତ୍ର | ହିନ୍ଦୀ | |
ସତ୍ୟବାଦି ରାଜା ହରିଶ୍ଚନ୍ଦ୍ର[୪] | କଥାଚିତ୍ର | ଗୁଜରାଟୀ | ||
୧୯୯୦ | ସଉତେନ୍ କି ବେଟି | କଥାଚିତ୍ର | ହିନ୍ଦୀ | |
ଦରୋଦେ ଖୋର | କଥାଚିତ୍ର | ମରାଠୀ | ||
୧୯୯୧ | ମୁମ୍ବାଇ ତେ ମରିସସ୍ | କଥାଚିତ୍ର | ମରାଠୀ | |
୧୯୯୪ | ମହାନ ମରାଠା | ବାଲାଜୀ ବାଜି ରାଓ | ଟିଭି ଧାରାବାହିକ | ହିନ୍ଦୀ |
୧୯୯୬ | ତେରେ ମେରେ ସପ୍ନେ | ରାମ ସିଂ | କଥାଚିତ୍ର | ହିନ୍ଦୀ |
୨୦୦୦ | ଆଶି ଆସାଭି ସାସୁ | କଥାଚିତ୍ର | ମରାଠୀ | |
ଚିମାନି ପଖର | କଥାଚିତ୍ର | ମରାଠୀ | ||
୨୦୦୬ | ହିରାଭା କୁଙ୍କୁ | କଥାଚିତ୍ର | ମରାଠୀ | |
୨୦୦୭ | ବନ୍ଧ ପ୍ରେମଚେ | କଥାଚିତ୍ର | ମରାଠୀ | |
ତିଘି | କଥାଚିତ୍ର | ମରାଠୀ | ||
ମେହେର ମାଝେ ହେ ପନ୍ଦରପୁର[୫] | କଥାଚିତ୍ର | ମରାଠୀ | ||
୨୦୦୮ | ଆଶି ହି ଭାଉଜ | କଥାଚିତ୍ର | ମରାଠୀ | |
୨୦୧୦ | ଖୁର୍ଚି ସମ୍ରାଟ | କଥାଚିତ୍ର | ମରାଠୀ | |
୨୦୧୧ | ସଦରକ୍ଷନାୟ | ବସନ୍ତ ପଣ୍ଡିତ | କଥାଚିତ୍ର | ମରାଠୀ |
ଆଧାର
ସମ୍ପାଦନା- ↑ "Legends Of Marathi Cinema - Jayshree Gadkar". Archived from the original on 2 December 2013. Retrieved 13 March 2013.
- ↑ "Amazon.com". Retrieved 13 March 2013.
- ↑ "Raja Pandharicha". Youtube. Retrieved 8 June 2013.
- ↑ "Satyavadi Raja Harishchandra". Youtube. Retrieved 8 June 2013.
- ↑ "Maher Majhe He Pandharpur". Youtube. Retrieved 8 June 2013.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବାଲ ଧୁରୀ