ବାମ୍ଲାନିଭିମାବ/ଇଟେସିଭିମାବ
ବାମ୍ଲାନିଭିମାବ/ଇଟେସିଭିମାବ ଏକ ଔଷଧ ମିଶ୍ରଣ ଯାହା କୋଭିଡ-୧୯ର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ବ୍ୟବହୃତ ହୁଏ । [୪] ସେଗୁଡିକ ବ୍ୟବହୃତ ହୁଏ ଯେତେବେଳେ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ କରନ୍ତି ନାହିଁ କିନ୍ତୁ ଖରାପ ହେବାର ଆଶଙ୍କା ଅଧିକ ଥାଏ । [୪] ଓମିକ୍ରନ୍ ପ୍ରକାର ପାଇଁ ଏହା ବହୁତ କମ୍ ପ୍ରଭାବଶାଳୀ । [୫] ଏହା ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [୪]
Combination of | |
---|---|
Bamlanivimab | Monoclonal antibody |
Etesevimab | Monoclonal antibody |
Clinical data | |
data |
|
Routes of administration | Intravenous |
Legal status | |
Legal status |
|
ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକ୍ସନ୍ ସ୍ଥାନରେ ଯନ୍ତ୍ରଣା ଏବଂ ଆନାଫାଇଲକ୍ସିସ୍ ସହିତ ଆଲର୍ଜି ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ । [୬] [୭] ଗର୍ଭାବସ୍ଥାରେ ନିରାପତ୍ତାର କୌଣସି ପ୍ରମାଣ ନଥିଲେ ମଧ୍ୟ ଏହିପରି ବ୍ୟବହାର ସୁପାରିଶ କରାଯାଇପାରେ । [୭] ବାମ୍ଲାନିଭିମାବ ଏବଂ ଇଟେସେଭିମାବର ମିଶ୍ରଣ ହେଉଛି ଦୁଇଟି ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଏସଏଆରଏସ-କୋଭି-୨ (SARS - CoV - 2)ର ପୃଷ୍ଠ ସ୍ପାଇକ୍ ପ୍ରୋଟିନର ବିଭିନ୍ନ ଅଂଶ ସହିତ ବନ୍ଧନ ଯୁକ୍ତ ହୋଇଥାଏ । [୪]
ଯୁକ୍ତରାଷ୍ଟ୍ରରେ ଏହି ମିଶ୍ରଣର ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ ଅଛି । [୪] ୟୁରୋପରେ ଅନୁମୋଦନ ପାଇଁ ଅନୁରୋଧ ପ୍ରତ୍ୟାହାର କରାଯାଇଛି। [୮] ଜାନୁୟାରୀ ୨୦୨୨ ସୁଦ୍ଧା, ସେମାନେ ପ୍ରତିରୋଧର କମ୍ ହାର ସହିତ ଯୁକ୍ତରାଷ୍ଟ୍ରର କିଛି ଅଂଶରେ ବଣ୍ଟନ ଜାରି ରଖିଥିଲେ । [୪] [୯] ୨୦୨୧ ସୁଦ୍ଧା ଏହି ମିଶ୍ରଣ ପାଇଁ ଆମେରିକା ସରକାର ପ୍ରାୟ ୨,୧୦୦ ଡଲାର ଖର୍ଚ୍ଚ କରିଛନ୍ତି।
ଆଧାର
ସମ୍ପାଦନା- ↑ "FDA Authorizes Monoclonal Antibodies for Treatment of COVID-19". U.S. Food and Drug Administration (FDA) (Press release). 10 February 2021. Archived from the original on 10 February 2021. Retrieved 9 February 2021. This article incorporates text from this source, which is in the public domain.
- ↑ "FDA authorizes bamlanivimab and etesevimab for COVID-19". U.S. Food and Drug Administration. 16 September 2021. Archived from the original on 17 September 2021. Retrieved 16 September 2021.
- ↑ "Emergency Use Authorization 094" (PDF). U.S. Food and Drug Administration (FDA). 16 September 2021. Archived from the original on 4 October 2021. Retrieved 5 November 2021. This article incorporates text from this source, which is in the public domain.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Anti-SARS-CoV-2 Monoclonal Antibodies". COVID-19 Treatment Guidelines (in ଇଂରାଜୀ). Archived from the original on 8 January 2022. Retrieved 8 January 2022.
- ↑ "Statement on Therapies for High-Risk, Nonhospitalized Patients". COVID-19 Treatment Guidelines (in ଇଂରାଜୀ). Archived from the original on 7 January 2022. Retrieved 6 January 2022.
- ↑ "Fact Sheet for Patients, Parents and Caregivers Emergency Use Authorization (EUA) of Bamlanivimab and Etesevimab for Coronavirus Disease 2019 (COVID-19)". FDA. Archived from the original on 3 December 2021. Retrieved 8 January 2022.
- ↑ ୭.୦ ୭.୧ "Fact Sheet For Health Care Providers Emergency Use Authorization (EUA) of Bamlanivimab and Etesevimab". FDA. Archived from the original on 18 March 2021. Retrieved 8 January 2022.
- ↑ "Bamlanivimab". SPS - Specialist Pharmacy Service. 11 February 2021. Archived from the original on 19 November 2021. Retrieved 8 January 2022.
- ↑ "US to buy more doses of Lilly's Covid-19 antibody therapy". Pharmaceutical Technology. 1 March 2021. Archived from the original on 23 April 2021. Retrieved 8 January 2022.