ବାପା ତମେ ଭାରି ଦୁଷ୍ଟ
୨୦୧୯ ମସିହାର ଓଡ଼ିଆ କଥାଚିତ୍ର
ବାପା ତମେ ଭାରି ଦୁ୍ଷ୍ଟ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ।[୨] ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଟି. ଗଣେଶ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨]
ବାପା ତମେ ଭାରି ଦୁଷ୍ଟ | |
---|---|
ନିର୍ଦ୍ଦେଶକ | ଟି. ଗଣେଶ |
ପ୍ରଯୋଜକ | ସୀତାରାମ ଅଗ୍ରୱାଲ |
ସଂଳାପ | ନିର୍ମଳ ନାୟକ |
କଳାକାର | ଜୟଜିତ ଦାସ ସମିତା ମଣ୍ଡଳ ପ୍ରଦ୍ୟୁମ୍ନ ଲେଙ୍କା |
ସଙ୍ଗୀତ | ବୈଦ୍ୟନାଥ ଦାଶ ଅସଦ ନିଜାମ ଅନୁପ ମହାନ୍ତି |
ଚିତ୍ରଗ୍ରହଣ | ପ୍ରତାପ ରାଉତ |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୧୧ ଜାନୁଆରୀ ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜୟଜିତ ଦାସ ଏବଂ ସମିତା ମଣ୍ଡଳ ।[୩][୪][୧] ପ୍ରଦ୍ୟୁମ୍ନ ଲେଙ୍କା ଏହି କଥାଚିତ୍ରଟିରେ ଏକ ସହଯୋଗୀ ହାସ୍ୟ ଅଭିନେତା ଭୂମିକରେ ଅଭିନୟ କରିଥିଲେ ।[୨]
ଅଭିନୟ
ସମ୍ପାଦନା- ଜୟଜିତ ଦାସ
- ସମିତା ମଣ୍ଡଳ
- ପ୍ରଦ୍ୟୁମ୍ନ ଲେଙ୍କା
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ, ଅନୁପ ମହାନ୍ତି ଏବଂ ଅସଦ ନିଜାମ ।[୧] ଗୀତିକାର ଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ନିବେଦିତା, ଅସୀମା ପଣ୍ଡା, ଅର୍ପିତା, ଜାଗୃତି, ସତ୍ୟଜିତ ପ୍ରଧାନ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଭିଜେଇ ଦେଇ ଯା' ଥରେ" | ହ୍ୟୁମାନ ସାଗର, ନିବେଦିତା | |
2. | "ତୁ ଖିଞ୍ଚ୍ ମେରୀ ସେଲ୍ଫି" | ଅସୀମା ପଣ୍ଡା, ଅର୍ପିତା | |
3. | "ଦିଲ୍ ତ ବଡ଼ା କମିନା" | ଜାଗୃତି, ସତ୍ୟଜିତ ପ୍ରଧାନ |
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "ଓଲିଉଡରେ କାହାର ଦୁଷ୍ଟାମି ପସନ୍ଦ ଆସିବ ଦର୍ଶକଙ୍କୁ ? ପିଲାଙ୍କର ନା ବୁଢ଼ାଙ୍କର ?". Sambad (in Odia). Odisha. 11 January 2019. Archived from the original on 13 January 2019. Retrieved 11 January 2019.
{{cite news}}
: CS1 maint: unrecognized language (link) - ↑ ୨.୦ ୨.୧ ୨.୨ "ଏହି ଓଲିଉଡ ଅଭିନେତା ଏବେ ଭାରି ଦୁଷ୍ଟ". Sambad. 5 January 2019. Archived from the original on 9 January 2019. Retrieved 10 January 2019.
- ↑ "ପ୍ରଥମ ମାସରେ ରିଲିଜ୍ ହେଲା ଏହିସବୁ ଓଡ଼ିଆ ସିନେମା". Sambad (in Odia). Odisha. 5 February 2019. Archived from the original on 6 February 2019. Retrieved 6 February 2019.
{{cite news}}
: CS1 maint: unrecognized language (link) - ↑ "ରିଲିଜ ଅପେକ୍ଷାରେ:ବାପା ତମେ ଭାରି ଦୁଷ୍ଟ". Dharitri.com (in Odia). Bhubaneswar. 10 Junary 2019. Archived from the original on 11 January 2019. Retrieved 11 January 2019.
{{cite news}}
: Check date values in:|date=
(help)CS1 maint: unrecognized language (link)
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବାପା ତମେ ଭାରି ଦୁଷ୍ଟ