ପୂର୍ବେ ଜଗନ୍ନାଥ ମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିର ମଧ୍ୟରେ ମାଳିନୀ ନଦୀ ପ୍ରବାହିତ ହେଉଥିଲା । ଏହି ନଦୀ ଶଙ୍ଖୁଆ ନଦୀର ଏକ ଶାଖା ନଦୀ ଥିଲା । ଏହି ନଦୀ ବଡ଼ଶଙ୍ଖ ପଥରେ ଯାଇ ଚକ୍ରତୀର୍ଥଠାରେ ସାଗର ଗର୍ଭରେ ମିଶିଥିଲା ବର୍ତ୍ତମାନ ଉକ୍ତ ସ୍ଥାନକୁ ବାଙ୍କି ମୁହାଣ କୁହାଯାଉଛି ।[] ଏହି ବାଙ୍କୀ ମୁହାଣ ବର୍ତ୍ତମାନ ଚକ୍ରନାରାୟଣ ମନ୍ଦିର ପାଖରେ ସମୁଦ୍ରରେ ମିଶୁଛି ।

ବାଙ୍କି ମୁହାଣ

ଇତିହାସ

ସମ୍ପାଦନା

ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ୱପ୍ନାଦେଶ କ୍ରମେ ଏହି ସ୍ଥାନରୁ ଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ ପାଇଁ ପ୍ରଥମ ଦାରୁ ମିଳିଥିଲା ।

  1. ସବୁରଥେ ସାର ଗୁଣ୍ଡିଚା ରଥ. କଟକ: ଧର୍ମଗ୍ରନ୍ଥ ଷ୍ଟୋର. ୧୫ / ୮ /୨୦୧୫. p. ୭୩. {{cite book}}: |first= missing |last= (help); Check date values in: |date= (help)