ବାଙ୍କାପୁର
ବଙ୍କାପୁର ଭାରତୀୟ ରାଜ୍ୟ କର୍ଣାଟକର ହାଭେରୀ ଜିଲ୍ଲାର ଏକ ମୁନସିପାଳ ସହର । ଏହା ଶୀଗଗନ ତାଲୁକରେ ରହିଛି ଓ ପୁନେ ବାଙ୍ଗାଲୋର ଜାତୀୟ ରାଜପଥ 14ରୁ 2.5 କିଲୋମିଟର ତଥା ହାଭେରୀ ସହରରୁ 22 କିଲୋମିଟର ଦୂରରେ ଅବସ୍ଥିତ । ଏହା ଏକ ଏଇତିହାସିକ ସ୍ଥଳ । ଏଠାରେ ନାଗେଶ୍ୱର ମନ୍ଦିର, ବଙ୍କାପୁର ଦୁର୍ଗ ଓ ବଙ୍କାପୁର ମାୟୁର ଅଭୟାରଣ୍ୟ ରହିଛି । କନକ ଦାସଙ୍କ ଜନ୍ମ ସ୍ଥାନ ବାଡା ଏହା ନିକଟରେ ରହିଛି ।
ବାଙ୍କାପୁର
ಬಂಕಾಪುರ | |
---|---|
city | |
Country | India |
State | Karnataka |
District | Haveri |
Area | |
• ସମୁଦାୟ | 8 km2 (3 sq mi) |
Elevation | 578 m (1,896 ft) |
Population (2001) | |
• Total | ୨୦,୨୬୪ |
• Density | 2,533/km2 (6,560/sq mi) |
Languages | |
Time zone | UTC+5:30 (IST) |
PIN | 581 202 |
Telephone code | 08378 |
ISO 3166 code | IN-KA |
ଯାନବାହାନ ପଞ୍ଚୀକରଣ | KA |
Website | karnataka |
ପରିଚୟ
ସମ୍ପାଦନାହାଭରି ଜିଲ୍ଲାରେ 50ରୁ ଉର୍ଦ୍ଧ ପ୍ରତ୍ନତତ୍ତ୍ୱିକ ସ୍ଥଳ ରହିଛି । ତାହା ମଧ୍ୟରୁ ସିଦ୍ଧେଶ୍ୱର ମନ୍ଦିର ହାଭେରୀ , ଗଲାଘାନ୍ତେଶ୍ୱର ମନ୍ଦିର , ଶିବ ମନ୍ଦିର , ତରକେଶ୍ୱରୀ ମନ୍ଦିର ମୁଖ୍ୟ ।
ଇତିହାସ
ସମ୍ପାଦନାଚାଲୁକ୍ୟ ଶାସନ କାଳରେ ଅନେକ ମନ୍ଦିର ଏଠାରେ ନିର୍ମିତ ହେଇଥିଲା । 1567 ମସିହାରେ ଅଲି ଆଦିଲ୍ଶହୀଙ୍କ ଆକ୍ରମଣ ସମୟରେ ସେ ମଧ୍ୟରୁ ଅନେକ ମନ୍ଦିରକୁ ଦ୍ୱଂଶ କରାଯାଇଥିଲା । ବର୍ତ୍ତମାନ ଭଗ୍ନ ଦୁର୍ଗ ମଧ୍ୟରେ ରଙ୍ଗନାଥ ନାଗେଶ୍ୱର ମନ୍ଦିର ରହିଛି । ସେଥିରେ 66ଟି ସ୍ତମ୍ଭ ପଥର ଖୋଦନ ଚିତ୍ର ସହ ରହିଛି । ଦୁର୍ଗ ଭିତରେ ଏକ ମସଜିଦ ମଧ୍ୟ ରହିଛି । ଏଠାରେ ଜୈନ ଲିଖନ ସବୁ ମଧ୍ୟ ଦେଖା ଯାଇଥାଏ ।
16 ଶ ଶତାବ୍ଦୀରେ ହିନ୍ଦୁ ବ୍ରାହ୍ମଣମାନେ ଏଠାରେ ଆକ୍ରମଣ କରି ଏକ ବର୍ଷ କାଳ ଯୁଦ୍ଧ କରିଥିଲେ । କିନ୍ତୁ ପରିଶେଷରେ ମୁସ୍ତାଫା ଖାନ ଏହାକୁ ଅଧିକାର କରିଥିଲେ । ଏହା ସଭାନୁରର ନବାବ , ମରଠା ,ଙ୍କଦ୍ୱାରା କିଛି କାଳ ଶାସିତ ହେଲା ପରେ ହାଇଦର ଅଲି ଓ ତିପୁ ସୁଲତାନ ଏହାକୁ ଅଧିକାରରେ ରଖିଥିଲେ । ଶେଷରେ ଏହା ବ୍ରିଟିଶମାନଙ୍କ ଅଧିକାରକୁ ଯାଇଥିଲା । [୧]
ବଙ୍କାପୁର ଦୁର୍ଗ
ସମ୍ପାଦନାଭଗ୍ନ ବଙ୍କାପୁର ଦୁର୍ଗ ଭିତରେ ଚାଲୁକ୍ୟଙ୍କ ଏକ ମଦିର ରହିଛି । ବଙ୍କାପୁରଠାରେ ଅନେକ ଏଇତିହାସିକ ଯୁଦ୍ଧ ହେଇଥିଲା । ନାଗରେଶ୍ୱର ମନ୍ଦିରରେ ଅନେକ ଭଙ୍ଗାରୁଜା ହେଇଥିଲେ ମଧ୍ୟ ଅଦ୍ୟାବଧି ଏହାର ସୁନ୍ଦରତା ଅନେକ ପରିମାଣରେ ରହିଛି ।
ନାଗରେଶ୍ୱର ମନ୍ଦିର
ସମ୍ପାଦନାମୟୁର ଅଭୟାରଣ୍ୟ
ସମ୍ପାଦନାଜନସଂଖ୍ୟା
ସମ୍ପାଦନା2001 ମସିହା ଆରା ଜନଗଣନା ଅନୁସାରେ ଏଠାରେ 20,264 ଜନ ବସବାସ କରୁଥିଲେ । ତାହା ମଧ୍ୟରୁ ପୁରୁଷ ସଂଖ୍ୟା 53 % ଥିଲା ଓ ମହିଳା ସଂଖ୍ୟା 47 % ଥିଲା । 6 ବର୍ଷରୁ କମ ସଂଖ୍ୟା 14 % ରହିଥିଲା । ଏଠାରେ ସାକ୍ଷ୍ୟରତା ହାର 59 % ଥିଲା ଯାହା ଜାତୀୟ ହାରଠାରୁ କମ । [୨]
ବାହାର ଲିଙ୍କ
ସମ୍ପାଦନା- ↑ "Many pillared wonder - Nagareshwara temple at Bankapura". B V Prakash - Deccanherald. Retrieved 2013-06-03.
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
ଆଧାର
ସମ୍ପାଦନାBankapura
ಬಂಕಾಪುರ | |
---|---|
city | |
Country | India |
State | Karnataka |
District | Haveri |
Area | |
• ସମୁଦାୟ | 8 km2 (3 sq mi) |
Elevation | 578 m (1,896 ft) |
Population (2001) | |
• Total | ୨୦,୨୬୪ |
• Density | 2,533/km2 (6,560/sq mi) |
Languages | |
Time zone | UTC+5:30 (IST) |
PIN | 581 202 |
Telephone code | 08378 |
ISO 3166 code | IN-KA |
ଯାନବାହାନ ପଞ୍ଚୀକରଣ | KA |
Website | karnataka |