[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Bagaha
बगहा
Town
Country India
StateBihar
DistrictPashchim Champaran
Elevation
135 m (443 ft)
Population
 (2011)
 • Total୧,୧୩,୦୧୨ [୧]
Languages
 • OfficialMaithili, Hindi
Time zoneUTC+5:30 (IST)
PIN
845101
Telephone code06251
Sex ratio1.13 /
Lok Sabha constituencyValmiki Nagar
Vidhan Sabha constituencyBagaha
Websitewestchamparan.bih.nic.in


ବାଗାହା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ବିହାରର ପଶ୍ଚିମ୍ ଚମ୍ପରନ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି ସମ୍ପାଦନା

ବାଗାହା ୨୭.୦୯୯୨ ଉତ୍ତର ଅକ୍ଷାଂଶ ଓ ୮୪.୦୯୦୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୫୯ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବାଗାହା ସହରର ମୋଟ ଜନସଂଖ୍ୟା ୯୧୩୮୩ ଅଟେ ।[୩] ସେଥି ମଧ୍ୟରୁ ୫୩.୦୨% ଜଣ ପରୁଷ ହୋଇଥିବା ବେଳେ ୪୬.୯୮% ଜଣ ନାରୀ ଅଟନ୍ତି । ବାଗାହାର ସାକ୍ଷରତା ହାର ୩୮.୩୬% ଅଟେ । ଏହା ଜାତୀୟ ହାରଠାରୁ ୨୬.୪୮% ପ୍ରତିଶତ ଅଧିକ ଅଟେ । ସେଥିରୁ ୨୫.୧୩% ପ୍ରତିଶତ ପୁରୁଷ ଓ ୧୩.୨୩% ନାରୀ ଅଟନ୍ତି । ୧୮.୯୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା ସମ୍ପାଦନା

ହିନ୍ଦୀ ବାଗାହାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. "Bagaha City Population Census 2011".
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ ସମ୍ପାଦନା