ବ୍ରହ୍ମପୁର ବିମାନ ବନ୍ଦର
ଓଡ଼ିଶାର ଏକ ବିମାନ ବନ୍ଦର
(ବରହମପୁର ବିମାନ ବନ୍ଦର , ଓଡିଶାରୁ ଲେଉଟି ଆସିଛି)
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (January 2014) |
ବ୍ରହ୍ମପୁର ବିମାନ ବନ୍ଦର(ଅନ୍ୟନାମ : ରଙ୍ଗେଇଲୁଣ୍ଡା ବିମାନ ଅବତରଣ ସ୍ଥଳ) ,ଭାରତୀୟ ରାଜ୍ୟ ଓଡ଼ିଶାର ଦକ୍ଷିଣରେ ଥିବା ବ୍ରହ୍ମପୁର ସହରଠାରୁ ୯ କିଲୋମିଟର ଦୁରବର୍ତୀ ରଙ୍ଗେଇଲୁଣ୍ଡାଠାରେ ଅବସ୍ଥିତ । ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶମାନଙ୍କଦ୍ୱାରା ନିର୍ମିତ ହେଇଥିଲା । ଏହା ନିକଟରେ ଅଧୁନା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କେମ୍ପସ ରହିଛି ।
Berhampur Airport ବ୍ରହ୍ମପୁର ବିମାନ ବନ୍ଦର | |||
---|---|---|---|
IATA: BMP – ICAO: VEBM | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | Public | ||
ପରିଚାଳକ | Public Works Department | ||
ଅବସ୍ଥାନ | Berhampur, Odisha (India) | ||
ଦିଗବାରେଣି | 19°17′51″N 084°52′37″E / 19.29750°N 84.87694°E | ||
ରନବେ | |||
ଦିଗ | ଲମ୍ବ | ଭୂମି | |
ft | m | ||
18/36 | 2,461 | 750 |
୪୦ ଏକର ପରିମିତ ସ୍ଥାନରେ ଥିବା ଏହି ବିମାନ ବନ୍ଦର ବର୍ତ୍ତମାନ ରାଜ୍ୟ ସରକାରଙ୍କ ପବ୍ଲିକ ୱର୍କ ବିଭାଗ ଅଧୀନରେ ଅଛି । ଏହାର ରନୱେର ଦୈର୍ଘ୍ୟ ୭୫୦ ମିଟର ଓ ଏହା ଓଡ଼ିଶା ସରକାରଙ୍କଦ୍ୱାରା[୧] ସାମୟିକ ଭାବେ ବ୍ୟବହାର ଓ ମରାମତିକରଣ ହେଇଥାଏ । ଏହା ନିକଟରେ ଏକ ହେଲିପ୍ୟାଡ଼ ମଧ୍ୟ ରହିଛି ।
ଏହି ରନ ୱେ ସମୟ ସମୟରେ ଓଡ଼ିଶା ସରକାର , କେନ୍ଦ୍ର ପ୍ରତିରକ୍ଷା ବିଭାଗ , ବେସରକାରୀ ପ୍ରତିଷ୍ଠାନମାନଙ୍କଦ୍ୱାରା ବ୍ୟବହୃତ ହେଇଥାଏ, ଏଠାରେ ରାଜ୍ୟ ସରକାର ରାଜ୍ୟର ଦ୍ୱିତୀୟ ବିମାନ ଚାଳନା ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ଖୋଲିବାର ବ୍ୟବସ୍ଥା କରୁଛନ୍ତି ।[୨]
ଆଧାର
ସମ୍ପାଦନା- ↑ Patnaik, Sunil (2012). "The Telegraph - Calcutta (Kolkata) | Odisha | Rangeilunda flying club takes off". telegraphindia.com. Calcutta, India. Retrieved 27 April 2012.
the present runway is 750-meter
{{cite news}}
: More than one of|accessdate=
and|access-date=
specified (help) - ↑ Patnaik, Sunil (2012). "The Telegraph - Calcutta (Kolkata) | Orissa | First flight takes off from Gopalpur". telegraphindia.com. Calcutta, India. Retrieved 27 April 2012.
Rangeilunda as the second flying club in Orissa
{{cite news}}
: More than one of|accessdate=
and|access-date=
specified (help)
ବାହାର ଲିଙ୍କ
ସମ୍ପାଦନା- 2ND TRAINING CENTRE AT RANGEILUNDA Archived 2016-03-07 at the Wayback Machine.
This article about an airport in India is a stub. You can help Wikipedia by expanding it. |