ଫାଲଗୁନ
ଫାଲ୍ଗୁନୀ ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡୁଥିବା ଚାନ୍ଦ୍ରମାସକୁ ଫାଲ୍ଗୁନ ବା ଫଗୁଣ ମାସ କହାଯାଏ । ଏହାର ପୂର୍ବବର୍ତ୍ତୀ ମାସ ମାଘ ଓ ପରବର୍ତ୍ତୀ ମାସ ଚୈତ୍ର । ଫାଲ୍ଗୁନ ଓ ଏହାର ପରବର୍ତ୍ତୀ ମାସ ଚୈତ୍ର ବସନ୍ତ ଋତୁ ।
ପର୍ବପର୍ବାଣୀସମ୍ପାଦନ କରନ୍ତୁ
- କୃଷ୍ଣ ଏକାଦଶୀ: ପଙ୍କୋଦ୍ଧାର ଏକାଦଶୀ ବା ବିଜୟା ଏକାଦଶୀ
- କୃଷ୍ଣ ଚତୁର୍ଦ୍ଦଶୀ: ମହା ଶିବରାତ୍ରି
- ଶୁକ୍ଳ ଦଶମୀ: ଫଗୁ ଦଶମୀ
- ଶୁକ୍ଳ ଏକାଦଶୀ: ଅଁଳା ଏକାଦଶୀ
- ଶୁକ୍ଳ ଦ୍ୱାଦଶୀ (ପୁଷ୍ୟା ନକ୍ଷତ୍ରଯୁକ୍ତ ହେଲେ): ଗୋବିନ୍ଦ ଦ୍ୱାଦଶୀ
ଆଧାରସମ୍ପାଦନ କରନ୍ତୁ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |